ICICI ବ୍ୟାଙ୍କ ଋଣ ଠକେଇ ମାମଲା(ICICI Bank Fraud Case)ରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର(Chanda Kochhar) ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଶୁକ୍ରବାର ଦିନ ସିବିଆଇ ଗିରଫ କରିଛି।
ଭାରତରେ ପ୍ରତିବର୍ଷ ଡିସେମ୍ବର ୨୪ରେ “ଜାତୀୟ ଖାଉଟି ଅଧିକାର ଦିବସ” ପାଳନ କରାଯାଏ। କ’ଣ ଏହାର ଉଦ୍ଦେଶ୍ୟ, ଏହା ପଛରେ କ’ଣ ରହିଛି ଇତିହାସ, କ’ଣ ରହିଛି ନିୟମ ଜାଣିବା ପାଇଁ ପଢନ୍ତୁ।
୨୪ ରଣନୀତି ଅନ୍ତର୍ଗତ ବିିଜେଡି ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗି ନିଜ ପଟକୁ ନେବା ଲାଗି ଜୋରାଦର ପ୍ରୟାସ ଆରମ୍ଭ କରିଛି ବିଜେପି।
ଗୋଟିଏ ପଟେ ଭାଇ ଭଉଣୀଙ୍କୁ ମଣିଷ କରିବାର ବୋଝ ଓ ଆଉ ଗୋଟିଏ ପଟେ ଆର୍ଥିକ ଅନଟନ ଅନନ୍ତଙ୍କୁ ଆଉ ଆଗକୁ ବଢ଼ିବାକୁ ଦେଉନାହିଁ।
ଇମ୍ପା ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା।
ଖ୍ରୀଷ୍ଟମାସ ମଧ୍ୟରେ ଆମେରିକାରେ ବମ୍ ସାଇକ୍ଲୋନ୍ ବିପଦ ଦେଖାଦେଇଛି। ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ପାଞ୍ଚ ହଜାରରୁ ଅଧିକ ବିମାନ ବାତିଲ କରାଯାଇଛି। ଏହା ଖୁବ ଭୟଙ୍କର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଓଡ଼ିଶାରୁ ଯେତିକି ସାମ୍ପଲ ଜିନମ୍ ସିକ୍ୟେନସିଂ ପାଇଁ ଯାଇଛି, ସେଥିରେ BF.7 ଭ୍ୟାରିଆଣ୍ଟର ପ୍ରମାଣ ମିଳିନାହିଁ।
କରନଙ୍କ ପାଇଁ ନିଲାମୀ ମୈଦାନକୁ ଏଣ୍ଟ୍ରୀ କରିଥିଲା ଚେନ୍ନାଇ ସୁପରକିଙ୍ଗ୍ସ କିନ୍ତୁ...
ଭେଇକିଲ୍ ପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର। ଖୁବ୍ ଶୀଘ୍ର ଏଭଳି ଏକ ଇଲେକ୍ଟ୍ରିକ୍ କାର୍ ବଜାରକୁ ଆସୁଛି ଯାହାର ରେଞ୍ଜ୍ ଖୁବ୍ ଜବରଦସ୍ତ ହେବ। ଏହା ଥରେ ଚାର୍ଜ ହେଲେ ୧୦୦୦କିମି ପର୍ଯ୍ୟନ୍ତ ଚାଲିପାରିବ। ଆସନ୍ତୁ ଜାଣିବା ଏହି କାର୍ ବିଷୟରେ।
ପୁଣି ଭାଇରାଲ୍ ହେଲେ ରାନୁ ମଣ୍ଡଳ। ଜଣେ ଯୁବକଙ୍କ ସହ ରୋମାଣ୍ଟିକ୍ ମୁଡ୍ରେ ରାନୁ ମଣ୍ଡଳଙ୍କର ଭିଡିଓ ଭାଇରାଲ୍ ହେଉଛି। ଯୁବକ ଜଣଙ୍କ ବାଇକ୍ ଆଗରେ ବସିଥିବା ବେଳେ ରାନୁ ତାଙ୍କ ବାଇକ୍ ପଛରେ ବସିଛନ୍ତି। ଦେଖନ୍ତୁ ଏହି ଭିଡିଓ…
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ଭଲ ଖବର। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ SBI ବିଜ୍ଞପ୍ତି ପ୍ରକାଶ କରିଛି। ୧,୪୩୮ ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଜି ଅପରାହ୍ଣ ୧ଟା ବେଳେ ଗାଁର କିଛି ପିଲା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ପାଣିରେ ବୁଡ଼ି ଯାଇଥିଲେ।
ସରକାରୀ ଅବହେଳା ପାଇଁ ଲିଙ୍ଗଗତ ଭିନ୍ନତା ସୃଷ୍ଟି ହୋଇଛି । ଏବେ ଜିଲ୍ଲା ପ୍ରଶାସନ କନ୍ୟା ଖୋଜି ଆଣି ଦେଉ ବୋଲି ଦାବି ହୋଇଛି ।
କାଲିଠୁ ଉଚ୍ଛେଦ ହେବନି କହିଲେ ନର୍ଥ ଜୋନ୍ ଆସିଷ୍ଟାଣ୍ଟ କମିଶନର
ରାଜଧାନୀରେ ତାତିଲେ ଉଠା ଦୋକାନୀ । ବିଏମ୍ସିର ଉଛେଦକୁ ବିରୋଧ ।
ହକି ବିଶ୍ୱକପ୍ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ହରମନ୍ ପ୍ରୀତ ସିଂ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାର ଅମିତ ରୋହିଦାସଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪,୫୦୦ ଟଙ୍କା ରହିଛି ।
ଯେଉଁଠି ଦୁଲ୍ହନ ନିଜ ବାପାମା’ଙ୍କ ପାଇଁ ଷ୍ଟେଜ୍ ଉପରେ ଡ୍ୟାନ୍ସ କରୁଛନ୍ତି ଓ ଏହି ସମୟରେ ସେ ଭୋ ଭୋ ହୋଇ କାନ୍ଦୁଛନ୍ତି। ଯାହାର ଏକ ଝଲକ୍ ଏକ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଗିରଫ କଲା ଇଡି
ଭାରତ ବାୟୋଟେକ୍ ପ୍ରସ୍ତୁତ ନାଜାଲ୍ ଭ୍ୟାକ୍ସିନ୍କୁ ଅନୁମତି ମିଳିଛି। ବୁଷ୍ଟର ଡୋଜ୍ ଭାବେ ନେବାକୁ କେନ୍ଦ୍ର ସରକାରଙ୍କ ଅନୁମତି ପ୍ରଦାନ କରିଛନ୍ତି।
ନୂଆବର୍ଷ ଓ ଆସନ୍ତା ପର୍ବପର୍ବାଣୀ ପାଇଁ ଆସିବ ନୂଆ ଗାଇଡ୍ଲାଇନ୍