ଶତାୟୁଙ୍କୁ ସମ୍ମାନ... ଜୀବନର ୧୦୦ ବର୍ଷ ଅତିକ୍ରମ କରି ସାରିଥିବା ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ଦିଆଯାଇଛି। ଏଥିରେ ଯୋଗଦେଇଥିବା ବୟସ୍କମାନେ ସେମାନଙ୍କ ସୁସ୍ଥ ଜୀବନର ରହସ୍ୟକୁ ବଖାଣିଛନ୍ତି। ଆସନ୍ତୁ ଜାଣିବା…
ଶିବସେନା-ଉଦ୍ଧବ ଠାକରେ ଗୋଷ୍ଠୀର ମୁଖପାତ୍ର ସଂଜୟ ରାଉତ ଆଣିଲେ ଏଭଳି ସାଂଘାତିକ ଅଭିଯୋଗ । ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ।
ଜାତୀୟ ଓ ଅନ୍ତର୍ଜାତୀୟ ଗଣମାମଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ନିକଟରେ ଭୂକମ୍ପ କ୍ଷତିଗ୍ରସ୍ତ ତୁର୍କୀକୁ ରିଲିଫ୍ ସାମଗ୍ରୀ ପଠାଇଥିଲା ପାକିସ୍ତାନ ।
IOCLରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଇଞ୍ଜିନିୟର୍ ପଦବୀରେ ନିଯୁକ୍ତି ପାଇଁ IOCL ଆବେଦନ ମାଗିଛି। ୫୧୩ଟି ପ୍ରାର୍ଥୀ ପାଇବେ ନିଯୁକ୍ତି। ଦରମା ୧ ଲକ୍ଷ ଉପରେ।
ପ୍ରକାଶ ରାଜ 'ଦ କାଶ୍ମୀର ଫାଇଲ୍ସ'କୁ ନିନ୍ଦା କରିଛନ୍ତି। ଚଳଚ୍ଚିତ୍ର ଉପରେ ଏକ ସମାଲୋଚନାମୂଳକ ମତ ଦେଇଛନ୍ତି, ଯାହାକୁ ଅନୁପମ ଖେର ଆଦୌ ପସନ୍ଦ କରି ନାହାନ୍ତି। ଅନୁପମ ଖେର ବର୍ତ୍ତମାନ ଏହାର ଜବାବରେ କହିଛନ୍ତି….
କେଉଁ କାରଣରୁ ପପୁଙ୍କୁ ପଥର ମାଡ଼ ହୋଇଛି ଜଣାପଡିନାହିଁ । ପଥରମାଡ଼ ପରେ ଷ୍ଟେଜ୍ ଛାଡି ପଳାଇଥିଲେ ପପୁ । ତେବେ ପଥର ଯଦିଓ ପପୁଙ୍କ ଉପରେ ସିଧାସଳଖ ବାଜି ନାହିଁ, ମାତ୍ର ମଞ୍ଚରେ ଲାଗିଥିବା ଏଲଇଡି ଭାଙ୍ଗିଯାଇଥିବା ସୂଚନା ମିଳିଛି ।
କମେଡି କିଙ୍ଗ୍ ଗୋବିନ୍ଦା ଏବଂ ଚୁଲ୍ବୁଲି ନାୟିକା କରିସ୍ମା କପୁରଙ୍କ ବଲିଉଡ୍କୁ ଦେଇଛନ୍ତି ୧୧ଟି ହିଟ୍ ଫିଲ୍ମ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏମିତି ହଠାତ କ’ଣ ହେଲା ଯେ ସେମାନଙ୍କ ଯୋଡି ଭାଙ୍ଗିଗଲା। ଆସନ୍ତୁ ଏହା ପଛର କାରଣ ଜାଣିନେବା।
ସୋମାଲିକା କହିଛନ୍ତି, ମତେ କେବଳ କୋର୍ଟ ଓ ପୋଲିସର ଚକ୍କର କାଟିବାକୁ ପଡୁଛି । ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଠାଇବାକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସୋମାଲିକା ଅନୁରୋଧ କରିଛନ୍ତି ।
ନାଁ ନନେଇ କେନ୍ଦ୍ରମନ୍ତ୍ରୀ ମାନଙ୍କୁ କଡ଼ା ଭାଷାରେ କଟାକ୍ଷ କରିଛନ୍ତି ନବୀନ । ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ମାନେ ଗସ୍ତ କରିଥିଲେ । ରେଲୱେ ପ୍ରକଳ୍ପ ଓ କେନ୍ଦୁପତ୍ର ସବସିଡିକୁ ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲେ ।
ଫ୍ୟାସନର କଥା କହିଲେ ଆପଣ ବିଭନ୍ନ ପ୍ରକାର ସାର୍ଟ, ଲେହେଙ୍ଗା, ଶାଢ଼ି ଓ ଅନେକ ଡିଜାଇନର ପୋଷାକ କିଣିଥିବେ ଏବଂ ପିନ୍ଧିବି ଥିବେ ନିଶ୍ଚୟ । ହେଲେ ଆପଣ କେବେ ଭାବିଛନ୍ତି କି ଫ୍ୟାସନ ପାଇଁ ଅଖାରେ ତିଆରି ପ୍ୟାଣ୍ଟ ପିନ୍ଧିବା କଥା ।
ଜଣେ ମହାନ ଯୋଦ୍ଧା ଥିଲେ ଛତ୍ରପତି ଶିବାଜୀ। ମରାଠା ସମାଜ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବାହୁବଳରେ ସେ ଅନେକ ଯୁଦ୍ଧ ଲଢିଛନ୍ତି ଆଉ ଜିତିଛନ୍ତି। ହେଲେ କିପରି ହେଲା ଏହି ମହାନ ନାୟକଙ୍କ ମୃତ୍ୟୁ?
ଗୁଡ଼ ଓ ଚଣା ଖାଇବା ଦ୍ୱାରା ରକ୍ତର ଶର୍କରା ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ସବୁଠାରୁ ବଡ଼ କଥା କ’ଣ ଜାଣିଛନ୍ତି ? ଏଥିରେ ଭରପୁର ଆଇରନ୍ ରହିଥାଏ । ଯାହାକି ରକ୍ତ ଅଭାବଠୁ ଦୂରରେ ରଖିଥାଏ । ଗର୍ଭବତୀ ମହିଳା ମାନେ ଚଣା ସେବନ କରିବା ଦ୍ୱାରା ବେଶ୍ ଉପକାର ମିଳିଥାଏ ।
ଅପରେସନ୍ ହେଲା ବୋଲି ହେବ ମାରା ହୋଇଗଲା। ପୂର୍ବ ପୁରୁଷମାନେ ଆଉ ପିଣ୍ଡ ପାଇବେ ନାହିଁ କହି ସ୍ୱାମୀ ଭଲରେ କଥାବାର୍ତ୍ତା ବି ହେଉନି। ଘରେ ନପୂରାଇବାରୁ ଆମ୍ବ ଗଛ ମୂଳେ ବସିରହିଛି ସ୍ତ୍ରୀ। ଯେତେ ବୁଝାଇଲେ କି କାକୁତିମୀନତି ହେଲେ କିଛି ଶୁଣୁନି। ଯିଏ ବୁଝାଇବାକୁ ଯାଉଛି ଧନୁ ତୀର ଧରି ମାରିଦବେ ବୋଲି କହୁଛି।
ନଡିଆ ଫଟାଇ ପୂଜାର୍ଚ୍ଚନା ହେଲା । ଆଉ ନାଲି ଫିତା କାଟି ପୋଲର ଉଦଘାଟନ ବଡ ଆଡମ୍ବର ସହାକାରେ ହେଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଲର ଶୁଭ ଉଦଘାଟନ କରୁଛନ୍ତି ସରପଞ୍ଚ । ଏଇଠି ପ୍ରଶ୍ନ ଆସୁଥିବ ଆଜିକାଲି ପଡିଆଟିଏ ବି ଉଦଘାଟନ ହେଲେ ବଡବଡ ନେତାଏ ଆସୁଛନ୍ତି । ହେଲେ ନଈ ଉପରେ ଏତେ ବଡ ବ୍ରିଜ୍ର ଉଦଘାଟନ ସରପଂଚ କେମିତି କରିଦେଲେ ?
ବାପା-ମାଆ ବୃଦ୍ଧ ହେଲେଣି, ରୋଜଗାର କରିବାକୁ ଅଂଟାରେ ବି ଆଉ ବଳ ନାହିଁ । ୮ ପ୍ରାଣୀ କୁଟୁମ୍ବଙ୍କୁ ଚଳେଇବା ଲକ୍ଷ୍ମୀଙ୍କ ପାଖରେ ବି ବଡ଼କଷ୍ଟ। ସେଥିପାଇଁ ତ ନିଜ ଦୁଃଖ ବଖାଣିବାକୁ କୋଟପାଡରୁ କୋରାପୁଟ ଆସିଥିଲେ, ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇବାକୁ । ହେଲେ ଓଟିଭି ଟିମ୍ ଏମାନଙ୍କୁ ଯେତେବେଳେ ଦେଖିଥିଲା ସେମାନେ କାନ୍ଦିବାକୁ ଲାଗିଥିଲେ। କାହିଁକି କାନ୍ଧୁଛନ୍ତି ପଚାରିବାରୁ ଗୋଟି ଗୋଟି କରି ସବୁ ଦୁଃଖ ବଖାଣିଥିଲେ
ଇଏ ଏମିତି ଏକ ପାଠଶାଳା ଯେଉଁଠି ପିଲାଙ୍କୁ ମାଗଣାରେ ଦିଆଯାଏ ଶିକ୍ଷା । ତାହା ପୁଣି ଅପରାହ୍ଣ ୪.୩୦ରୁ ସଂଧ୍ୟା ୬.୩୦ ପର୍ଯ୍ୟନ୍ତ । ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯାଉଛି ମାଗଣା ଶିକ୍ଷା । ଯେଉଁମାନେ ବାହାରେ ଟଙ୍କା ଦେଇ ଟ୍ୟୁସନ୍ ହୋଇପାରିବେ ନାହିଁ ତାଙ୍କୁ ଏଠାରେ ମିଳୁଛି ଆଡମିଶନ୍। ପାଠ ଏତେ ଭଲ ପଢାଯାଉଛି ଯେ ପିଲାଙ୍କ ସଂଖ୍ୟା ଦେଖିବା ପରେ ହିଁ ଆପଣ ବି ଜାଣିପାରିବେ।
ରାଜା ପଞ୍ଚମ ଜର୍ଜଙ୍କ ଚିତ୍ର ଥିବା ଗୋଟିଏ ଏକ ପଇସିଆ ମୂଲ୍ୟର ଡାକ ଟିକେଟ୍ ଲଗାଯାଇଥିବା ଏହି ଚିଠିଟିରେ ବେଥ୍ ଓ ସିଡେନ୍ହାମ୍ ଡାକ ମୋହର ବି ବାଜିଛି । ଏହି ଚିଠିଟିକୁ ୨୦୨୧ରେ ଥିଏଟର୍ ନିର୍ଦ୍ଦେଶକ ଫିନ୍ଲେ ଗ୍ଲେନ୍ଙ୍କ ‘କ୍ରିଷ୍ଟାଲ୍ ପାଲେସ୍’ ଫ୍ଲାଟ୍ରେ ଥିବା ଚିଠି ବାକ୍ସରେ ପକାଯାଇଥିଲା । ହେଲେ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିନଥିଲା ।
ପଦ୍ମପୁର ନିର୍ବାଚନ ମଣ୍ଡଳିର ଝାରବନ୍ଧ, ପାଇକମାଳ ତଥା ପଦ୍ମପୁରର ତିନୋଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛିବର୍ଷ ଧରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଜୋରଧରିଥିଲା । ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ବିଭିନ୍ନ ସଂଗଠନ ଏକଜୁଟ ବି ହେଲେ। ଖାଲି ଏକଜୁଟ ହେଲେନି ବରଂ ନବୀନଙ୍କୁ ବି ଭେଟିଲେ। ନିର୍ବାଚନ ଆଚରଣବିଧି ଲାଗିଥିବାରୁ ଦଳର ସୁପ୍ରିମୋ ହିସାବରେ ଜିଲ୍ଲା ଦାବିକୁ ନିର୍ବାଚନୀ ଏଜେଣ୍ଡାରେ ସ୍ଥାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଆଉ ଆଜି ଗସ୍ତ ଥିବାରୁ ନବୀନ କଣ କହିହେ ତାହା ଉପରେ ସମସ୍ତଙ୍କ ନଜର।
ଭାଇରାଲ ଫଟୋକୁ ନେଇ ବିଜେଡିର ଯୁବ ବିଧାୟକ ପାଇଁ ବଢୁଛି ଅଡୁଆ । ସୋମାଲିକା ଦାଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ମାମଲା ଥମିନଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ସହ ତାଙ୍କର ଫଟୋ ଭାଇରାଲ ହେଉଛି।
ନବଦାସ ହତ୍ୟାକାଣ୍ଡକୁ ନେଇ ବି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦେବାଶିଷ । କହିଛନ୍ତି, ଅଭିଯୁକ୍ତ ଗୋପାଳ କ୍ରାଇମ କରିବା ପରେ ବି ରିଗ୍ରେଟ୍ କରୁନି । କାରଣ ସେ ନିଜକୁ ସୁରକ୍ଷିତ ମନେ କରୁଛି । ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଜୀବନ ଚାଲିଗଲା । ଜଣେ ପୋଲିସ ହତ୍ୟାକାରୀ... ଆଉ ସେହି ଘଟଣାରେ ପୋଲିସ ତଦନ୍ତ କରିବାଟା ଠିକ୍ ନୁହେଁ କହିବା ସହିତ ପୋଲିସ କୌଣସି ରାଜନୈତିକ ଦଳ ଅନୁସାରେ କାମ ନକରୁ ବୋଲି କହିଛନ୍ତି ଦେବାଶିଷ ।
ବିବାହର କିଛି ଦିନ ଯାଏଁ ସବୁକିଛି ଠିକ୍ଠାକ୍ ଚାଲିଥିଲା । ହେଲେ ବାହାଘରର କିଛି ଦିନ ବିତିବାପରେ ଲଭଲୀଙ୍କୁ ତାଙ୍କ ଘରୁ ଏକ ବୁଲେଟ୍ ଆଣିବାକୁ ଶାଶୁଘର ଲୋକେ କହିଥିଲେ । ସ୍ୱାମୀ, ଶାଶୁ, ଶ୍ୱଶୁର ଓ ନଣନ୍ଦ ଏଥିପାଇଁ ଲଭଲୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମଧ୍ୟ ମାରୁଥିଲେ ।
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପଥରପୁଞ୍ଜା ଗାଁରେ ବିଜୟ ପ୍ରଧାନଙ୍କୁ ତାଙ୍କ ସାବତ ମା’ ପିଟିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ବିଜୟ ବିବାହ କରିବାକୁ ଚାହୁଁଥିଲେ । ହେଲେ ସାବତ ମା’ ଏଥିରେ ରାଜି ନଥିଲେ । ଫଳରେ ପୁଅର ବିବାହକୁ ନେଇ ସାବତ ମାଆଙ୍କ ସହ ବଚସା ହୋଇଥିଲା ।
କେନ୍ଦ୍ର ସରକାର ତାଙ୍କ ବିରୋଧରେ ସିବିଆଇ ଓ ଇଡିର ପୁରା ଶକ୍ତି ପ୍ରୟୋଗ କରୁଥିବା ସିସୋଦିଆ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ପୂର୍ବରୁ ସିବିଆଇ ତାଙ୍କ ଘର ରେଡ୍ କରିଛି । ବ୍ୟାଙ୍କ ଲକ୍କର ମଧ୍ୟ ଯାଞ୍ଚ୍ କରିଛି । ହେଲେ ଯାଞ୍ଚ କରିବା ସତ୍ତ୍ୱେ କିଛି ବି ପାଇନାହିଁ ।
ପଦ୍ମପୁର ଉପ ନିର୍ବାଚନ ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପ୍ରସଙ୍ଗକୁ ନେଇ ପଦ୍ମପୁରବାସୀ ଅଡ଼ି ବସିଥିଲେ । ବିଜେଡିର କିଛି ନେତା ଓ କର୍ମୀ ଏ ସମ୍ପର୍କରେ ପଦ୍ମପୁରବାସୀଙ୍କ ସହ ଆଲୋଚନା କରିଥିଲେ ।