କିଙ୍ଗ ଚାର୍ଲସ ମା’ କୁଇନ ଏଲିଜାବେଥ ତୃତୀୟଙ୍କ ମୃତ୍ୟୁ ପରେ ବିଶ୍ୱର ସବୁଠାରୁ ବିଶାଳ ସମ୍ପତ୍ତିର ମାଲିକ ହୋଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ସମ୍ପତ୍ତି ଥାଇ ବି ବି ସେ ଏହାର ବ୍ୟକ୍ତିଗତ ମାଲିକ ନୁହଁନ୍ତି । ଯେତେଦିନ ଯାଏ ସେ ରାଜା ରହିବେ ସେତେଦିନ ଯାଏ ଏହି ସମ୍ପତ୍ତର ମାଲିକାନା ତାଙ୍କ ହାତରେ ରହିବ । ଇନସାଇଡର ଏବଂ କେତେକ ୱେବସାଇଟ ତଥ୍ୟରୁ ଜଣାଯାଏ, ପ୍ରିନ୍ସ ଚାର୍ଲସ ସାରା ବିଶ୍ୱର ୬.୬ ଅରବ ଏକର ଜମି ଓ ସମ୍ପତ୍ତିର ମାଲିକ ।
ନିଦରୁ ଉଠାଇ ସ୍କୁଲ ଯିବାକୁ କହିଲେ ମା’। ରାଗରେ ଧକ୍କା ଦେଲା ପୁଅ। ଡାକ୍ତରଖାନା ନ ନେଇ ଏକା ଘରେ ଛାଡ଼ି ପଳାଇଲା। ଆଉ ଫେରିବା ବେଳକୁ ମା’ଙ୍କ ମୃତ୍ୟୁ ହୋଇସାରିଥିଲା।
ଡିସେମ୍ବର ୪ରେ, ରାତି ପ୍ରାୟ ୯ଟା ୩୦ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦଙ୍କ ସହ ଥିଏଟରର ପ୍ରିମିୟର୍ ସୋ ପାଇଁ ପହଞ୍ଚିଥିଲେ ।
ମହିଳା ଜଣକ କବାଟ ଖୋଲିବାରୁ ତାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୂତ୍ର ଛିଡ଼ାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଏତିକି ବେଳେ ମହିଳା ଜଣକ ପାଟି କରିବାରୁ ତାଙ୍କୁ ଗୁଳି କରି ଦୁର୍ବୃତ୍ତ ଫେରାର ହୋଇଥିବା ଅଭିଯୋଗ ରହିଛି ।
ବାଲିର ଉବୁଦ ସ୍ଥିତ ମଙ୍କି ଫରେଷ୍ଟରେ ଘଟିଛି ଏହି ଘଟଣା। ଏଠାରେ ଥିବା ଏକ ବିରାଟକାୟ ବୃକ୍ଷ ଉପୁଡ଼ି ପଡ଼ିବାରୁ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ପର୍ଯ୍ୟଟକମାନେ ସେଦିନ ମଙ୍କି ଫରେଷ୍ଟରେ ବୁଲାବୁଲି କରୁଥିବା ବେଳେ ଗଛଟି ଉପୁଡ଼ିପଡିଥିଲା।
ବଡ଼ମ୍ୱାର ପ୍ରସିଦ୍ଧ ବାବା କପିଳେଶ୍ୱରଙ୍କ ମନ୍ଦିର। ଏହି ମନ୍ଦିର ପଛରେ ରହିଛି ଏକ ରୋଚକ କାହାଣୀ। ବାବାଙ୍କ ଲିଙ୍ଗ ସ୍ଥାପନ ପାଇଁ ହୋଇଥିଲା ଯୁଦ୍ଧ। ଆଉ ଶେଷରେ ବାବାଙ୍କ ମନ୍ଦିର ଏଠାରେ ହିଁ ତିଆରି ହୋଇଥିଲା। ତେବେ କଣ ଏହି କାହାଣୀ ଆସନ୍ତୁ ଜାଣିବା।
ଓଡିଶାରେ କୋଇଲା ଆବଣ୍ଟନରେ ଦୁର୍ନୀତି ହୋଇଥିବାର ଆସିଥିଲା ଅଭିଯୋଗ । ମାମଲା ରୁଜୁ ହୋଇଥିଲା । ଦିଲ୍ଲୀର ଏକ କୋର୍ଟ ଶୁଣାଇଲେ ରାୟ ।
ସ୍ୱଳ୍ପ ସମୟ ପାଇଁ ବିଧାନସଭା ଚାଲିଥିଲେ ମଧ୍ୟ ଏହା ବେଶ୍ ଘଟଣା ବହୁତ ଥିଲା । ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ବିରୋଧୀ ବିଜେଡି ଓ ଜାତୀୟ କଂଗ୍ରେସ । କନ୍ଧମାଳର ଆମ୍ବ ଡାକୁଆ ଜନିତ ମୃତ୍ୟୁ, ପୂର୍ବତଟ ରେଳପଥରୁ ୱାଲ୍ଟିୟର ରେଳମଣ୍ଡଳ ବିଭାଜନ, ମିଶନ ଶକ୍ତି ବିଭାଗର ସେବିକାମାନଙ୍କର ଦରମା, ଆଳୁ ସଙ୍କଟ, ଦରଦାମ ବୃଦ୍ଧି, ଧାନମଣ୍ଡିରେ ଅବ୍ୟବସ୍ଥା, ୨୫ରୁ ୩୫ ଲକ୍ଷ ଟଙ୍କାରେ ଆସିଷ୍ଟାଣ୍ଟ ସେକ୍ସସନ ଅଫିସର ଚାକିରି ବିକ୍ରି ପ୍ରସଙ୍ଗରେ ସରକାରଙ୍କୁ କାଠଗଢାରେ ଛିଡା କରିବା ପାଇଁ ପ୍ରୟାସ କରିଥିଲେ ବିରୋଧୀ ଦଳ ।
ସବୁ ସଦସ୍ୟ ମତ ରଖି ସାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିତର୍କରେ ଭାଗ ନେବେ । ସେହିପରି ୧୬ ଓ ୧୭ତାରିଖରେ ରାଜ୍ୟସଭାରେ ଅନୁଷ୍ଠିତ ହେବ ବିତର୍କ ।
ଆଜିକାଲି, ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରୁଛି, ଯେଉଁଥିରେ ଏକ କୋବ୍ରା ସହ ଜଣେ ଆଣ୍ଟି ମୁହାଁମୁହିଁ ହେଉଥିବା ଦେଖାଯାଉଛି। ଏହାକୁ ଦେଖି କିଛି ଲୋକ ସତର୍କ ରହିବାକୁ କହୁଥିବା ବେଳେ ଆଉ କିଛି ଲୋକ ଏହାର ମଜା ନେଉଛନ୍ତି।
ତପସ୍ୟା କରି ଶିବଙ୍କୁ ସନ୍ତୁଷ୍ଟ କଲାପରେ ବି କାହିଁକି ଆତ୍ମହତ୍ୟା କଲେ ରାଜକୁମାରୀ? ନିଜର ଦୁଇ ବିଧବା ବୋହୂଙ୍କ ପାଖରୁ ବଂଶରକ୍ଷା ପାଇଁ ପୁତ୍ରଲାଭ କରିବାର କେଉଁ ବାଟ ବାଛିଲେ ଶାଶୁ ? ଓ ଆହୁରି ଅନେକ ରୋଚକ ଘଟଣା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଅଧିକାଂଶ ସହରରେ ପାରଦ ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିବା ସମ୍ଭାବନା ରହିଛି । ଏଥିସହ ଆସନ୍ତା ୨ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିବ କୁହୁଡ଼ିର ପ୍ରଭାବ ।
ଗତକାଲି ରାତି ପ୍ରାୟ ୮ଟାରୁ ୯ଟା ଭିତରେ ତ୍ରିଚି ରୋଡରେ ଥିବା ସିଟି ହସ୍ପିଟାଲରେ ହଠାତ୍ ନିଆଁ ଲାଗିଥିଲା । ତଳ ମହଲା ରିସେପ୍ସନ ଏରିଆରେ ସର୍ଟ ସର୍କିଟରୁ ନିଆଁ ଉପର ମହଲାକୁ ବ୍ୟାପିଥିଲା ।
ଆନ୍ତଃ ରାଜ୍ୟ ଧାନ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଯୋଗାଣ ବିଭାଗକୁ ଖବର ଦେଇଥିଲେ । ଯୋଗାଣ ବିଭାଗ ଅଧିକାରୀ, ଧନକଉଡ଼ା ବ୍ଲକ ଯୋଗାଣ ନିରୀକ୍ଷକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।
ଆଜି ଉତ୍ତରପ୍ରଦେଶ ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାମର ସମୀକ୍ଷା କରିବେ ।
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର-ମେଷ ଦିବା ୦୧.୧୯ ଗତେ ବୃଷ । ତିଥି-୧୩ଶୀ ରାତ୍ରି ୦୭.୪୦ ଗତେ ୧୪ଶୀ।
ଅନେକ ସମୟରେ ଭାବପ୍ରବଣ ହୋଇ କିମ୍ବା ମଜାରେ, ଆମେ ଆମ ପିଲାମାନଙ୍କର ନାଁ ଏପରି କରିଥାଉ ଯେ ପିଲାଟି ସାରା ଜୀବନ ଲଜ୍ଜାର ସମ୍ମୁଖୀନ ହେବାକୁ ପଡେ। ଏହି କାରଣରୁ ଏଠାରେ ଆମେ ଆପଣଙ୍କୁ କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣଙ୍କ ପିଲାଙ୍କ ନାଁ ଦେବାବେଳେ ଆପଣଙ୍କୁ ଧ୍ୟାନରେ ରଖିବାକୁ ପଡିବ।
ଯେଉଁମାନେ ଚାଲିବା, ଜଗିଂ କରିବା କିମ୍ବା ଦୌଡ଼ିବା ଅଭ୍ୟାସରେ ଅଛନ୍ତି ସେମାନେ ପ୍ରାୟ ଶୀତଦିନେ ବାହାରକୁ ଯିବାକୁ ଚାହାଁନ୍ତି ନାହିଁ। ତଥାପି, ଏକ ସୁସ୍ଥ ଜୀବନଶୈଳୀ ପାଇଁ ଶରୀରକୁ ସକ୍ରିୟ ରଖିବା ଜରୁରୀ। ତେଣୁ ଘରେ ରହି କରନ୍ତୁ ଏହିସବୁ ଯୋଗ।
ବାସଗୃହ କ୍ରେତାଙ୍କୁ କ୍ଷତିପୂରଣ ଦେବାରେ ଅହେତୁକ ବିଳମ୍ବ । ରିୟଲ ଇଷ୍ଟେଟ୍ ସଂସ୍ଥା ବିପୁଲ ଏମଡିଙ୍କ ଉପରେ ଆକ୍ସନ ।
ଠିକ୍ ୬ ମାସ ତଳେ, ଜୁନ୍ 12 ତାରିଖରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ଏକାକୀ ଗଢିଥିଲା ସରକାର। ଆଉ ଏଇ ୬ ମାସରେ ଅନେକ ପ୍ରତିଶ୍ରୁତି ପୂରଣ କରିଛି ମୋହନ ସରକାର। ଆଉ କିଛି ଏବେ ବି ପ୍ରତିଶ୍ରୁତି ହୋଇ ରହିଛି।
ବ୍ୟାଡମିଣ୍ଟନ କର୍କ ଆକୃତିର ବିରାଟ ଷ୍ଟାଡିୟମ୍। ବିଶ୍ବସ୍ତରୀୟ ଟ୍ରେନିଂ ଏକାଡେମୀ 'ଦ ସଟଲ'। ରାତିରେ ଉଡନ୍ତା କର୍କ ଭଳି ଲାଗୁଥିବା ହାଇ ପରଫରମାନ୍ସ ସେଣ୍ଟରରେ ଏବେ ଲାଗିବ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ଗହଳି।
ଆନନ୍ଦ ବଜାରରେ ଅମୂଲ ମୂଲ ହେଲାଣି ଅବଢ଼ା ଦର। ସ୍ଥିତି ଏମିତି ଯେ ଜଗାଦର୍ଶନ ପରେ ଶାନ୍ତିରେ ଟିକେ ପ୍ରସାଦ ସେବନ ପାଇଁ ବି ସାଧାରଣ ଭକ୍ତଟିକୁ ଭାବିବାକୁ ପଡୁଛି।
ଗର୍ଭରେ ଖେଳୁଥିଲା ୭ ମାସର ରକ୍ତ ମାଂସର ପିଣ୍ଡୁଳାଟିଏ। ୨ ମାସ ପରେ ପାଦ ଥାପିଥାନ୍ତା ନବଜାତ। କିନ୍ତୁ, ଦୁର୍ଭାଗ୍ୟର ରେଖା ଟାଣିଦେଲା ଦଇବ। ଯେଉଁ ମା’ର ଗର୍ଭକୁ ଘର ଭାବି ବଢୁଥିଲା ସନ୍ତକଟିଏ, ସେହି ଗର୍ଭରେ ହିଁ ରକ୍ତରଂଜିତ ହୋଇ ପ୍ରାଣ ହରାଇଲା।
ବଶର ଅଲ-ଅସଦ ଦେଶ ଛାଡ଼ି ପଳାୟନ କରିବା ଖବର ମିଳିବା ପରେ ଲୋକମାନେ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି। ତାଙ୍କ ଜୁଲୁମ ସହୁଥିବା ଲୋକଙ୍କୁ ମିଳିଛି ଆଶ୍ୱସ୍ତି।
ଠକେଇର ଶିକାର ହେଲେ ଡାକ୍ତର ଶ୍ରୀମାଧବ ସେଠୀ । ଡାକ୍ତରଙ୍କୁ ୭୫ ହଜାର ଟଙ୍କାର ଚୂନ ଲଗାଇଲେ ସାଇବର ଫ୍ରଡ।