• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Today Panchang
Panchang Today 11th December 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ବୁଧବାର । ଚନ୍ଦ୍ର- ମୀନ ଦିବା ୧୧.୪୭ ଗତେ ମେଷ। ତିଥି-୧୧ ଶୀ ରାତ୍ରି ୦୧.୦୯ ଗତେ ୧୨ଶୀ। ଘାତଚନ୍ଦ୍ର- ଧନୁ ରାଶିର, ଦିବା ୧୧.୪୭ ଗତେ ମେଷ ରାଶିର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ରାତ୍ରି ୦୧.୦୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।

ଲାଞ୍ଚ ଯିଏ ନବ, ସିଏ ଯିବ
Suresh Pujari: ବାହାରେ ଛକିଛି ଭିଜିଲାନ୍ସ, ଯିଏ ଲାଞ୍ଚ ନେବ...ସିଏ ଯିବ

ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସ୍‌ର କନିଷ୍ଠ କିରାଣି ଦେବଯାନୀ କର । ଯାହାଙ୍କ ଚାକିରି କାଳକୁ ପୂରିଛି ମାତ୍ର ୪ ବର୍ଷ । ଅଥଚ ଗ୍ରାସିଥିଲା ଲାଞ୍ଚର ମୋହ ।

Mission Shakti
Mission Shakti: ମିଶନ ଶକ୍ତି ସଦସ୍ୟାଙ୍କ ଧାରଣା, ତେଜିଲା ପଲିଟିକ୍ସ; ସରକାରଙ୍କୁ ନିଶାନା କଲେ ବିରୋଧୀ

୯ ମାସର ବକେୟା ଦରମାକୁ ନେଇ ଗାନ୍ଧି ମାର୍ଗରେ ଗର୍ଜୁଛନ୍ତି ମିଶନ ଶକ୍ତି ମହିଳା । ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ୬ଟି ସଙ୍ଘକୁ ନେଇ ଗଠନ ହୋଇଥିବା ଅଲ୍ ଓଡ଼ିଶା GPLF ବା ଗ୍ରାମ ପଂଚାୟତ ଲେଭେଲ୍ ଫେଡେରସନ୍ ।

ଏବେ କାଉଣ୍ଟଡାଉନ୍‌, ଆସିବେ ୧୦ ହଜାର ଅତିଥି
Pravasi Bharatiya Divas: ପ୍ରବାସୀ ଭାରତୀୟ ଦିବସ ପାଇଁ କାଉଣ୍ଟଡାଉନ୍, ଭୂମିପୂଜା ପରେ ଆଜିଠୁ ନିର୍ମାଣ କାମର ଶ୍ରୀଗଣେଶ

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କାଉଣ୍ଟଡାଉନ୍ । ଓଡ଼ିଶା ପ୍ରଥମ ଥର ଆୟୋଜନ କରୁଛି ଏହି ମେଗା ଇଭେଣ୍ଟ । ହାତରେ ପାଖାପାଖି ମାସେ ସମୟ ରହିଲା। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି ।

ପୂରା ହେବ ରିଂ ରୋଡ୍ ସ୍ୱପ୍ନ !
Bhubaneswar Ring Road Project: ଟ୍ରାଫିକ ଯନ୍ତ୍ରଣାରୁ ମୁକ୍ତ ହେବ ରାଜଧାନୀ, କ୍ୟାପିଟାଲ ସିଟିକୁ ଘେରି ରହିବ ରିଂ ରୋଡ୍

ଭୁବନେଶ୍ବର ସହରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହ ତାଳ ଦେଇ ଯେଉଁଭଳି ଯାନବାହନ ସଂଖ୍ୟା ବଢ଼ି ଚାଲିଛି, ସେଥିରେ ଲୋକେ କଲବଲ ହେଉଛନ୍ତି । ତେଣୁ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Ratna Bhandara
Ratna Bhandara: ୧୭ରୁ ରତ୍ନଭଣ୍ଡାର ମରାମତି, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ଶନିବାର, ରବିବାର ଓ ବିଶେଷ ଦିନରେ ମରାମତି ନ କରିବାକୁ ପରାମର୍ଶ ଦିଆଯାଇଛି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦିନ ୧ଟାରୁ ସଂଧ୍ୟା ୫/୬ଟା ଯାଏଁ ମରାମତି କାମ ହେବ ।

Man Dies By Suicide
Man Dies By Suicide: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯାତନା

ମୋ ମରଶରୀରକୁ ପତ୍ନୀଙ୍କୁ ଛୁଇଁବାକୁ ଦେବନି । କୋର୍ଟ ବାହାର ନାଳରେ ଭସାଇଦେବ ମୋ ଅସ୍ଥି । ଜୀବନ ହାରିବା ପୂର୍ବରୁ ବେଙ୍ଗାଳୁରୁର AI ଇଞ୍ଜିନିୟର ୩୮ ବର୍ଷୀୟ ଅତୁଲ ସୁଭାଷ ଛାଡିଯାଇଛନ୍ତି ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ।

7 signs tell that your love partner wants to marry you
Relationship Tips: ଆପଣ ପ୍ରେମରେ ପଡିଛନ୍ତି କି… ଜାଣନ୍ତୁ ଆପଣଙ୍କ ପାର୍ଟନର୍ ବିବାହ କରିବାକୁ ଚାହୁଛନ୍ତି କି ନାହିଁ

ଯଦି ଆପଣ ପ୍ରେମରେ ପଡିଛନ୍ତି ଆଉ ବିବାହ କରିବାକୁ ଚାହୁଁଛନ୍ତି ତେବେ ବିଳମ୍ବ କରିବା ଉଚିତ୍ ନୁହେଁ, କାରଣ ସବୁକିଛି ପାଇଁ ଏକ ଉପଯୁକ୍ତ ସମୟ ଥାଏ। ବେଳେବେଳେ କିଛି ଲୋକ ଏହାକୁ ଖୋଲାଖୋଲି ଭାବରେ କହିବାକୁ ଅସମର୍ଥ ହୋଇଥାନ୍ତି। କିନ୍ତୁ ଆପଣ ନିଜ ଲଭ୍ ପାର୍ଟନର୍‌ଙ୍କ କିଛି ସଙ୍କେତରୁ ବୁଝିପାରିବେ ଯେ ସେ ଆପଣଙ୍କୁ ବିବାହ କରିବାର ମୁଡ୍‌ରେ ଅଛନ୍ତି।

Sentence Reduction
Sentence Reduction: କୋହଳ ହେବ କଏଦୀଙ୍କ ସଜା, ସମୟ ଆଗରୁ ମୁକ୍ତିର ଆନନ୍ଦ

ମୁକ୍ତି ପାଇବାକୁ ଯାଉଥିବା କଏଦୀମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜା ଭୋଗୁଥିବା ବେଳେ ଆଉ କିଛି ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ।

Gaganyaan Astronauts
Gaganyaan Astronauts: କେମିତି ମଝି ସମୁଦ୍ରରୁ ଉଦ୍ଧାର ହେବେ ୩ ଗଗନଯାତ୍ରୀ ? ଇସ୍ରୋ-ନୌସେନାର ପୂର୍ବାଭ୍ୟାସ

ଗଗନଯାନ ଶେଷ ପର୍ଯ୍ୟାୟରେ କ୍ରୁ ମଡ୍ୟୁଲ ସମୁଦ୍ରରେ ଖସିବା ପରେ, ଏହାକୁ କିପରି ଯଥାଶୀଘ୍ର ଉଦ୍ଧାର କରାଯାଇ ପାରିବ, ତାର ଅଭ୍ୟାସ କରାଯାଇଛି ।

Bhubaneswar Metro
Bhubaneswar Metro: ପ୍ରଥମ ପର୍ଯ୍ୟାୟରେ ୨୦ ପ୍ରମୁଖ ସ୍ଥାନରେ ମେଟ୍ରୋ ଷ୍ଟେସନ୍

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ହେବ ।

ହାଜର ହେଲେ ପ୍ରଦୀପ
Pradeep Panigrahy: ଅଭିଯୋଗକାରୀଙ୍କ ଚାଞ୍ଚଲ୍ୟକର ବୟାନ, ଚାପରେ ଦସ୍ତଖତ ଦେଇଥିଲୁ

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲାରେ ଅଭିଯୋଗକାରୀ କୋର୍ଟରେ ହାଜର ହୋଇ ବୟାନ ଦେଇଛନ୍ତି । ଚାପ ପକାଯାଇ ମାମଲା ରୁଜୁ କରାଯାଇଥିଲା ବୋଲି କୋର୍ଟରେ କହିଛନ୍ତି ଅଭିଯୋଗକାରୀ ।

Richest Beggar
Richest Beggar: ବିଶ୍ୱର ସବୁଠୁ ଧନୀ ଭିକାରୀ, ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ୍ !

ସବୁଠାରୁ ଧନୀ ଭିକାରୀର ସମ୍ପତ୍ତି ସାଢେ ୭ କୋଟି ଟଙ୍କା ! କେବଳ ଆମ ଦେଶର ସେ ଧନୀ ଭିକାରୀ ନୁହେଁ, ପୂରା ବିଶ୍ୱରେ ସେ ହେଉଛି ସବୁଠୁ ବଡ଼ ଧନୀ ଭିକାରୀ ।

Baaghi 4 update sonam bajwa joins tiger shroff
Baaghi 4: ଚର୍ଚ୍ଚାରେ ‘ବାଗୀ ୪’; ଭିଲେନ୍ ହେବେ ଏହି ସୁପର୍‌ଷ୍ଟାର୍; ଜାଣନ୍ତୁ କିଏ ଟାଇଗର୍‌ଙ୍କ ସହ କରିବେ ରୋମାନ୍ସ

‘ବାଗୀ ୪’ର ପୋଷ୍ଟର୍‌ ରିଲିଜ୍‌ ପରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ନିର୍ମାତା ଫିଲ୍ମର ଖଳନାୟକଙ୍କ ଖୁଲାସା କରିଛନ୍ତି ଏବଂ ଏହା ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି ବୋଲି କୁହାଯାଉଛି। ଜାଣନ୍ତୁ କିଏ ହେବେ ଏହାର ନାୟିକା…

କେଶର ପ୍ରକାର ଭେଦ
Types of Hair: ଏହି ୩ ପ୍ରକାର କେଶ ମଧ୍ୟରୁ ଆପଣଙ୍କର କେଉଁ ପ୍ରକାର ?

ବର୍ତ୍ତମାନର ଯୁବକ ଯୁବତୀଙ୍କ ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛି ଚୁଟି ଝଡ଼ିବା ଓ ଚୁଟି ପାଚିବା। ସେଥିପାଇଁ କିଏ କେତେ ପ୍ରକାର ତେଲ ଲଗାଉଛନ୍ତି, ପୁଣି କିଏ କିଏ ଔଷଧ ଖାଉଛନ୍ତି। ତେବେ କୌଣସି ଉପଚାର କରିବା ପୂର୍ବରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ଚୁଟିର କିସମ ବା ପ୍ରକାର ଜାଣିବା ନିହାତି ଜରୁରୀ । ଜାଣିଲେ ତାହା ଆପଣଙ୍କୁ ଔଷଧ ପ୍ରୟୋଗରେ ସାହାଯ୍ୟ କରିବ।

ସଂକଟରେ ଭାରତ-ସିରିଆ ସଂପର୍କ ?
India-Syria Relation: କ୍ଷମତା ପରିବର୍ତ୍ତନ ସହ ଅସଦ ଶାସନର ଅନ୍ତ...ଏବେ ଭାରତ-ସିରିଆ ସମ୍ପର୍କର ଭବିଷ୍ୟତ କ’ଣ ?

ଭାରତ-ସିରିଆ ମଧ୍ୟରେ ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ ଓ ଐତିହାସିକ ସମ୍ପର୍କ ସାତ ଦଶକ ପୁରୁଣା । ୧୯୫୭ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ସିରିଆ ଗସ୍ତରେ ଯାଇଥିଲେ । ଆଉ ତାଙ୍କ ଗସ୍ତ ପରେ ସିରିଆର ରାଜଧାନୀ ଦମାସକସର ପ୍ରସିଦ୍ଧ ଉମେଦ ସ୍କୋୟାରକୁ ଜବାହାରଲାଲ ନେହରୁ ଷ୍ଟ୍ରିଟ ଭାବରେ ନାମିତ କରାଯାଇଥିଲା ।

Karni sena threatens to pushpa 2 over negative role of shekhawat
Pushpa 2: ‘ପୁଷ୍ପା ୨’ ନିର୍ମାତାଙ୍କୁ ଧମକ; ‘କରଣୀ ସେନା ତାଙ୍କ ଘରେ ପଶି ମାଡ଼ ମାରିବେ’... ଦେଖନ୍ତୁ ଭାଇରାଲ୍ ଭିଡିଓ

କରଣୀ ସେନା ‘ପୁଷ୍ପା ୨’କୁ ନେଇ ଅସନ୍ତୋଷ ଦେଖାଇଛି। ଫିଲ୍ମରେ ଏମିତି କିଛି ରହିଛି ଯାହା ସେମାନଙ୍କ ସମାଜକୁ ଅସମ୍ମାନ କରୁଥିବା କହି ନିର୍ମାତାଙ୍କୁ ମଧ୍ୟ ଧମକ ଦେଇଛି।

BJD Struggles to Retain Womens Support
Special Story: ମହିଳା ଭୋଟ ମୋହ ଛାଡିପାରୁନି ବିଜେଡି; ପିଏମଜିରେ ଚାଲିଛି ନେତାଙ୍କ ଉସୁକାଇବା ରାଜନୀତି !

ରାଜରାସ୍ତାରେ ଗର୍ଜୁଛନ୍ତି ହଜାର ହଜାର ମହିଳା । ୯ ମାସ ହେଲା ମହିଳା ମାନେ ଦରମା ପାଇ ନାହାନ୍ତି । କୁହାଯାଉଛି କେନ୍ଦ୍ର ସରକାରଙ୍କ ସହ ରାଜ୍ୟସରକାରଙ୍କର ଏଗ୍ରିମେଣ୍ଟ ଶେଷ ହୋଇଛି ।

ନାଗରିକତ୍ୱ ରଦ୍ଦ
Former MLA Stripped Of Citizenship: ଭାରତରେ ନିର୍ବାଚନ ଲଢି ଜିତୁଥିଲେ ଜର୍ମାନୀ ନାଗରିକ !

ଚାଲାକ୍ ହେବା ଭଲ ହୋଇପାରେ କିନ୍ତୁ ଅତି ଚାଲାକ ହେଲେ ଖରାପ । ଜଣେ ରାଜନେତା ଜର୍ମାନୀର ନାଗରିକ ଥାଇ ଭାରତରେ ନିର୍ବାଚନ ଲଢୁଥିଲେ । ଥରେ କି ଦୁଇ ଥର ନୁହେଁ, ୪ ଥର ବିଧାୟକ ଭାବେ ଜିତିଛନ୍ତି । ହାଇକୋର୍ଟ ତାଙ୍କୁ ୩୦ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହି ରାଜନେତା ଆଉ ଭାରତରେ ନିର୍ବାଚନ ଲଢିପାରିବେନି ।

electric double-decker bus
Electric Double-Decker Bus: ଯାତ୍ରୀଙ୍କ ପାଇଁ ଖୁସି ଖବର; ଭୁବନେଶ୍ବରରେ ଚାଲିବ ଡବଲ୍-ଡେକର୍ ଇ-ବସ୍

ଭୁବନେଶ୍ବରରେ ଚାଲିବ ଡବଲ୍ ଡେକର୍ ବସ୍‌ ! ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା CRUT ।

ପ୍ରକୃତ ଅପରାଧ ଜାଣିବାକୁ...
Criminology Student Kills woman: ଜଣକୁ ହତ୍ୟା କଲେ କେମିତି ଲାଗେ… ଜାଣିବାକୁ କ୍ରିମିନୋଲୋଜି ଛାତ୍ରଙ୍କ ଭୟଙ୍କର କାଣ୍ଡ

‘କେମିତି ଅନୁଭବ ହେଉଛି’ ଜାଣିବା ପାଇଁ କ୍ରିମିନୋଲୋଜି ଛାତ୍ର ମାରିଦେଲା ମହିଳାଙ୍କୁ । ଜହ୍ନରାତିରେ ସମୁଦ୍ର କୂଳରେ ଅଚାନକ ଛୁରୀ ଭୁସି ଚାଲିଲା ଦୁଇ ମହିଳାଙ୍କୁ ।

Mission Shakti Women
Mission Shakti Women: ‘ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି’

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଶାନା କରିବା ସହ ମହିଳା କର୍ମୀଙ୍କ ଦରମା ବନ୍ଦ କରିବାକୁ ସରକାର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ତେବେ ଏହାର ଜବାବ ଦେଇଛି ବିଜେପି। 

ବିଶ୍ୱଶାନ୍ତି ପାଇଁ କାମ କରିବେ ଟ୍ରମ୍ପ
Oath Taking Ceremony of Trump: ଜାନୁଆରୀ ୨୦ରେ ଶପଥ ନେବେ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

ବିଶ୍ୱରେ ଶାନ୍ତି ଫେରାଇବେ ନୂଆ ରାଷ୍ଟ୍ରପତି ଟ୍ରମ୍ପ। ଜାନୁଆରୀ ୨୦ ପୂର୍ବରୁ ବିଦେଶୀ ଛାତ୍ର ଏବଂ କର୍ମଚାରୀଙ୍କୁ ଫେରିବାକୁ ଟ୍ରମ୍ପଙ୍କ ପରାମର୍ଶ।

 Cardiac Arrests
 Cardiac Arrest: କ’ଣ ପାଇଁ ସୁସ୍ଥ ଲୋକଙ୍କୁ ହେଉଛି ହାର୍ଟ ଆଟାକ୍ ? କ’ଣ ଏହାର କାରଣ ? ଜାଣନ୍ତୁ...

ଯୁବପିଢିମାନଙ୍କ ମଧ୍ୟରେ ହୃଦଘାତର ସମସ୍ୟା ମଧ୍ୟ ଦେଖାଯାଉଛି । ଆପଣ ହୁଏତ ସୋସିଆଲ ମିଡିଆରେ ଦେଖିଥିବେ ଯେ ବ୍ୟାୟାମ କିମ୍ବା ନାଚିବା ସମୟରେ ଯୁବକମାନେ ହଠାତ୍ ତଳେ ପଡ଼ି ମୃତ୍ୟୁବରଣ କରିଥାନ୍ତି । ତେବେ ଏହାର କାରଣ କଣ ? ଜାଣନ୍ତୁ...

Subhadra Yojana
Special Story: ଅଧୁରା ରହିଲା ପରିବାର ପ୍ରତିପୋଷଣର ସ୍ବପ୍ନ; ସୌରାଙ୍କ ପାଇଁ ନାହିଁ ‘ସୁଭଦ୍ରା’ !

ରାଜ୍ୟରେ ନୂଆ ସରକର ଆସିବାର ପରେ ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେଲା । ଆଉ ସେହି ଯୋଜନାରେ ମହିଳାଙ୍କୁ ଟଙ୍କା ମିଳିଲା । ହେଲେ ବଞ୍ଚିତ ହେଲେ ସୌରା ସମ୍ପ୍ରଦାୟ ଲୋକେ ।