ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଦଶନ୍ଧିର ସବୁଠୁ ବଡ଼ ସିନେମା ବୋଲି ଚର୍ଚ୍ଚା
ଏୟାର ହୋଷ୍ଟେସ୍ଙ୍କ ବିରୋଧ ପରେ ଆରମ୍ଭ ହୋଇଥିଲା ଯୁକ୍ତି ତର୍କ ।
ପଞ୍ଚାନାମା ପାଇଁ ବୁର୍ଲାରୁ PMT ଡାକ୍ତର ଡକାଇବା କ’ଣ ଆବଶ୍ୟକ ଥିଲା ? ଏଭଳି ନାନା ପ୍ରଶ୍ନ କରିଛନ୍ତି ଗୋବିନ୍ଦଙ୍କ ଓକିଲ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି ।
ସ୍ତ୍ରୀକୁ ହତ୍ୟା କରିବା ପରେ ବି ମନ ଶାନ୍ତି ହେଲାନି . . . ମୃତଦେହକୁ ବାରମ୍ବାର ଛୁରୀ ଭୁସିବାରେ ଲାଗିଲା ଅଭିଯୁକ୍ତ, ଭୟରେ ଚିତ୍କାର କରୁଥାଆନ୍ତି ଯାତ୍ରୀ . . .
ହୋର୍ଡିଂ ଉପରକୁ ଚଢିଯାଇଥିଲେ ମୁକ୍ତିକାନ୍ତ ବିଶ୍ୱାଳ । ଶିଶୁ ଭବନ ଛକରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ କରୁଥିଲେ ।
ୟୁପିଏସ୍ସି ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ଅଧିକାରୀ ପଦବୀ ପୂରଣ କରିବାକୁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୪୧ଟି ପଦବୀ ପୂରଣ ହେବ।
କାମ ଦେଉନି ମେଡ୍ ଇନ୍ ଚାଇନା କରୋନା ଟିକା ସିନୋଭ୍ୟାକ୍। ଏବେ ବେଜିଂକୁ ଭରସା ବିଦେଶୀ ଟିକା। ଚୀନରେ କରୋନା ସଂକ୍ରମଣ ଅତି ଉଦ୍ବେଗଜନ ଭାବେ ବଢିଚାଲିଥିବା ବେଳେ, ସ୍ୱଦେଶୀ ଟିକା କାମ ଦେଉନଥିବା କୁହାଯାଉଛି।
ସୋସିଆଲ ମିଡିଆରେ ପ୍ରାୟତଃ ଅନେକ ପ୍ରକାର ଅଦ୍ଭୁତ ଭିଡିଓ ଭାଇରାଲ ହୁଏ । ଯେଉଁଥିରେ କେତେବେଳେ କିଏ ନାଚନ୍ତି, କେତେବେଳେ ଗୀତ ଗାଇଥାନ୍ତି ତ ଆଉ କିଏ ଭିନ୍ନ କଳାକୌଶଳ ପ୍ରଦର୍ଶନ କରନ୍ତି । ହେଲେ ଏବେ ଯେଉଁ ଭିଡିଓ ଭାଇରାଲ୍ ହେଉଛି ତାହା ସମ୍ପୂର୍ଣ୍ଣ ନୂଆ ।
‘ପଠାନ୍’ର ବିବାଦ ଭିତରେ ଶାହରୁଖ୍ ଖାନ୍ଙ୍କୁ ମିଳିଲା ବଡ ସଫଳତା। ଦୁନିଆର ଟପ୍ ୫୦ ବଡ କଳାକାରଙ୍କ ଭିତରେ ସ୍ଥାନ ପାଇଛନ୍ତି ଶାହରୁଖ୍। ବିବାଦ ପରେ ବି ଲୋକପ୍ରିୟତାରେ କୌଣସି କ୍ଷତି ଆସିନି।
ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଛନ୍ତି।
ରାଜଧାନୀ ବେଜିଂ ସମେତ ସହରାଞ୍ଚଳରେ ସ୍ଥିତି ଅତି ସାଂଘାତିକ ଥିବା ବେଳେ ସମଗ୍ର ଚୀନକୁ ମହାମାରୀ କବଳିତ କରିବା ଆଶଙ୍କା ବଢିଯାଇଛି।
ଶାହରୁଖ ଖାନଙ୍କୁ ଧମକ। 'ପଠାନ'କୁ ନେଇ 'ଅଯୋଧ୍ୟାର ସନ୍ଥ' ଶାହରୁଖ ଖାନଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମହନ୍ତ ପରମହଂସ ଆଚାର୍ଯ୍ୟ କହିଛନ୍ତି ଯେ ଯଦି ସେ ଶାହରୁଖ ଖାନଙ୍କୁ କେବେ ଭେଟନ୍ତି ତେବେ ସେ ତାଙ୍କୁ ଜୀବନ୍ତା ଜାଳିଦେବେ।
ପୂରଣ ହେଲା ଫୁଟ୍ବଲର ମହାନ ପ୍ଲେଅର ଲିଓନେଲ୍ ମେସିଙ୍କ ସ୍ୱପ୍ନ। ଫିଫା ବିଶ୍ୱକପ୍ରେ ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା।
ଚଳିତ ବର୍ଷ ବଲିଉଡ୍କୁ ବିଶେଷ କିଛି ଦେଇନି ଫିଲ୍ମ ଇଣ୍ଡଷ୍ଟ୍ରି। କିନ୍ତୁ ଏହାରି ଭିତରେ କିଛି ବଲିଉଡ୍ ଚଳଚ୍ଚିତ୍ର ଚମତ୍କାର କରିବାରେ ସକ୍ଷମ ହୋଇଛି। ପ୍ରଥମ ସ୍ଥାନରେ କନ୍ନଡ ଫିଲ୍ମ ଥିବାବେଳେ ଚତୁର୍ଥ ସ୍ଥାନରେ ବଲିଉଡ୍ର ଏହି ଫିଲ୍ମ ରହିଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪,୯୦୦ ଟଙ୍କା ରହିଛି ।
ହୋର୍ଡିଂ ଉପରେ ଚଢ଼ି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଅଭିନବ ପ୍ରତିବାଦ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ରାଉରକେଲାରୁ ପାଦରେ ଚାଲିଚାଲି ଭୁବନେଶ୍ୱର ଆସିଥିଲେ।
ଜେଲ୍ ଭିତରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିଛି। ଗୋବିନ୍ଦଙ୍କ ମୃତଦେହ ପୋଷ୍ଟମର୍ଟମ ଯିବା ପୂର୍ବରୁ ତାଙ୍କ ପକେଟ୍ରୁ ଏକ ମାଟିଆ ରଙ୍ଗର ଲଫାପା ମିଳିଛି।
ଓଡ଼ିଶାରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୯ଟା ୪୭ ମିନିଟ୍ରେ ପ୍ରାୟ ୫/୬ ସେକେଣ୍ଡ ପାଇଁ ଗଜପତି ଜିଲ୍ଲା ମୋହନା ଓ ଆର. ଉଦୟଗିରି ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।
୨୦୨୨ ସରିବାକୁ ମାତ୍ର ଆଉ କେଇଟା ଦିନ ବାକି ରହିଲା । ଏହିବର୍ଷ ଅନେକ କିର୍ତ୍ତୀମାନ ସ୍ଥାପନ କରିଛି ଭାରତୀୟ କ୍ରିକେଟ୍ ଟିମ୍ । ଦର୍ଶକଙ୍କ ମନ ଜିତିବା ପାଇଁ ଫିଲ୍ଡରେ ଜୋର୍ ଲଗାଇଛନ୍ତି ଖେଳାଳି । ଉଭୟ ବୋଲିଂ ଓ ବ୍ୟାଟିଂରେ ଜଲୱା ଦେଖାଇଛନ୍ତି ଟିମ୍ ଇଣ୍ତିଆର ପ୍ରତ୍ୟେକ ଖେଳାଳି ।
ଆଜିକାଲି ଚା’ ଘରେ ଘରେ ପରିଚିତ। ପ୍ରତିଟି ସକାଳ ଯଦି ଚା’ରୁ ଆରମ୍ଭ ନ ହୁଏ ତେବେ ଦିନଟି ବେକାର ଲାଗେ। ଚା’ର ତ ଅନେକ ଉପକାରୀ ଗୁଣ ଅଛି, କିନ୍ତୁ ଆମେ ଯେମିତି ଭାବେ ଚା’ ପିଉ ତାହା କେତେ ଦୂର ଠିକ୍ ଜାଣିବା ପାଇଁ ପଢନ୍ତୁ।
ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ମଡ଼ାଇ ପଳାଇଲେ ଭ୍ୟାନ୍। ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି।
ଟ୍ୱିଟର(Twitter)କୁ କିଣିବା ପରେ ଏଲନ୍ ମସ୍କ (Elon Musk)ଙ୍କୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। କେତେବେଳେ ଛଟେଇ ତ ଆଉ କେତେବେଳେ ଅଫିସ୍ରେ କଟକଣା, ପୁଣି କେତେବେଳେ ଟ୍ୱିଟ୍କୁ ନେଇ ୟୁଜରଙ୍କ ଉପରେ କଟକଣା।