କୁନିଝିଅକୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଗଲା ମାଆ.. ସରକାରଙ୍କ ଶରଣ ପଶିଲେ ସ୍ୱାମୀ
ବିଭିନ୍ନ ପରିସ୍ଥିତିରେ ଆମେ ବିଭିନ୍ନ କାରଣରୁ ବନ୍ଦ ଆଖିରେ ବିଭିନ୍ନ ରଙ୍ଗ ଦେଖିଥାଉ। ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ଦିନରେ ପୂରା ଉଜ୍ଜ୍ୱଳ ଆଲୋକରେ ଆଖି ବନ୍ଦ କରୁ କିଛି ଆଲୋକ ଆମ ଆଖିପତା ଦେଇ ଯାଇଥାଏ ତେବେ ଆମକୁ ଲାଲ ରଙ୍ଗ ଦେଖାଯାଏ। ହେଲେ ଏମିତି କାହିଁକି ହୁଏ ଆସନ୍ତୁ ଜାଣିବା।
IAS ବା IPS ପାଇବା ପାଇଁ ଅତି କମରେ ୪-୫ ବର୍ଷ ପ୍ରସ୍ତୁତ ହେବାକୁ ପଡେ ବୋଲି ଅନେକ କୁହନ୍ତି। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଏହି କଥାକୁ ମିଥ୍ୟା ପ୍ରମାଣିତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅକ୍ଷିତା ଗୁପ୍ତା ଜଣେ। ସେ ୧୪ ଘଣ୍ଟା ଅଫିସ୍ରେ କାମ କରି ବି ଥରକରେ ପାଇଗଲେ IAS।
ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଗୋଶାଳା ପରିଦର୍ଶନକୁ ନେଇ ରାଜନୀତି ବି ତେଜିଛି।
ଜନ୍ମରୁ ଜେସିକାର ଗୋ଼ଡ଼ ଦୁଇଟି ଅଚଳ। ଗୁରୁଣ୍ଡି ଗୁରୁଣ୍ଡି ତା ପାଇଁ ଘରର ଏରୁଣ୍ଡି ଡେଇଁବା କଷ୍ଟ।
ସାରା ଓଡ଼ିଶାରେ ସ୍ଥାଣୁତା ଥିବା ଅଭିଯୋଗ ଆଣି ଏହି ପ୍ରସଙ୍ଗକୁ ଗାଁ ଗାଁକୁ ନେବାକୁ କାର୍ଯ୍ୟକାରିଣୀରେ ସ୍ଥିର ହୋଇଛି।
ଦୁବାଇ ଚାମ୍ପିଅନ୍ସିପ୍ ହେବ ସୁପରଷ୍ଟାର୍ ସାନିଆ ମିର୍ଜାଙ୍କ ଦୀର୍ଘ ପେସାଦାର କ୍ୟାରିଅରର ଶେଷ ପ୍ରତିଯୋଗିତା। ଏହା ସହିତ ଭାରତୀୟ ଟେନିସ୍ରେ ସାନିଆଙ୍କ ଯୁଗର ଅନ୍ତ ଘଟିବ।
୪୦୦ରୁ ଉର୍ଦ୍ଧ୍ୱ ନୂଆ ପୁରୁଣା ଫଟୋଚିତ୍ରକୁ ନେଇ ମନୋରମ ଫଟୋ ପ୍ରଦର୍ଶନୀ।
ଭୁବନେଶ୍ୱରରେ ମାସକରେ ସାମ୍ନାକୁ ଆସିଲା ୫ଟି ମାମଲା
ପରିଶ୍ରମ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି ମହିଳା
ଅରିଗାଁ ପିଇଜି ଗୋଦାମରେ ଗରିବଙ୍କ ପାଇଁ ଗଚ୍ଛିତ ହଜାର ହଜାର କୁଇଣ୍ଟାଲ ଚାଉଳ ହେରଫେର୍ ଘଟଣାରେ ଗୋଦାମ ମାଲିକ ପ୍ରତାପ ଭାରତୀଙ୍କ ସହ ଯୋଗାଣ ବିଭାଗର ହାତ ଥିବା ଅଭିଯୋଗ ହେଉଛି
ମଦ୍ୟପାନ କରି ବାଡେଇବା କଥାକୁ ହ୍ୟୁମାନ ସାଗରଙ୍କ ଖଣ୍ଡନ
ଭାରତୀୟ ନୌସେନାରେ ନିଯୁକ୍ତି ନେଇ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ, SSB ସାକ୍ଷାତକାରରୁ ପ୍ରାର୍ଥୀ ଚୟନ କରାଯିବ। ମହିଳାମାନେ ବି କରିପାରିବେ ଆବେଦନ।
ହର୍ନାଜ୍ ସାନ୍ଧୁ ୨୦୨୧ ମସିହାରେ ହୋଇଥିଲେ ମିସ୍ ୟୁନିଭର୍ସ। ମିସ୍ ୟୁନିଭର୍ସ ପିଜେଣ୍ଟ ପାଇଁ, ହର୍ନାଜ୍ ତାଙ୍କ ପାଇଁ ଏକ ବିଶେଷ ପ୍ରକାରର ଗାଉନ୍ ପ୍ରସ୍ତୁତ କରିଥିଲେ। ଏହା ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପରେ ସୁସ୍ମିତା ଓ ଲାରା ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ।
କଟକରେ ଗୋଟିଏପରେ ଗୋଟିଏ ନକଲି ଜିନିଷ ଠାବ ହେଉଥିବା ବେଳେ ଏବେ ନକଲି ଆକ୍ୱାଗାର୍ଡ ଗୋଦାମ ଠାବ ହୋଇଛି।
‘ପଠାନ’କୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁନି। ନିକଟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଏମିତି କିଛି କହି ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଆକ୍ରମଣର ଶିକାର ହୋଇଛନ୍ତି।
ଗୋଟିଏପଟେ ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍ ମ୍ୟାଚ୍ ଚାଲିଥିବା ବେଳେ ଅନ୍ୟପଟେ ଭାରତୀୟ ହକି ଟିମ୍ର ପୂର୍ବତନ କ୍ୟାପଟେନ୍ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ଏବେ ଶାହାରୁଖ ଖାନ ତେଲୁଗୁ ରାଜ୍ୟରେ ତାଙ୍କ ଚଳଚ୍ଚିତ୍ରର ପ୍ରମୋଶନ କରୁଥିବା ଦେଖିବାକୁ ମିଳେ। ନିକଟରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି। ତେବେ ତେଲୁଗୁ ରାଜ୍ୟରେ 'ପଠାନ'ର ପ୍ରମୋଶନକୁ ନେଇ ଶାହରୁଖ ଖାନ କ’ଣ କହିଛନ୍ତି ଆସନ୍ତୁ ଜାଣିବା...
ଜ୍ୟାକଲିନ୍ଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପରେ ସୁକେଶ ନୋରାଙ୍କ ସହ ଡେଟିଂ କରିବାକୁ ଚାହୁଁଥିଲା। ଏଥିପାଇଁ ସେ ନୋରାଙ୍କୁ ମିଠା ମିଠା କଥା କହି ନିଜ ପ୍ରେମ ଜାଲରେ ଫସାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲା।
କି ଯୁଗ ହେଲା । ସାଇକେଲ୍ରୁ ଖସି ପଡ଼ିଲେ ବୃଦ୍ଧ ଶିକ୍ଷକ ! ଉଠାଇବେ କ’ଣ, ନିର୍ଧୁମ ପିଟିଲେ ପୋଲିସ୍ ମ୍ୟାଡମ୍
ୟୁଟ୍ୟୁବରୁ ଦେଖିଲେ । ପୋଲିସ ଜିମକୁ ଗଲେ । ବଦଳିଗଲା ମାଲକାନଗିରିର ଯୁବକ ରାଜେଶଙ୍କ ଭାଗ୍ୟ ।
ଜଣକ ପିଠିରେ ସ୍କୁଲ ଯାଉଛି ଆଉଜଣେ । ଭାଷାରେ ପ୍ରକାଶ କରିହେବ ନାହିଁ ଏ ବନ୍ଧୁତା ।