• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Cyber Fraud In Odisha
Cyber Fraud In Odisha: ସାଇବର ଫ୍ରଡ୍‌ର ଶିକାର ହେଲେ ଡାକ୍ତର; ଚୂନ ଲଗାଇଲେ ୭୫ ହଜାର ଟଙ୍କା

ଠକେଇର ଶିକାର ହେଲେ ଡାକ୍ତର ଶ୍ରୀମାଧବ ସେଠୀ । ଡାକ୍ତରଙ୍କୁ ୭୫ ହଜାର ଟଙ୍କାର ଚୂନ ଲଗାଇଲେ ସାଇବର ଫ୍ରଡ। 

Roman Saini Success Story
Roman Saini Success Story: ୧୬ ବର୍ଷରେ ଡାକ୍ତର..୨୨ ବର୍ଷରେ IAS..ଏବେ Unacademyର ମାଲିକ

ଏମିତି ଜଣେ ବ୍ୟକ୍ତି ଯିଏ ୧୬ ବର୍ଷରେ ପାଶ୍ କଲେ ଡାକ୍ତରୀ, ୨୨ ବର୍ଷରେ ହେଲେ IAS। ହେଲେ ଚାକିରି ଛାଡ଼ି ଠିଆକଲେ ୨୬ ହଜାର କୋଟିର କମ୍ପାନୀ।

kill relative
Crime News: ଝିଅକୁ ନ୍ୟାୟ ଦେବାକୁ ବାପା ସାଜିଲେ ହତ୍ୟାକାରୀ; କୁଏତରୁ ଆସି ଫିଲ୍ମ ଷ୍ଟାଇଲ୍‌ରେ କଲେ ହତ୍ୟା

ଏମିତି ଜଣେ ବାପା ଯିଏ ନିଜ ଝିଅକୁ ସୁରକ୍ଷା ଦେବାକୁ ଯାଇ ପାଲଟିଗଲେ କିଲର୍। ଝିଅକୁ ଦୁର୍ବ୍ୟବହାର ଓ ନିର୍ଯାତନା ଦେଇଥିବା ଲୋକକୁ ଜୀବନରୁ ମାରିଦେବାକୁ କୁଏତରୁ ଆସି ପହଞ୍ଚିଗଲେ ଆନ୍ଧ୍ରପ୍ରଦେଶରେ।

 Employees Provident Fund Organisation
PF Withdrawals Via ATM: EPFO ଗ୍ରାହକଙ୍କ ପାଇଁ ଖୁସି ଖବର; ATMରୁ ଉଠାଇପାରିବେ PF ଟଙ୍କା , ଜାଣନ୍ତୁ କେମିତି...

ଇପିଏଫଓ ହିତାଧିକାରୀଙ୍କ ପାଇଁ ଆସିଲା ବଡ ଖବର । ଏଣିକି ସହଜରେ ଉଠାଇ ପାରିବେ ଟଙ୍କା। ସରଳ ହେବ ବ୍ୟବସ୍ଥା। ଏଥି ପାଇଁ ଶ୍ରମ ମନ୍ତ୍ରଣାଳୟ କରୁଛି ବଡ଼ ଯୋଜନା। 

ପୁରୀ ମାତାମଠରେ ବ୍ୟଞ୍ଜନ ଦ୍ୱାଦଶୀ
Byanjan Dwadasi in Puri: ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନରେ ବ୍ୟଞ୍ଜନ ଦ୍ୱାଦଶୀ...ଏହି ପ୍ରସାଦ ସେବନ କଲେ...

କଥା ରହିଛି ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମା ଯଶୋଦା ।ନଖାଇ ନପିଇ ପୁଅର ଏମିତି ହୋଇଥିବା ଅନୁମାନ କରିଥିଲେ ମା ।ଖାସ ସେଇଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଭୁଞ୍ଜାଇ ଦେଇଥିଲେ ଯଶୋମତି ।ଏବଂ ସେହି ବାତ୍ସଲ୍ୟ ମମତାର ସ୍ମୃତି ହେଉଛି ଏହି ବ୍ୟଞ୍ଜନ ଦ୍ଵାଦଶୀ।ଯଦିଓ ଅନ୍ୟ ଏକ କଥା ରହିଛି ଯେ ଗୋଚରଣ ବେଳେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିଥିଲା ଯାହାକୁ ଦିବ୍ୟ ଚକ୍ଷୁ ରେ ଦେଖି ପାରିଥିଲେ ରାଧାରାଣୀ ।

Viral Video
Viral Video: ମରିଗଲା ମାନବିକତା; ଦୁର୍ଘଟଣା ପରେ ଉଦ୍ଧାର ନକରି କାଢ଼ି ନେଲେ ଗହଣା

ଉଦ୍ଧାର କରିବେ କଣ, ଦୁର୍ଘଟଣାରେ ମୃତ ମହିଳାଙ୍କ ହାତରୁ କାଢିନେଲେ କଙ୍କଣ। ତା’ପରେ ଛାଡ଼ି ପଳାଇଲେ। ସୋସିଆଲ୍ ମିଡିଆରେ ଏବେ ଏହି ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି।

One Nation, One Election
One Nation, One Election: ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ!

କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଖୁବ୍ ଶୀଘ୍ର ସଂସଦରେ ଉପସ୍ଥାପିତ ହେବ ଏହି ବହୁ ପ୍ରତିକ୍ଷିତ ଓ ଚର୍ଚ୍ଚିତ ବିଲ୍। 

UPSC CDS Exam (I) 2025 Notification
UPSC CDS Exam (I) 2025 Notification: UPSCରେ ୪୫୭ଟି ପଦବୀ ପୂରଣ ହେବ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

UPSC ଏହାର ଅଫିସିଆଲ୍ ୱେବ’ସାଇଟରେ UPSC CDS (I) ପରୀକ୍ଷା ୨୦୨୫ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍‌ଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୪।

Parenting Tips
Parenting Tips: ଏମିତି ବଢ଼ାନ୍ତୁ ପିଲାଙ୍କ ଆତ୍ମବିଶ୍ୱାସ; ଜୀବନରେ ପାଇବେ ବଡ଼ ସଫଳତା...

Self Doubt In Children:ଆପଣଙ୍କ ପିଲାର ଆତ୍ମବିଶ୍ୱାସ ବଢାଇବାକୁ ଚାହୁଁଛନ୍ତି କି ? ଆତ୍ମବିଶ୍ୱାସର ଅଭାବ ଯେକୌଣସି ବ୍ୟକ୍ତିଙ୍କୁ ଆଗକୁ ବଢିବାରେ ବାଧା ଆଣିପାରେ। ଏହା ଅଧିକାଂଶ ପିଲାଙ୍କ ମଧ୍ୟରେ ପରିଲକ୍ଷିତ ହୁଏ। ତେବେ ଆସନ୍ତୁ ଜାଣିବା କିପରି ପିଲାଙ୍କ ମଧ୍ୟରେ ବଢାଇବେ ଆତ୍ମବିଶ୍ୱାସ…

BJP MLA Jayanarayan Mishra BIG Statement
BJP MLA BIG Statement: ‘ବିଜେପି ଯେଉଁଦିନ ହୁଇସିଲ ମାରିବ ସେଦିନ ବିଜେଡି ଗୁଣ୍ଡ ହୋଇଯିବ’

ପୁଣି ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ତାତ୍ସଲ୍ୟ । କହିଲେ-ବିଜେପି ଯୋଉଦିନ ହୁଇସିଲ ଫୁଙ୍କିବ ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯୋଉଦିନ ଚାହିଁବ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବ । 

ଟ୍ରମ୍ପଙ୍କ ଘୋଷଣା ପରେ ଚିନ୍ତାରେ ଭାରତୀୟ
Birthright Citizenship in America: ଲକ୍ଷ ଲକ୍ଷ ଭାରତୀୟଙ୍କୁ ଶକ୍ତ ଝଟକା, ୧୫୦ ବର୍ଷ ପୁରୁଣା ନିୟମର ପରିବର୍ତ୍ତନ କରିବେ ଟ୍ରମ୍ପ

ବିଶ୍ୱର ବିଭିନ୍ନ ଦେଶରେ ନାଗରିକତା ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି । ଉଦାହରଣ ସ୍ୱରୂପ, ଭାରତୀୟ ନାଗରିକଙ୍କ ପିଲାମାନଙ୍କୁ ଭାରତୀୟ ନାଗରିକ ବିବେଚନା କରାଯାଏ । ସେହିଭଳି ଆମେରିକୀୟ ନିୟମ ଅନୁସାରେ ଆମେରିକୀୟ ମାଟିରେ ଜନ୍ମ ହୋଇଥିବା ଯେକୌଣସି ବ୍ୟକ୍ତି ଆମେରିକାର ନାଗରିକ ଭାବରେ ବିବେଚିତ ହେବେ ।

Atul Subhash Suicide Case
Atul Subhash Suicide Case: ନିକିତାଙ୍କୁ ଚାକିରିରୁ ବିଦା ପାଇଁ ଉଠିଲା ଦାବି; ଟୁଇଟର ହ୍ୟାଣ୍ଡେଲ ଲକ୍ କଲା ଆସେଞ୍ଚର

ପତ୍ନୀଙ୍କ ଗୋଟିଏ ପରେ ଗୋଟିଏ ଗମ୍ଭୀର ଆରୋପ ଏବଂ କୋର୍ଟଙ୍କ ତାରିଖ ପରେ ତାରିଖ, ମାନସିକ ଚାପ ଶେଷ ସୀମା ଡେଇଁବା ପରେ ଜୀବନ ହାରିବା ଛଡା ଅତୁଲଙ୍କ ପାଖରେ ବୋଧହୁଏ ଆଉ କିଛି ବାଟ ନଥିଲା ।

Man who went to watch pushpa 2 have fight over food bill canteen owner bite his ear
Pushpa 2: 'ପୁଷ୍ପା ୨' ଦେଖିବାକୁ ଯାଇଥିଲେ ଯୁବକ; ହଲ୍‌ର କ୍ୟାଣ୍ଟିନ ମାଲିକ ତାଙ୍କ କାନ କାମୁଡ଼ିଦେଲେ

ଏକ ସିନେମା ହଲ୍‌ରେ 'ପୁଷ୍ପା ୨' ଦେଖିବାକୁ ଯାଇଥିବା ଜଣେ ଯୁବକଙ୍କ ସିନେମା ହଲ୍‌ର କ୍ୟାଣ୍ଟିନ ମାଲିକଙ୍କ ସହ ଝଗଡା ହୋଇଥିଲା। କ୍ୟାଣ୍ଟିନ୍‌ ମାଲିକ ତାଙ୍କ ଅନ୍ୟ ଦୁଇ ସହଯୋଗୀଙ୍କ ସହ ଯୁବକଙ୍କୁ ମାଡ ମାରିଥିଲେ।

Ram Setu
Floating 'Ramsetu' Stone: ଭଦ୍ରକରେ ଭାସୁଛି ରାମସେତୁ ପଥର ! ଚାଲିଛି ପୂଜାର୍ଚ୍ଚନା..

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତ ମାଲନାପୁର ନିକଟ ବୈତରଣୀ ନଦୀ ଗର୍ଭରୁ ଉଦ୍ଧାର ହୋଇଛି ଏ ପ୍ରକାର ଆଶ୍ଚର୍ଯ୍ୟକର ପଥର ।

Sonakshi sinha breaks silence on pregnancy rumors
Sonakshi Sinha: ନିଜର ଗର୍ଭବତୀ ଖବରକୁ ନେଇ ନୀରବତା ଭାଙ୍ଗିଲେ ସୋନାକ୍ଷୀ ସିହ୍ନା; ହସି ହସି ଦେଲେ ଉତ୍ତର

ବିବାହ ପରେ ସୋନାକ୍ଷୀ ସିହ୍ନାଙ୍କ ପ୍ରେଗ୍‌ନେନ୍ସୀକୁ ନେଇ କଳ୍ପନାଜଳ୍ପନା ଚାଲିଛି। ତାଙ୍କର ସାମ୍ପ୍ରତିକ ଫଟୋ ଦେଖି ଲୋକେ ପ୍ରାୟତଃ ଅଭିନେତ୍ରୀଙ୍କୁ ପଚାରନ୍ତି ଯେ ସେ ଭଲ ଖବର ଦେବାକୁ ଯାଉଛନ୍ତି କି? ସୋନାକ୍ଷୀ ଏଭଳି ଗୁଜବ ଉପରେ ତାଙ୍କର ନୀରବତା ଭାଙ୍ଗିଛନ୍ତି।

Easy Access to Puri Srimandir
Easy Access to Puri Srimandir: ଶ୍ରୀମନ୍ଦିରରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ ବ୍ୟବସ୍ଥା, ସୁବିଧା ହେବ ଦର୍ଶନ

ଶ୍ରୀମନ୍ଦିରରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ହେବ ୬ ଲାଇନ ବିଶିଷ୍ଟ ରାମ୍ପ ବ୍ୟବସ୍ଥା । ଏହାଦ୍ୱାରା ଏହି ବର୍ଗର ଭକ୍ତ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ମୁହଁ ଫୁଟାଣି ମାରୁଛି ବାଂଲାଦେଶ
Absurd Claim of Bangladesh: ସାମରିକ ଶକ୍ତି ନାହିଁ: ଓଡ଼ିଶା, ବଙ୍ଗ, ବିହାର ନେବା ପାଇଁ ଆଖି ଦେଖାଉଛି ବଂଲାଦେଶ

ଦିନେ ପାକିସ୍ତାନ ଅତ୍ୟାଚାରରୁ ବାଂଲାଦେଶକୁ ସ୍ୱାଧୀନ କରାଇଥିଲା ଭାରତ । ହେଲେ ସେଇ ବାଂଲାଦେଶ ମୁହଁରେ ଆଜି ଭାରତ ବିରୋଧୀ ସ୍ୱର ! ତେବେ ବିଏନପି ନେତା ଏମିତି କହିବା ପୂର୍ବରୁ ନିଜ ସ୍ଥିତିକୁ ବି ଥରେ ଦେଖି ନେବା କଥା । ଭାରତର ଶକ୍ତି ପାଖରେ ବାଂଲାଦେଶର ସାମରିକ ସ୍ଥିତି କ’ଣ ଆସନ୍ତୁ ଦେଖିବା ।

60,000 Women Hit Road
60,000 Women Hit Road: ଗର୍ଜୁଛନ୍ତି ୬୦ ହଜାର ମହିଳା, ଦୁଃଖ ବୁଝିବେ ମୋହନ ସରକାର !

ବିଜେପି ସରକାରରେ ୫ ମାସ ଓ ବିଜେଡି ସରକାରରେ ସେମାନଙ୍କୁ ମିଳିନି ୩ ମାସର ପ୍ରାପ୍ୟ । ତେଣୁ ପୂର୍ବ ସରକାରର ଚୁକ୍ତିନାମା ଓ ମହିଳାମାନଙ୍କୁ ଦରମା ନଦେବାକୁ ନେଇ ଏବେ ବିଜେପି ସରକାର ପୂର୍ବ ସରକାରଙ୍କୁ ଟାର୍ଗେଟ୍‌ କରୁଥିବାବେଳେ, ବିରୋଧୀ ବିଜେଡି ମଧ୍ୟ ମହିଳାଙ୍କୁ ଶୀଘ୍ର ଦରମା ଦେବାକୁ ଦାବି କରୁଛି ।

Weather Update
Weather Update: ଡିସେମ୍ବର ଅଧା ହେଲାଣି, ରାଜ୍ୟରେ ଧିରେ ଧିରେ ବଢ଼ୁଛି ଶୀତ

ଯଦିଓ ବିଳମ୍ବ ହେଲାଣି ତଥାପି ଧୀରେଧୀରେ ବଢୁଛି ଶୀତ । ରାଜ୍ୟରେ ଶୁଖିଲା ପାଗ ସହ ତାପମାତ୍ରା କମିଛି ।

ନୂଆ ସରକାର ଓ ସହର ସୌନ୍ଦର୍ଯ୍ୟକରଣ
City Beautification of New Govt: ସହର ସୌନ୍ଦର୍ଯ୍ୟକରଣରେ ନୂଆ ସରକାରଙ୍କ ଆଦିବାସୀ ପ୍ରୀତି

କେବେ ବିଶ୍ୱବ୍ୟାଧି ମହାମାରୀ କରୋନାର କଥା ତ ଆଉ କେବେ ହକି ବିଶ୍ୱକପ୍ କଥା l ଆଉ କେବେ ଓଡିଶା ସଂସ୍କୃତି, ପରମ୍ପରା ଓ ବରପୁତ୍ରମାନଙ୍କ କଥା କହୁଥିବା ଭୁବନେଶ୍ୱରର କାନ୍ଥବାଡ଼ ଏବେ ଆଦିବାସୀ ପରମ୍ପରାର କଥା କହୁଛି ।

Social Media Down
Social media platform down: କାମ କଲାନି ହ୍ୱାଟ୍‌ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍; ୟୁଜର୍ସ ହଇରାଣ

ମଝି ରାତିରେ ସୋସିଆଲ୍ ମିଡିଆ ଡାଉନ୍ । ହ୍ୱାଟ୍‌ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଗତକାଲି ରାତି ୧୧ଟା ପରଠୁ କିଛି ଘଣ୍ଟା ପାଇଁ କାମ କରିନଥିଲା ।

Do these strength and effective workouts at home for leg toning
Health Tips: ଆପଣଙ୍କ ଜଙ୍ଘ ବେଶି ମୋଟା ହୋଇଯାଉଛି କି… କରନ୍ତୁ ଏହି ୩ ବ୍ୟାୟାମ, ହେଇଯିବ ଟୋନ୍ଡ

ମହିଳାମାନଙ୍କ ମଧ୍ୟରେ ମୋଟା ଜଙ୍ଘର ସମସ୍ୟା ଏକ ସାଧାରଣ କଥା। ଏହି କାରଣରୁ, କେବଳ ଉଠିବା ଏବଂ ବସିବାରେ ଅସୁବିଧା ହୁଏ ନାହିଁ, ଫ୍ୟାଶନେବଲ୍ ପୋଷାକ ପିନ୍ଧିବାରେ ମଧ୍ୟ ଦ୍ୱିଧା ଅନୁଭବ ହୁଏ।

Pregnant Woman Shot Dead
Pregnant Woman Shot Dead: ଲୁଟ୍ କରିବା ପରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା!

୨ ଜଣ ଦୁର୍ବୃତ୍ତ ଏହି ଗୁଳିକାଣ୍ଡ କରିଥିବା ପରିବାର ଲୋକେ ଦେଖିଛନ୍ତି । ତେବେ ଏହି ଘଟଣାରେ କେତେଜଣ ସଂପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

Minor Girl Chopped by Lover
Minor Girl Chopped by Lover: ମଣିଷ ଏତେ ଜଘନ୍ୟ ବି ହେଇପାରେ! ବୟାନ୍ ନ ବଦଳାଇବାରୁ କାଟିଦେଲା

ଜଙ୍ଗଲରେ ହାତ-ଗୋଡ଼.. ବସ୍ତା ଭିତରେ ମୃତଦେହ.. ନଦୀରେ କଟା ମୁଣ୍ଡ । ଅଭିଯୁକ୍ତ ପ୍ରେମିକର ନରକୀୟ କାଣ୍ଡ!

Panchang
Panchang Today 12th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର-ମେଷ ଅହୋରାତ୍ର । ତିଥି-୧୨ ଶୀ ରାତ୍ରି ୧୦ .୨୬ ଗତେ ୧୩ଶୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର ।