କାଉଣ୍ଟରରେ କେତେ ଟିକଟ ବିକ୍ରି ହେବ, ତାହା ସ୍ପଷ୍ଟ କରିନାହିଁ ହକି ଇଣ୍ଡିଆ । ଯାହାକୁ ନେଇ ଉତ୍କଣ୍ଠାରେ ହକି ପ୍ରେମୀ ।
ଦଳୀୟ ଭୋଟ୍ ବଜାୟ ରଖିବାକୁ ଉଦ୍ୟମ
ଛୋଟମୋଟ ବେପାର କରି ପୁଅକୁ ନେଇ ଭବିଷ୍ୟତ ଦେଖୁଥିବା ବାପାର ବି ଦମ୍ଭ ଭାଙ୍ଗିଯାଉଛି । ଚାରିଦିନ ହେଲା ଘରେ ଚୁଲି ଜଳିନି ।
ପ୍ରଶାସନର ସଲାସୁତୁରାରେ କୋଟି କୋଟି ଟଙ୍କା ରାଜସ୍ୱ ଲୁଟୁଛନ୍ତି ମାଫିଆ । ହେଲେ ପ୍ରତିବାଦ କଲେ ଗାଁ ଲୋକଙ୍କୁ ମିଳୁଛି ଧମକ ଚମକ
କଟକଣା କୋହଳ ପରେ ସଂକ୍ରମଣ ବଢୁଛି
ଟାଇଟଲ୍ ପାଇଁ ମୁହାଁମୁହିଁ ହେବେ ଫ୍ରାନ୍ସ-ଆର୍ଜେଣ୍ଟିନା । ତୃତୀୟ ଓ ଚତୁର୍ଥ ସ୍ଥାନ ଲାଗି କାଲି ହେବ ମ୍ୟାଚ୍ ।
ପ୍ରବେଶ ପଥରେ କର୍ମଚାରୀଙ୍କ ସଂଖ୍ୟା ବଢ଼ିବ
ଇଡି ଆଗରେ ଅର୍ଚ୍ଚନା ମୁହଁ ଖୋଲିଥିବା ସୂଚନା । ଗାଡ଼ି, ଘର ପରେ ଏବେ ସୁନା କିଣାର ଚାଲିଛି ଖୋଳତାଡ଼ ।
ସମ୍ପର୍କକୁ ଘରେ ଅସ୍ୱୀକାର ପରେ ନେଇଥିଲେ ଚରମ ନିଷ୍ପତ୍ତି । ନାବାଳିକାଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ।
କନ୍ଧମାଳ ବଣ୍ଡାପିପିଲିରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ । ହାଟପଦା ପଛପାଖ ଜଙ୍ଗରେ ପଡ଼ି ରହିଛି ମୃତଦେହ ।
ଅଗ୍ନି-୫ ରେଞ୍ଜ ଭିତରେ ଚୀନର ଅଧିକାଂଶ ସହର
ବର୍ବରତାର ସବୁ ସୀମା ଟପି ଗଲା ମଣିଷ । ନାବାଳିକାକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଦୁଷ୍କର୍ମ କଲେ ୮ ଅଭିଯୁକ୍ତ ।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଉ ଏକ ନୂଆ ନିଯୁକ୍ତି ଘୋଷଣା କରିଛି। ଏହି ନୂଆ ନିଯୁକ୍ତି ମାଧ୍ୟମରେ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାର୍ଥୀମାନେ କେବଳ ସାକ୍ଷାତକାର ମାଧ୍ୟମରେ ଚାକିରି ପାଇପାରିବେ। ଏପରି ପରିସ୍ଥିତିରେ, କେଉଁ ପଦବୀରେ ଏହି ନିଯୁକ୍ତି ହେବ, କିଏ ଆବେଦନ କରିପାରିବେ ସେ ବିଷୟରେ ଜାଣିବା ପାଇଁ ପଢନ୍ତୁ।
'ବେଶରମ୍ ରଙ୍ଗ୍' ଗୀତକୁ ନେଇ ଦୀପିକା ପାଦୁକୋନ ଏବେ ବିବାଦରେ ଅଛନ୍ତି। ସେ ଏହି ଫିଲ୍ମରେ ଗେରୁଆ ରଙ୍ଗର ପୋଷାକ ପିନ୍ଧିଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଉଛି। ତେବେ ଏହି ମାମଲରେ ଦୀପିକା ପ୍ରଥମ ନୁହନ୍ତି। ଏହା ପୂର୍ବରୁ ଅନେକ ଅଭିନେତ୍ରୀ ମଧ୍ୟ ଗେରୁଆ ରଙ୍ଗର ପୋଷାକ ପିନ୍ଧି ପରଦାରେ ସେମାନଙ୍କ ସେନ୍ସୁଆଲ୍ ଷ୍ଟାଇଲ୍ ଦେଇଛନ୍ତି।
ଯେଉଁମାନେ ମୋତେ ଏହି ସୁଯୋଗ ଦେଇଛନ୍ତି, ସେମାନଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି।
ସରକାରଙ୍କୁ କହି କହି ଥକିଗଲେ ଗାଁ ଲୋକେ। ହେଲେ ୨୨ ବର୍ଷର ସ୍ଥିର ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିପାରିଲାନି। ଶେଷରେ ଗାଁ ଲୋକେ ବାନ୍ଧିଲେ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଛନ୍ତି।
ଜଣେ କଳାକାର ଏକ ଆଉଟ୍ଡୋର୍ ଜିମ୍କୁ ଏକ “ଅବତାର ପାର୍କ” ରେ ପରିଣତ କରିଛନ୍ତି ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଆଶ୍ଚର୍ଯ୍ୟ କରୁଛି।
ଯଦି ତାର ପୂର୍ବାନୁମାନ ସତ ହୁଏ, ତେବେ ଇତିହାସ ସୃଷ୍ଟି କରିବେ ଲିଓନେଲ ମେସିଙ୍କ ଟିମ୍
ପାୱାରକଟ୍ର ସୁଯୋଗ ନେଇ ଉଠାଇ ନେଲେ, ତା’ପରେ ଜୀବନ ନେଇଗଲେ। ସାମାନ୍ୟ ବଚସାରୁ ବିଚ୍ ବଜାରରେ ହତ୍ୟା।
ବଲିଉଡ୍ର ଜଣେ ବହୁମୁଖୀ ଅଭିନେତ୍ରୀ ହେଲେ ରୁଚା ଚଢା। ସେ ତାଙ୍କ ଅଭିନୟ କ୍ୟାରିୟରରେ ଏକରୁ ଅଧିକ ଫିଲ୍ମ ଦେଇଛନ୍ତି। ଚଳଚ୍ଚିତ୍ର ଜଗତରେ ତାଙ୍କର ପ୍ରବେଶ ଏକ ଚଳଚ୍ଚିତ୍ର କାହାଣୀଠାରୁ ବି କମ୍ ନୁହେଁ। ତାଙ୍କ ଚରିତ୍ର ମାଧ୍ୟମରେ ଦର୍ଶକଙ୍କ ହୋସ୍ ଉଡ଼ାଇ ଦେଉଥିବା ରୁଚା ଚଢାଙ୍କ ଜୀବନ ବହୁ ସଂଘର୍ଷରେ ପରିପୂର୍ଣ୍ଣ। ଆସନ୍ତୁ ନଜର ପକେଇ ନେବା।
ଅନେକ ସମୟରେ ମହିଳାମାନେ ଋତୁସ୍ରାବ ସମୟରେ କମ୍ ରକ୍ତସ୍ରାବ ହେବା ବା ଲାଇଟ୍ ପିରିୟଡ୍ର ଅଭିଯୋଗ କରନ୍ତି। କିନ୍ତୁ ବେଳେବେଳେ କିଛି କାରଣ ନ ଥାଇ ଲାଇଟ୍ ପିରିୟଡ୍ ହେବା କୌଣସି ଚିନ୍ତାର କାରଣ ନ ହୋଇଥିବା ବେଳେ ଆଉ କିଛି ସମୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସଠିକ୍ କାରଣ ଜାଣି ଚିକିତ୍ସା କରିବା ସୁସ୍ଥ ଜୀବନ ପାଇଁ ଦରକାର କରେ।
ନିର୍ବାଚନ କମିଶନ ନିଯୁକ୍ତି କମିଟିରେ ସୁପ୍ରିମ୍କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାମିଲ କରାଗଲେ ନିଯୁକ୍ତି ପ୍ରକ୍ରିୟା ଏବଂ ଚୟନରେ ସ୍ୱଚ୍ଛତା ଅଧିକ ରହିପାରିବ। ଏଭଳି ଜଣେ ବ୍ୟକ୍ତିଙ୍କୁ ସାମ୍ବିଧାନିକ ପଦରେ ଅବସ୍ଥାପିତ କରାଯିବ ଯିଏ ସରକାରଙ୍କ ଆଜ୍ଞା ପାଳନ କରିବାକୁ ବାଧ୍ୟ ହେବ ନାହିଁ ବା ପ୍ରଭାବିତ ହେବ ନାହିଁ।
ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ବିବାହ ପରେ ମଧ୍ୟ ଅନ୍ୟ ଯୁବକ କିମ୍ବା ଯୁବତୀଙ୍କ ସହ ସମ୍ପର୍କ ରଖିଥାନ୍ତି। ଖାଲି ବିବାହିତ ଯୁବକ କିମ୍ବା ଯୁବତୀ ନୁହଁନ୍ତି ରିଲେସନଶିପ୍ରେ ଥାଇ ମଧ୍ୟ ଅନେକ ଯୁବକ, ଯୁବତୀ ସେମାନଙ୍କ ପାର୍ଟନରଙ୍କୁ ଧୋକା ଦେଇ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଥାନ୍ତି। ଯାହାକି ସମ୍ପର୍କ ଭାଙ୍ଗିବାର ମୁଖ୍ୟ କାରଣ ବୋଲି କୁହାଯାଏ।
ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କ ଉତ୍କୃଷ୍ଟ ବୋଲିଂ ଆଧାରରେ ଭାରତ ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୧୮୮ ରନ୍ରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ରହିଛି। ପ୍ରଥମ ଇନିଂସ୍ରେ ୧୫୦ ରନ୍ କରିଥିବା ଆୟୋଜକ ଟିମ୍ ଦ୍ୱିତୀୟ ଇନିଂସ୍ରେ ୩୨୪ ରନ୍ ସଂଗ୍ରହ କରିଥିଲା।
କଟକ ବାରଙ୍ଗ ଥାନା ASI ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ିନି।