/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674874646.jpg)
Today Panchang
ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଚନ୍ଦ୍ର – ମେଷ ଅହୋରାତ୍ର,ତିଥି – ୭ମୀ ଦିବା ୦୮.୪୩ ଗତେ ୮ମୀ,ଘାତ ଚନ୍ଦ୍ର – ମେଷ ଅହୋରାତ୍ର,ଘାତ ବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ ପାଦ-କୃଷି- ପଶୁହାନି- ଭୂମି- ଅନ୍ନଦାନ ଦିବା ୦୮.୪୩ ଗତେ ୧ ପାଦ ।
Advertisment
ଶୁଭ ସମୟ:
ଦିବା ୧୦.୩୬ ରୁ ୦୧.୦୬
ରାତ୍ରି ୦୮.୦୭ ରୁ ୧୦.୪୨
ରାତ୍ରି ୧୨.୨୫ ରୁ ୦୨.୦୮
ରାତ୍ରି ୦୩.୦୦ ରୁ ୦୪.୪୩
ଅଶୁଭ ସମୟ:
ଋାହୁକାଳ - ଦିବା ୦୯.୧୩ ରୁ ୧୦.୩୬
କାଳବେଳା – ପ୍ରାତଃ ୦୬.୨୬ ରୁ ୦୭.୪୯ ଓ ଦିବା ୦୪.୦୯ ରୁ ୦୫.୩୨
ବାରବେଳା – ଦିବା ୦୧.୨୨ ରୁ ୦୨.୪୫
କାଳରାତ୍ରି – ସନ୍ଧ୍ୟା ୦୫.୩୨ ରୁ ୦୭.୦୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)