ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ମହୁ । ଅନେକ ରୋଗ ପାଇଁ ମହୁ ବ୍ୟବହାର କରାଯାଇଥାଏ । ଏଥିରେ ପ୍ରୋଟିନ୍, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-କର୍କିନୋଜେନିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ । ମହୁରେ ଥିବା ପୋଷକ ତତ୍ତ୍ୱ ମଧୁମେହ ଏବଂ କୋଲେଷ୍ଟ୍ରଲକୁ ମଧ୍ୟ ରକ୍ଷା କରିଥାଏ ।ତେବେ ମହୁକୁ କିପରି ଖାଇବା ଉଚିତ୍ ଆସନ୍ତୁ ଜାଣିବା ।
ଭଜନ ସମ୍ରାଟଙ୍କ ପ୍ରତି ଅସମ୍ମାନ ! ସିଏମସିର ଅଳିଆ ଆବର୍ଜନା ରହୁଥିବା ସ୍ଥାନରେ ପଡ଼ି ରହିଛି ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି।
ଏହି ଯୋଜନାରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ। ପଂଚାୟତ ପ୍ରତିନିଧିଙ୍କୁ ଦିଆଯିବ କ୍ଷମତା, ଲୋକଙ୍କ ପ୍ରସ୍ତାବ ଅନୁସାରେ ହେବ ଗାଁ ଆଉ ପଂଚାୟତର ବିକାଶ। ଖାଲି ଏତିକି ନୁହେଁ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି କହିଛନ୍ତି ପଞ୍ଚାୟିତରାଜ ମନ୍ତ୍ରୀ।
ଜନ୍ମଦିନ ଅବସରରେ ସନ୍ନି ଦେଓଲ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ପୋଷ୍ଟରକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଶକ୍ତିଶାଳୀ ଅବତାରରେ ଦେଖିବାକୁ ମିଳିଛି।
୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶା ସହ ପାଶ୍ବବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଘରେ ନିରାମିଷରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବାଇଗଣରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ବାଇଗଣ ଟିକିରି’ ।
ବିଧାୟକ ସାରଦା ନାୟକଙ୍କ ଅଭିଯୋଗ ଉପରେ କଡ଼ା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ତଥା ମନ୍ତ୍ରୀ ରବି ନାଏକ। ସେ କହିଛନ୍ତି, ବିଜେଡି ଆଉ ବେଶୀ ଦିନ ରହିବ ନାହିଁ। ସେ ଦଳ ଭାଙ୍ଗିଯିବ।
ଟିଟିଲାଗଡ଼ର ଜୀବନ ଜ୍ୟୋତି ହସ୍ପିଟାଲ ବିରୋଧରେ ହେବ ତଦନ୍ତ । ଭୁଲ ଚିକିତ୍ସା ଯୋଗୁଁ ମିତା ବେହେରାଙ୍କ ମୃତ୍ୟୁ ଅଭିଯୋଗ ।ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଗତ ଏକ ବର୍ଷ ଧରି ସଲମାନ ଏବଂ ତାଙ୍କ ପରିବାରକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଧମକ ମିଳୁଛି। ସଲମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ର ଟାର୍ଗେଟରେ ଅଛନ୍ତି। ଏନେଇ ଭାଇଜାନ୍ ବୁଲେଟ୍ପ୍ରୁଫ୍ ନିସାନ ପାଟ୍ରୋଲ ଏସ୍ୟୁଭି କିଣିଛନ୍ତି।
ଭଙ୍ଗା ଆଜବେଷ୍ଟସ ତଳେ ପିଲା ପଢୁଛନ୍ତି ପାଠ। ଆଉ ଯଦି ବର୍ଷା ହେଲା ପାଠପଢା ବନ୍ଦ । ଏହା ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ। ଯାହାର ଅବସ୍ଥା ଏବେ କହିଲେ ନସରେ ।
ଯମୁନା ନଦୀରେ ବିଷାକ୍ତ ଫେଣର ଆସ୍ତରଣ । ରାଜଧାନୀ ଦିଲ୍ଲୀରେ AQI ସର୍ବନିମ୍ନ ୨୭୪ରେ ।
ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।
ସାପକୁ CPR ଦେବା ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଯିଏ ବି ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ।
ବିଧିର ବିଧାନ ଦୁଇ ଜଣ ପିଲାଙ୍କ ମୁଣ୍ଡରୁ କାଢି ନେଇଛି ମାଆର ପଣତକାନୀ। ଏହିଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଦିଗପହଣ୍ଡି ସାନଖେମୁଣ୍ଡି ବ୍ଲକ ତିତିଖଣ୍ଡି ଗ୍ରାମରେ।
ଗୁଣି ସନ୍ଦେହରେ ଦେହରେ ପାଳ ଦଉଡ଼ି ଗୁଡ଼ାଇ ନିଆଁ ଲଗାଇଲେ। ସିନାପାଲି ଥାନା ପୋର୍ଟିପଡ଼ା ଗାଁ ପ୍ରଜାକୋର୍ଟରେ ହତ୍ୟା ଉଦ୍ୟମ । ପୋଖରୀକୁ ଡେଇଁ ରାତି ସାରା ଲୁଚି ଜୀବନ ବଞ୍ଚାଇଲେ ବ୍ୟକ୍ତି
ପରିଣତ ବୟସରେ ବି କାଳିଆ ପ୍ରେମ ଭରିଦେଇଛି ଯବାନ ଫୁର୍ତ୍ତି। ଦେଖୁନାହାନ୍ତି ସେ କିପରି ବଙ୍କୁଲିବାଡ଼ି ଧରି ସେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି। ସେ ପୁଣି ପାଦରେ ଚାଲି ଚାଲି ।
ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ । ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଏଥିରେ ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର। ଆଜି ପ୍ରାୟ ୩ ଶହରୁ ଅଧିକ ନିବେଶକଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।
ବାତ୍ୟାର ରୂପ ନେବ କି ନାହିଁ ଆସନ୍ତା ସପ୍ତାହରେ ହେବ ସ୍ପଷ୍ଟ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।
୩ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍, ଖଲ୍ଲିକୋଟ ଥାନାରେ ଏତଲା । ଟାଇଲ୍ସ ଦୋକାନଟି ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ସୂଚନା ।
ଅନେକଙ୍କ ବୈବାହିକ ଜୀବନ ସଫଳ ହେଉଥିବା ବେଳେ ଅନ୍ୟମାନେ ସମୟର ପରୀକ୍ଷାରେ ବିଫଳ ହେବା ଦେଖାଯାଏ। ତେବେ ଏଠାରେ ଏମିତି କିଛି ସାଧାରଣ ତ୍ରୁଟି ରହିଛି ଯାହାକୁ ପୁରୁଷମାନେ ପ୍ରାୟତଃ ସେମାନଙ୍କ ଅଜାଣତରେ କରନ୍ତି ଏବଂ ଯାହା ସେମାନଙ୍କର ବିବାହକୁ ବର୍ବାଦ କରିଦିଏ।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର ଚନ୍ଦ୍ର- ମେଷ ଦିବା ୦୪.୧୦ ଗତେ ବୃଷ ତିଥି- ୨ୟା ଦିବା ୦୯.୪୯ ଗତେ ୩ୟା
ଶରୀରର ଧମନୀ ପ୍ଲେକ୍ ଜମା ହୋଇଯିବା କାରଣରୁ ରକ୍ତ ହୃଦୟରେ ପହଞ୍ଚେ ନାହିଁ ଏବଂ ଶରୀରରେ ଅମ୍ଳଜାନର ଅଭାବ ଦେଖାଦିଏ। ଏଭଳି ପରିସ୍ଥିତିରେ ଯଦି ତୁରନ୍ତ ଚିକିତ୍ସା ଯୋଗାଇ ଦିଆ ନଯାଏ, ତେବେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ। ଏହି ସବୁ ପରିସ୍ଥିତିକୁ ଏଡ଼ାଇବା ପାଇଁ କିଛି ଟିପ୍ସ ମାନିବାକୁ ହୋଇଥାଏ
'କୁଚକ୍ରି ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ ନୋଟିସ୍ କରାଯାଇଛି' । ଇସ୍ତଫା ପତ୍ରରେ ବିଜେଡି ଉପରେ ବର୍ଷିଲେ ବିଜୟଲକ୍ଷ୍ମୀ ।
ପରବର୍ତ୍ତୀ ସମୟରେ ନ୍ୟାସନାଲ ୱାଟର ୱେ -୫ରେ ଧାମରାରୁ ହଳଦିଆକୁ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି। ନ୍ୟାସନାଲ ୱାଟର ୱେ -୫ ପାଇଁ ୧୨ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି।