ଆବାସ ଯୋଜନାରେ ଘରଟିଏ ପାଇଁ ଦାବି କରିଛନ୍ତି ସଂପୃକ୍ତ ଦିବ୍ୟାଙ୍ଗ ।
ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା ଦୁଇଟି ଉପନିର୍ବାଚନ । ଗୋଟିଏ ହେଲା ଧାମନଗର ଓ ଅନ୍ୟଟି ହେଲା ପଦ୍ମପୁର ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୧୦୦ ଟଙ୍କା ରହିଛି ।
ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଖାଲି ବିଶ୍ୱ ନୁହେଁ ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି। ଗତ କିଛିଦିନ ମଧ୍ୟରେ କରୋନା କେସ୍ ହ୍ରାସ ପାଇଥିବାରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ହେଲେ ଏବେ ଚୀନ, ଜାପାନ, ଆର୍ଜେଣ୍ଟିନା, ଦକ୍ଷିଣ କୋରିଆ, ଆମେରିକା ଓ ବ୍ରାଜିଲରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।
ନିଜ ତିନି ପିଲାଙ୍କ ପେଟକୁ ଦାନା ଯୋଗାଡ଼ ପାଇଁ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ୫୦୦ ଟଙ୍କା ମାଗିଥିଲେ ଶୁଭଦ୍ରା (୪୬) । ଆଉ ମାତ୍ର ଦୁଇ ଦିନ ଭିତରେ ତାଙ୍କୁ ମିଳିଥିଲା ୫୧ ଲକ୍ଷ ଟଙ୍କା ।
ଆଜି ହେବ ସବୁଠୁ ବଡ଼ ରାତି। ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ଠାରୁ ଆସନ୍ତାକାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍। ସେହିପରି ସବୁଠୁ ଛୋଟ ଦିନ ବି ଦେଖିବେ ଉତ୍ତର ଗୋଲାର୍ଦ୍ଧର ବାସିନ୍ଦା।
ଶିମିଳିପାଳ ହାତୀପୋଡ଼ି ଘଟଣାରେ ବିଷ ପିଇ ବନ କର୍ମଚାରୀଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ସମ୍ପୃକ୍ତ ବନ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଅପରେସନ୍ ଥିଏଟରର କପ୍ବୋର୍ଡ ଭିତରୁ ଝିଅର ମୃତଦେହ ମିଳିଥିବା ବେଳେ ବେଡ୍ ତଳୁ ମା’ର ମୃତଦେହ ଉଦ୍ଧାର କରାଯାଇଛି। ଚିକିତ୍ସା ପାଇଁ ଆସିଥିବା ମା’ ଓ ଝିଅର ମୃତଦେହ ଗୋଟିଏ ହସ୍ପିଟାଲ୍ରୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ଏଇ ବେଲୁନ ବିକିଲେ ପରିବାର ଚଲେଇବା ସହ ଖାଉଛନ୍ତି ଔଷଧ । ସେ ଯୁବକ ଜଣକ ହେଉଛନ୍ତି ବିଭାସ ଦାସ୍ ।
ବଡ଼ ଦୁଃଖର କଥା ଏଯାଏଁ ଏମାନଙ୍କୁ ମିଳିପାରିଲା ନାହିଁ ସରକାରୀ ଯୋଜନାରେ ଘର ।
ମାମଲା ଥାନାରେ ରୁଜୁ ହେବା ପରେ ଅଭିଯୁକ୍ତ ବିଜେଡି ନେତାଙ୍କୁ ଗିରଫ କରିଛି ପୋଲିସ ।
ଓଡ଼ିଶାରେ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ନୂଆ ଭାରିଏଣ୍ଟ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି। ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା।
ବିବାହ ପରେ ଝିଅମାନେ ଶାଶୁ ଘରକୁ ଯିବା ଏକ ସାଧାରଣ କଥା। କିନ୍ତୁ କାଁ ଭାଁ ଯେଉଁଠି ବିବାହ ପରେ ପୁଅମାନେ ଆସି ଶଶୁର ଘରେ ରୁହନ୍ତି ତାଙ୍କୁ ‘ଘରଜ୍ୱାଇଁ’ ବୋଲି କୁହାଯାଏ। ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ‘ଘରଜ୍ୱାଇଁ’। ଏହି ପରମ୍ପରା କାହିଁକି ଆସନ୍ତୁ ଜାଣିବା।
କମାଲ କଲେ ଯୁବ ଇଞ୍ଜିନିୟର। ଭାରତୀୟ ପୁରୁଷ ଭାବେ 'ମଲ୍ଲଖମ୍ବ'ରେ ପାଇଲେ ପ୍ରଥମ ଅର୍ଜୁନ ପୁରସ୍କାର। ଖୁସିରେ ପରିବାର ସହିତ ମୁଖ୍ୟ ପ୍ରଶିକ୍ଷକ ସୁନୀଲ ଗଙ୍ଗାୱଣେ।
ସାଧାରଣତଃ ଘର ଚାରିପଟେ ଗଛ ରହିଲେ ଏହା ପରିବେଶକୁ ସୁସ୍ଥ ରଖିବା ସହ ସୁନ୍ଦର ମଧ୍ୟ କରିଥାଏ। କିନ୍ତୁ ଘର ପାଖରେ ଥିବା ଗଛ ଯଦି କାନ୍ଥରେ ଲାଗେ ତେବେ ଅନେକ ସମସ୍ୟା ଆଣିପାରେ। ଜାଣନ୍ତୁ ଏହା ଦ୍ୱାରା କେଉଁସବୁ ସମସ୍ୟାର ସମ୍ମୁଖିନ ହେବାକୁ ପଡେ।
ମାସ୍କ ପିନ୍ଧିବା ସହ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ ।
ଲଜ୍ଜା !! ଚାଉଳ ବିକ୍ରି ବେଳେ ଗାଁ ଲୋକଙ୍କ ଦ୍ୱାରା ଧରାପଡିଲେ ଶିକ୍ଷକ
ସାମୂହିକ ଦାବିକୁ ନେଇ ନବୀନ ନିବାସ ପାଖରେ ହାଇଡ୍ରାମା ।
ବିଜେପିର ସିବିଆଇ ଓ କଂଗ୍ରେସର ଏସଆଟି ତଦନ୍ତ ଦାବି । ରାଜ୍ୟ ସରକାର ଆଇନ୍ ସହ ସାଲିସ୍ କରନ୍ତିନି କହିଲା ବିଜେଡି ।
ତିତିଲି ବାତ୍ୟାରେ ଭାଙ୍ଗି ପଡ଼ିଥିଲା ଦୁର୍ମୂଲ୍ୟ ରକ୍ତ ଚନ୍ଦନ ଗଛ,ବ୍ରହ୍ମପୁରରେ ରକ୍ତ ଚନ୍ଦନ କାଠକୁ ସାଇତିଛି ଓଏଫଡିସି
ଫାଶି ହୋଇଥିଲେ ଭଲ ହୋଇଥାନ୍ତା କହିଲେ ମମିତାଙ୍କ ବାପା-ମା । ମମିତାଙ୍କ ଡିଏନ୍ଏ ରିପୋର୍ଟରେ ଅସଂଗତିକୁ ନେଇ ଦ୍ୱନ୍ଦ୍ୱ ।
କଂଗ୍ରେସ ନେତାଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ବିଜେପି
ଦିଲ୍ଲୀ ପୋଲିସ୍ ସୋମବାର ଜଣେ ୨୨ ବର୍ଷର ଯୁବକଙ୍କୁ ଗିରଫ କରିଛି, ଯିଏ ତାଙ୍କ ବାପାଙ୍କ ଗୁଳି ଭର୍ତ୍ତି ବନ୍ଧୁକକୁ ନେଇ ଏକ ପାର୍ଟିକୁ ଯାଇଥିଲେ। ଆଉ ତା ପରେ...