• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର,ଚନ୍ଦ୍ର – ବିଛା ରାତ୍ରି ୦୪.୦୨ ଗତେ ଧନୁ,ତିଥି- ୧୪ଶୀ ସନ୍ଧ୍ୟା ୦୭.୧୩ ଅମାବାସ୍ୟା,ଘାତ ଚନ୍ଦ୍ର- ରାତ୍ରି ୦୪.୦୨ ଗତେ ତୁଳା ଓ କୁମ୍ଭ,ଘାତ ବାର – ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:

ପ୍ରାତଃ ୦୬.୨୦ ରୁ ୦୭.୪୭

ସନ୍ଧ୍ୟା ୦୬.୦୨ ରୁ ୦୯.୩୩

ରାତ୍ରି ୦୧.୨୪ ରୁ ୦୩.୪୨

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରର କାନ୍ଥକୁ କୌଣସି ଗଛଲତା ସ୍ପର୍ଶ କରୁଛି କି? ଜାଣନ୍ତୁ କ’ଣ ହେବ

ଅଶୁଭ ସମୟ:

ଋାହୁକାଳ - ଦିବା ୦୧.୦୬ ରୁ ୦୨.୨୭

କାଳବେଳା - ଦିବା ୦୨.୨୭ ରୁ ୦୩.୪୮

ବାରବେଳା – ଦିବା ୦୩.୪୮ ରୁ ୦୫.୦୯

କାଳରାତ୍ରି – ରାତ୍ରି ୧୧.୪୫ ରୁ ୦୧.୨୪

OTV is now on Whatsapp

Join and get latest news update delivered to you via whatsapp

Join Now