• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Pregnant Woman Shot Dead
Pregnant Woman Shot Dead: ଲୁଟ୍ କରିବା ପରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା!

୨ ଜଣ ଦୁର୍ବୃତ୍ତ ଏହି ଗୁଳିକାଣ୍ଡ କରିଥିବା ପରିବାର ଲୋକେ ଦେଖିଛନ୍ତି । ତେବେ ଏହି ଘଟଣାରେ କେତେଜଣ ସଂପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

Minor Girl Chopped by Lover
Minor Girl Chopped by Lover: ମଣିଷ ଏତେ ଜଘନ୍ୟ ବି ହେଇପାରେ! ବୟାନ୍ ନ ବଦଳାଇବାରୁ କାଟିଦେଲା

ଜଙ୍ଗଲରେ ହାତ-ଗୋଡ଼.. ବସ୍ତା ଭିତରେ ମୃତଦେହ.. ନଦୀରେ କଟା ମୁଣ୍ଡ । ଅଭିଯୁକ୍ତ ପ୍ରେମିକର ନରକୀୟ କାଣ୍ଡ!

Panchang
Panchang Today 12th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର-ମେଷ ଅହୋରାତ୍ର । ତିଥି-୧୨ ଶୀ ରାତ୍ରି ୧୦ .୨୬ ଗତେ ୧୩ଶୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର ।

Vyanjana Dwadashi 2024
Vyanjana Dwadashi: କାହିଁକି ପାଳନ ହେଉଛି ବ୍ୟଞ୍ଜନ ଦ୍ୱାଦଶୀ; କ’ଣ ରହିଛି ବୈଜ୍ଞାନିକ କାରଣ

ବ୍ୟଞ୍ଜନ ଦ୍ୱାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଦ୍ଧାଳୁମାନଙ୍କର ଏକ ପ୍ରମୁଖ ପର୍ବ। ଏହି ଦିନ ମା' ଯଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି। କୃଷ୍ଣ ଲୀଳାର ଏହି ପର୍ଯ୍ୟାୟକୁ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି।

Minor Girl Chopped
Minor Girl Chopped: ଜଙ୍ଗଲରେ ହାତ-ଗୋଡ଼, ନଦୀରେ କଟା ମୁଣ୍ଡ; ଖଣ୍ଡ ଖଣ୍ଡ କାଟି ଫିଙ୍ଗିଦେଲା ପିଶାଚ ପ୍ରେମିକ

ଜଙ୍ଗଲରେ ହାତ-ଗୋଡ଼.. ବସ୍ତା ଭିତରେ ମୃତଦେହ.. ନଦୀରେ କଟା ମୁଣ୍ଡ । ଅଭିଯୁକ୍ତ ପ୍ରେମିକର ନରକୀୟ କାଣ୍ଡ!

ଶ୍ରୀମନ୍ଦିର ପାଇଁ ନୂଆ ବାଟାଲିୟନ୍‌
Security Battalion for Srimandir: ଶ୍ରୀମନ୍ଦିର ପାଇଁ ନୂଆ ବାଟାଲିୟନ୍‌; ହେବନି ସିଧା ନିଯୁକ୍ତି, OSAPରୁ ଡେପୁଟେସନରେ ଆସିବେ ପୋଲିସ୍

ଭିଡ଼ ନିୟନ୍ତଣ ହେଉ କି ଶୃଙ୍ଖଳିତ ଦର୍ଶନ । ଆତଙ୍କବାଦୀ ଆକ୍ରମଣଠୁ ଅଗ୍ନିକାଣ୍ଡ ପରି ଅଘଟଣ । ଶ୍ରୀମନ୍ଦିରରେ ଏସବୁ ମୁକାବିଲା ପାଇଁ ନିୟୋଜିତ ହେବେ ସ୍ବତନ୍ତ୍ର ବାଟାଲିୟନ ।

ହଲମାର୍କ ଲୋଗୋ ସୁନା ନକଲି
Fake Gold in Market: ସାବଧାନ ! ହଲମାର୍କ ନାଁରେ ବଜାରରେ ବିକ୍ରି ହେଉଛି ନକଲି ସୁନା

ରାଜ୍ୟରେ ୫ଟି ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ରାଜ୍ୟସଭାରୁ ପୁଣି ପଡ଼ିବ ବିଜେଡି ୱିକେଟ୍‌ !
Rajya Sabha: ମମତା ଓ ସୁଜିତଙ୍କ ପରେ କିଏ ? ରାଜ୍ୟସଭାରୁ ପଡ଼ିପାରେ ବିଜେଡିର ଆହୁରି ୱିକେଟ୍

ମମତା ଏବଂ ସୁଜିତଙ୍କ ପରେ ଚର୍ଚ୍ଚାରେ ଶୁଭାଶିଷ ଓ ନିରଞ୍ଜନଙ୍କ ନାଁ । ଖୁବ୍ ଶୀଘ୍ର ପଡ଼ିପାରେ ବିଜେଡିର ଆଉ ଏକ ୱିକେଟ୍ । ମମତା ଓ ସୁଜିତଙ୍କ ରାସ୍ତାରେ ଯାଇପାରନ୍ତି ଦଳର ଆଉ କିଛି ସାଂସଦ ।

Bengaluru AI Engineer
Bengaluru AI Engineer: ଅତୁଲ ସୁଭାଷ ମୃତ୍ୟୁ ଘଟଣା, ଆଇନର ଦୁରୁପଯୋଗ ନେଇ ସର୍ବୋଚ୍ଚ ଅଦାଲତଙ୍କ ଉଦବେଗ

ବେଙ୍ଗଳୁରୁରେ ଅତୁଲଙ୍କ ପତ୍ନୀଙ୍କ ସମେତ ୪ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ଏଭିତରେ ମହିଳାଙ୍କ ଦ୍ୱାରା ଆଇନର ଦୁରୁପଯୋଗ ବଢ଼ିଚାଲିଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

Puri Srimandir
Puri Srimandir: ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ହେବନାହିଁ ସିଧା ନିଯୁକ୍ତି

ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ, ସିଭିଲ ପୋଲିସଙ୍କୁ ବି ଦାୟିତ୍ୱ ଦିଆଯିବ । ଏମାନଙ୍କ କାର୍ଯ୍ୟକାଳ କେତେ ରହିବ ତାହା ପୋଲିସ ଡିଜି ନିର୍ଦ୍ଧାରଣ କରିବେ ବୋଲି ଜଣାପଡ଼ିଛି । ପ୍ରଥମେ ଡେପୁଟେସନରେ ଆସିଥିବା ପୋଲିସ କର୍ମୀଙ୍କ କାର୍ଯ୍ୟ ସମୟ ୩ ବର୍ଷ ରହିବ ।

Aska-40 Price
Aska-40 Price Haven't Increased: 'ଆସ୍କା-୪୦' ପାଇଁ ଆସ୍କା MLAଙ୍କ ଦରଦ ! ୫ ବର୍ଷ ହେଲା କାହିଁକି ବଢ଼ୁନି ଦର

ଗତକାଲି ଆସିକା ଚିନିକଳର ପୁନରୁଦ୍ଧାର ପାଇଁ ଟାସ୍କଫୋର୍ସ ଗଠନ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଟାକ୍ସଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ଓ ଜଳ ସମ୍ପଦ ଅଧିକାରୀ ସଦସ୍ୟ ରହିବେ ।

ଥାନାବାବୁଙ୍କ ଅନୈତିକ ସଂପର୍କ
Kotagada Police Station: ପ୍ରେମିକା ସହ ସ୍ୱାମୀଙ୍କୁ କାବୁ କଲେ ପତ୍ନୀ...ନ୍ୟାୟ ପାଇଁ ଗୁହାରି

ପୋଲିସ ବାବୁ ଜଣକ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ସହ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ପ୍ରେମ ଜାଲରେ ରଖି ଆସୁଥିଲେ । କେବଳ ସେତିକି ନୁହେଁ ପୋଲିସ ବାବୁ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ସେ ରହୁଥିବା କୋଟଗଡ଼ ଥାନା ପରିସରରେ ଥିବା ବାରାକକୁ ଆଣି କୁଆଡ଼େ ଅନୈତିକ ସଂପର୍କ ମଧ୍ୟ ରଖୁଥଲେ ।

Man produces 500 litre adulterated milk with 1 litre chemical
Viral Video: ଏମିତି ତିଆରି ହେଉଛି ନକଲି କ୍ଷୀର; ଦେଖନ୍ତୁ ଭିଡିଓ...

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ନକଲୀ କ୍ଷୀର ତିଆରିର ଉପାୟ। ମାତ୍ର ପାଞ୍ଚ ମିଲିଲିଟର ରାସାୟନିକ ପଦାର୍ଥକୁ ବ୍ୟବହାର କରି ଦୁଇ ଲିଟର କ୍ଷୀର ତିଆରି ହୋଇପାରୁଛି। ଅବିକଳ କ୍ଷୀର ପରି ଦେଖାଯାଉଛି ଆଉ ସ୍ୱାଦ ବି ଠିକ୍ ଲାଗୁଛି।

Atul Subhash Case
Atul Subhash Case: ପତ୍ନୀ ନିର୍ଯ୍ୟାତନା ! ତାରିଖ ପରେ ତାରିଖ, ଲାଞ୍ଚ ପରେ ଲାଞ୍ଚ; ୪ ଜଣଙ୍କ ନାଁରେ ଏତଲା

ବେଙ୍ଗଳୁରୁର ବହୁ ଚର୍ଚ୍ଚିତ AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଛି ଏତଲା ।

ବିରଳ ଅସ୍ତ୍ରୋପଚାର
Rare Operation In Care Hospital: ବିରଳ ଆର୍ଟିକ୍ ସର୍ଜରୀ, ୧୦ ଘଣ୍ଟା ଧରି ଚାଲିଲା ଅସ୍ତ୍ରୋପଚାର, ବଞ୍ଚିଗଲେ ପ୍ରଜ୍ଞାସ୍ମିତା

ଓଡ଼ିଶାର ଡାକ୍ତର କରିଛନ୍ତି ବିରଳ ସର୍ଜରୀ। ଏହି ବିରଳ ଅସ୍ତ୍ରୋପଚାର ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିଲା। ଡାକ୍ତରୀ ଟିମ୍‌ର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏହା ସଂଭବ ହୋଇପାରିଛି।

Potato Scarcity
Potato Scarcity : 'ସେଠି ଆଳୁ ଗୋଟା ୨ ରୁ ୩ କେଜି, ଏଠି ଚାଷ ହେଲେ ଭଲ ହୁଅନ୍ତା'

ବୀରମହାରାଜପୁର ବିଧାୟକ କହିଛନ୍ତି, ବ୍ରାଜିଲ୍‌ ଓ ଆର୍ଜେଣ୍ଟିନାରେ ଯେଉଁ ଆଳୁ ଚାଷ ହୁଏ, ତାହା ଅତି ଉନ୍ନତମାନର । ସେଠାରେ ପ୍ରତ୍ୟେକ ଆଳୁ ପ୍ରାୟ ୨ ରୁ ୩ କେଜି ଓଜନର ହୋଇଥାଏ ।

Kartik aaryan still struggling after 13 years several blockbusters
Kartik Aaryan: ମୁଁ ଭଲଭାବେ ଜାଣେ ଯେ ବଲିଉଡ୍‌ରୁ ମୋତେ କୌଣସି ପ୍ରକାରର ସମର୍ଥନ ମିଳିବ ନାହିଁ; କାର୍ତ୍ତିକ ଆର୍ଯ୍ୟନ

ଆଜିକାଲି ଜଣେ ବଡିଉଡ୍ ବାହାର କଳାକାର କ୍ରମାଗତ ଭାବରେ ବକ୍ସ ଅଫିସରେ ସଫଳତାର ସିଡ଼ି ଚଢୁଛନ୍ତି, କିନ୍ତୁ ଏହା ସତ୍ତ୍ୱେ ସେ ଇଣ୍ଡଷ୍ଟ୍ରିରେ ଲୋକଙ୍କ ସମର୍ଥନ ପାଇ ନାହାଁନ୍ତି। ସେ କିଏ ଆସନ୍ତୁ ଜାଣିବା...

ଅନିଶ୍ଚିତତା ଭିତରେ ସିରିଆର ଭାଗ୍ୟ
Future of Syria: ଅନିଶ୍ଚିତତା ଭିତରେ ସିରିଆର ଭାଗ୍ୟ: ଅନ୍ତ ହେଲା ୧୩ ବର୍ଷର ଗୃହଯୁଦ୍ଧ, ତଥାପି ଭବିଷ୍ୟତ ଅନ୍ଧାରରେ

ଅସଦ ଶାସନର ପତନ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଅସଦଙ୍କ ଶାସନ କାଳରେ ଦୀର୍ଘ ଦିନଧରି ଦୁର୍ଦ୍ଦଶା ଭୋଗୁଥିବା ସିରିଆବାସୀଙ୍କ ପାଇଁ ଏବେ ଏକ ଉନ୍ନତ ଭବିଷ୍ୟତ ଗଠନର ଐତିହାସିକ ସୁଯୋଗ ଆସିଛି । କିନ୍ତୁ ଏହା ବିପଦପୂର୍ଣ୍ଣ ଏବଂ ଅନିଶ୍ଚିତତାର ମୁହୂର୍ତ୍ତ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି । କ୍ଷମତା ଦଖଲ କରିଥିବା ସଂଗଠନର ଅତୀତକୁ ଦେଖି ସେ ଏପରି ମନ୍ତବ୍ୟ ଦେଇଛନ୍ତି ।

ନୋଷ୍ଟ୍ରାଦମସ୍‌ଙ୍କ ଭବିଷ୍ୟବାଣୀ
Nostradamus Predictions: ୨୦୨୫ ପାଇଁ ନୋଷ୍ଟ୍ରାଦମସ୍‌ଙ୍କ ଭବିଷ୍ୟବାଣୀ...ପୃଥିବୀ ସହ ମାଡ଼ ହେବ ବିରାଟକାୟ ଆଷ୍ଟ୍ରଏଡ୍

ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଅନେକ ଆଶା ଓ ଉନ୍ମାଦନା ଭିତରେ ୨୦୨୫କୁ ନେଇ ଭୟଙ୍କର ଭବିଷ୍ୟତବାଣୀ କରିଛନ୍ତି ଭବିଷ୍ୟବକ୍ତା ନୋଷ୍ଟ୍ରାଦମସ୍‌ । ଜ୍ୟୋତିଷ ତଥା ଚିକିତ୍ସକ ମିସେଲ ଡି ନୋଷ୍ଟ୍ରାଦମସ୍‌ ଆଡଲଫ୍ ହିଟଲରର ଉଦୟ, ଜଳବାୟୁ ପରିବର୍ତ୍ତନ, କ୍ରାନ୍ତି, ଯୁଦ୍ଧ, ଆମେରିକାର ୯/୧୧ ଆକ୍ରମଣ ଏବଂ କରୋନା ମହାମାରୀ ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ, ଯାହା ସତ୍ୟ ପ୍ରମାଣିତ ହୋଇଛି ।

Drunk Youth Creates Chaos
Drunk Youth Creates Chaos: ମଦ୍ୟପର ଜଘନ୍ୟ କାଣ୍ତ; ଚାଖାଣା ବିକାଳିଙ୍କ ମୁଣ୍ଡ ଫଟାଇଲା

ମନ ଇଚ୍ଛା ପେଟେ ପିଇବା ପରେ ଆରମ୍ଭ କଲା ହଙ୍ଗାମା ।  ନିଜ ବୁଲେଟର ଚାବି ନ ପାଇବାରୁ ନିଶାରେ ମଦ ବୋତଲ ଧରି ପିଟାପିଟି କଲା । 

Online Gaming Addiction Turning Youth Into Criminals
Online Gaming: ଆଇ.ଜିଙ୍କ ବଡ଼ ବୟାନ: ଅନଲାଇନ ଗେମ୍‌ରୁ ଅପରାଧୀ ପାଲଟିଯାଉଛନ୍ତି ଯୁବପିଢ଼ି !

ଆମେ ତଦନ୍ତ କରୁଥିବା ଅଧିକାଂଶ ମାମଲାରେ ସଂପୃକ୍ତ ଯୁବପିଢ଼ି। ସେମାନଙ୍କ ଭିତରୁ ଅଧିକାଂଶ ଅନଲାଇନ୍‌ ଗେମ୍‌ ଖେଳି ଲକ୍ଷ ଲକ୍ଷ ଟଙ୍କା ହାରି ଯାଉଛନ୍ତି । ତା’ ପରେ ପାଲଟିଯାଉଛନ୍ତି ଅପରାଧୀ । ଏମିତି କହିଛନ୍ତି ଉତ୍ତରାଂଚଳ ଆଇ.ଜି ହିମାଂଶୁ ଲାଲ।

Naveen Under Fire
Naveen Under Fire: ମହିଳାଙ୍କ ପାଇଁ କାହିଁକି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ନବୀନ ?

କାହିଁକି ନବୀନଙ୍କ ଛାତି ଫାଟି ପଡ଼ୁଛି ? ରାଜରାସ୍ତାରେ ହଜାର ହଜାର ମହିଳାଙ୍କୁ କାହିଁକି ବସାଇଛନ୍ତି ? ରାଜ୍ୟରେ ୨୪ ବର୍ଷର ସରକାରୀ ଶାସନ କରିବା ପରେ ଗଣମାଧ୍ୟମ ଆଗରେ ନବୀନଙ୍କ ବିବୃତି ପରେ ବିଜେପି ରଖିଛି କଡ଼ା ଆଭିମୁଖ୍ୟ ।

One is a god of cricket and other is a failed human being
Sports: ଜଣେ କ୍ରିକେଟ୍‌ର ଭଗବାନ ଆଉ ଜଣେ ଅସଫଳ-ଅସହାୟ ମଣିଷ

ଏକାଠି କ୍ରିକେଟ୍ କ୍ୟାରିଅର୍ ଆରମ୍ଭ କଲେ ଦୁଇ ପ୍ରତିଭାଶାଳୀ ବାଲ୍ୟ ବନ୍ଧୁ - ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀ । ତେବେ ସଚିନ ପହଞ୍ଚିଲେ ତୁଙ୍ଗ ଶିଖରରେ ଅଥଚ ପଥହୁଡ଼ା ହୋଇ କାମ୍ବଲୀ ପାଲଟିଗଲେ ଜଣେ ଅସଫଳ ଓ ଅସହାୟ ମଣିଷ ।

To avoid brain strokes or heart attacks know the way to the bath
Health Tips: ଆପଣ ଗାଧୋଇବା ବେଳେ ଏହି ଭୁଲ୍ କରୁଛନ୍ତି କି… ହୋଇପାରେ ବ୍ରେନ୍‌ଷ୍ଟ୍ରୋକ୍

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗାଧୋଇବା ସମୟରେ ସିଧାସଳଖ ମୁଣ୍ଡରେ ପାଣି ଢାଳିବା ଠିକ୍ ନୁହେଁ। ଏହା ଦ୍ୱାରା ହାର୍ଟଆଟାକ୍ ଓ ବ୍ରେନ୍‌ଷ୍ଟ୍ରୋକ୍ ଆଶଙ୍କା ବଢିଥାଏ। ତେବେ ସ୍ନାନ କରିବାର ଠିକ୍ ଉପାୟ କ’ଣ ଆସନ୍ତୁ ଜାଣିବା।

Today Panchang
Panchang Today 11th December 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ବୁଧବାର । ଚନ୍ଦ୍ର- ମୀନ ଦିବା ୧୧.୪୭ ଗତେ ମେଷ। ତିଥି-୧୧ ଶୀ ରାତ୍ରି ୦୧.୦୯ ଗତେ ୧୨ଶୀ। ଘାତଚନ୍ଦ୍ର- ଧନୁ ରାଶିର, ଦିବା ୧୧.୪୭ ଗତେ ମେଷ ରାଶିର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ରାତ୍ରି ୦୧.୦୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।