ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର ।
ତାଙ୍କୁ ଫୋନ୍ ଯୋଗେ ପରାମର୍ଶ ଦେଉଥିବା ବ୍ୟକ୍ତି ଜଣକ କିଏ ସେନେଇ ତାଙ୍କ ନିକଟରେ କିଛି ସୂଚନା ନଥିବା ସୋମାଲିକା କହିଛନ୍ତି ।
ଛତିଶଗଡ଼ ଅଞ୍ଚଳରେ ଘଟିଥିବାରୁ ଛତିଶଗଡ଼ ପୋଲିସ ତାଙ୍କୁ ଗିରଫ କରିଥିଲା ।
DLS ନିୟମ ଆଧାରରେ ଭାରତ ବିଜୟୀ । ଆର୍ୟାଲାଣ୍ଡକୁ ୫ ରନରେ ହରାଇ ସେମିରେ ଭାରତ ।
ଲଗାତାର ଭାବେ ଦୁଇଟି ଝଟ୍କା ଅନୁଭୂତ । ୬.୪ ଓ ୫.୮ ତୀବ୍ରତାର ଦୁଇଟି ଭୂକଂପ ଝଟ୍କା।
ଭାଷା, ସାଂସ୍କୃତିକ ବିବିଧତା ଏବଂ ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୨୧ ଫେବୃଆରୀରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ। ଆସନ୍ତୁ ଜାଣିବା କାହିଁକି ଏବଂ କିପରି ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ ଏବଂ ଏହାର ଗୁରୁତ୍ୱ ଏବଂ ଇତିହାସ କ’ଣ…
ରାସ୍ତାରେ ବସି କାନ୍ଦୁଥିବା ମହିଳା ଜଣଙ୍କ ହେଉଛନ୍ତି ପ୍ରେମୀଯୁଗଳ। କଥାଟା ବିଶ୍ୱାସ ହେଉନଥିଲେ ବି ସତ। ଡେଲାଙ୍ଗର ଜଣେ ମହିଳା ବିବାହ କରିବା ପରେ ସ୍ୱାମୀଙ୍କ ସହ ଭୁବନେଶ୍ୱରରେ ରହି କାମଧନ୍ଦା କରନ୍ତି। ସ୍ୱାମୀ ରାଜମିସ୍ତ୍ରୀ କାମ କରିବାରୁ ସକାଳୁ ସକାଳୁ ଖାଇପିଇ ଘରୁ ପଳାନ୍ତି । ଏକୁଟିଆ ରହୁଥିବା ଏହି ମହିଳା ଜଣକ ଘରେ ବସିଥିବା ବେଳେ ହଠାତ୍ ରଙ୍ଗ ନମ୍ବରରୁ ଆସେ କଲ୍
ଏବେ ସୁଦ୍ଧା ସୁଧୀର ୧୫ ଶହରୁ ଅଧିକ ପୁରୁଣା ଓ ଦାମୀ ସାମଗ୍ରୀ ସାଇତି ରଖିଛନ୍ତି। ବହୁ ପୁରୁଣା ଦାମୀ ଘଡ଼ି, ବିଦେଶୀ ନୋଟ, ପୁରାତନ ମୁଦ୍ରା, ପେନ, ପେନ୍ସିଲ, ଚଷମା, ଟୋପି, ମୁଦି ଓ ବଙ୍କୁଲି ବାଡ଼ି ଆଦି ରହିଛି ସୁଧୀରଙ୍କ ପାଖରେ
୧୯୯୮ ଏପ୍ରିଲ ପହିଲାରୁ ଗୋଟିଏ ପୁରୁଣା ସିଲେଇ ମେସିନ୍ ସାହାଯ୍ୟରେ ସାହିର ୫ ଜଣ ମହିଳାଙ୍କୁ ନେଇ କାମ ଆରମ୍ଭ କରିଥିଲେ | ଆଉ ସେହିଦିନ ଠାରୁ ପଛକୁ ଚାହିଁନାହାନ୍ତି ରଞ୍ଜିତା । ସେ ପ୍ରଥମେ ପ୍ରାଥମିକ ଶିକ୍ଷୟିତ୍ରୀ ଭାବେ ୨୦୦୧ ରେ ନିଯୁକ୍ତି ପାଇଥିଲେ | ତେବେ ଘର ଠାରୁ ପ୍ରାୟ ୨୩ କିମି ଦୂର ସ୍କୁଲକୁ ଯିବାକୁ ପଡ଼ିବାରୁ ବଦଳି ପାଇଁ ପ୍ରଶାସନ ନିକଟରେ ଗୁହାରି କରି ନିରାଶ ହୋଇଥିଲେ ।
ସବୁଠୁ ଉଲ୍ଲେଖନୀୟ କଥା ହେଉଛି ଏଠାରେ ପାଠ ପଢୁଥିବା ଛାତ୍ରମାନଙ୍କ ମଧ୍ୟରେ ରହିଛି ଏକି ବିଶେଷ ସମାନତା । କେହି ଏଠି ଧନୀ ଘରର ନୁହଁନ୍ତି, କିମ୍ବା କାହାରିକୁ ପଢା ଖର୍ଚ୍ଚ ଦେବାକୁ ପଡ଼େନି । କଟକ ଜିଲ୍ଲା ନିଆଳି ବ୍ଲକ୍ ପତ୍ରକଣା ଠାରେ ରହିଛି ଏହି ଆବାସିକ ବିଦ୍ୟାଳୟ ।
ଭୂମିହୀନ ହିତାଧିକାରୀଙ୍କୁ ଥଇଥାନ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଛି କାହିଁ କେତେ ଯୋଜନା l ଆଉ ଏହି ଯୋଜନା ଲାଗି ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ ହେଉଛି l ତେବେ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ କିଭଳି ପହଁଚୁଛି ତାହା ଏହି ଚିତ୍ରକୁ ଦେଖିଲେ ସ୍ପଷ୍ଟ ବାରିହେଉଛି
ଭାରତରେ ଏ ପର୍ଯ୍ୟନ୍ତ ଅଧିକାଂଶ ଲୋକ ଜାଣି ନଥିବା ଲନ୍ ବୋଲ୍ସ ଗେମ୍ର ୱିମେନ୍ସ ଫୋରସ୍ ଫର୍ମାଟ୍ରେ ପ୍ରଥମଥର ଲାଗି ପଦକ ଜିତି ମହିଳାମାନେ ଇତିହାସ ରଚନା କରିଥିଲେ। ବର୍ମି°ହାମ୍ ଗେମ୍ସରେ ଭାରତ ମୋଟ୍ ୬୧ଟି ପଦକ (୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ୍ ) ହାସଲ କରିଥିଲେ ମଧ୍ୟ ଏଇ ମେଡାଲ୍ଟିକୁ ଜିତିବାର ଆନନ୍ଦ ଥିଲା ଭିନ୍ନ।
ଆଜିର ପ୍ରାଇଭେଟ୍ କମ୍ପାନୀରେ କାମ କରିବା କେତେ କଷ୍ଟ ତାହା ଯେଉଁମାନେ କରନ୍ତି ସେମାନେ ଜାଣନ୍ତି। ଆବଶ୍ୟକତା ଠାରୁ ଅଧିକ ସମୟ କମ୍ପାନୀକୁ ଦେବାକୁ ହୁଏ। କିନ୍ତୁ ଭାରତରେ ଏମିତି ଏକ ଆଇଟି କମ୍ପାନୀ ଅଛି ଯେଉଁଠି ସିଫ୍ଟ ଟାଇମ ସରିଗଲେ ଆପେ ଆପେ କମ୍ପ୍ୟୁଟର୍ ବନ୍ଦ ହେଇଯିବ।
ଯେଉଁ ଫଟୋରେ ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡା ହୋଇଥିବା ଜଣାପଡିଛି। ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି ମାରୁଥିବା ଭଳି ଜଣାପଡୁଛି
ବାପାଙ୍କ ଜୀବନ ବଞ୍ଚାଇଲା ୧୭ ବର୍ଷର ଝିଅ । ଦେଶର ସର୍ବକନିଷ୍ଠ ଅଙ୍ଗଦାତା ।
ଉଠିବ ମନ୍ତ୍ରୀ ନବ ଦାସ ହତ୍ୟାଠୁ ଆରମ୍ଭ କରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗ । କାଉଣ୍ଟର ପାଇଁ କେନ୍ଦ୍ର ଅବହେଳାକୁ ଅସ୍ତ୍ର କରିବ ଶାସକ ଦଳ ।
ମନ୍ତ୍ରୀ ନବ ଦାସ ହତ୍ୟା ପଛର ଉଦ୍ଦେଶ୍ୟ କଣ ? ଗୋପାଳର ମୋଟିଭ୍ ନେଇ ନାର୍କୋ ଟେଷ୍ଟରୁ ମିଳିଲା କି ଖିଅ ?
ଗୁରୁତର ଯୁବତୀ କଟକ ବଡ଼ ମେଡିକାଲରେ ଭର୍ତ୍ତି । ଅନ୍ୟ ଜଣେ ମହିଳା ଓ ଦୁଇ ଛୁଆ ମଧ୍ୟ ଆହତ । ଅଭିଯୁକ୍ତ ଯୁବକ ଫେରାର୍, ଖୋଜୁଛି ପୋଲିସ ।
ଆନ୍ଦୋଳନ ଆଳରେ SHG ସଦସ୍ୟାଙ୍କୁ ଡକାଇ ସମାବେଶ ଚର୍ଚ୍ଚା । ନିର୍ବାଚନୀ କାମରେ ବ୍ୟବହାର ହେଉଥିବା ନେଇ ଖୋଲିଲେ ଗୁମର ।
ରବିବାର ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଆଗାମୀ ୩ ମାସ ମଧ୍ୟରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି । ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ମଧ୍ୟରେ ମତଭେଦ କାରଣରୁ ଦୁହିଁଙ୍କର ନିକଟରେ ବିବାହ ବିଚ୍ଛେଦ ହୋଇଥିଲା
JNU ରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ ରେଜିଷ୍ଟ୍ରାର, ସୁରକ୍ଷା ଅଧିକାରୀ, ଆସିଷ୍ଟାଣ୍ଟଙ୍କ ସମେତ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି।
ସେ ହେଲେ ୯୦ ଦଶକର ଚର୍ଚ୍ଚିତ ଅଭିନେତ୍ରୀ। ବଲିଉଡକୁ ଅନେକ ଚଳଚ୍ଚିତ୍ର ଦେବାପରେ ହଠାତ୍ ତାଙ୍କ କ୍ୟାରିଅରରୁ ବିରତି ନେଇ ପାରିବାରିକ ସମୟକୁ ଉପଭୋଗ କରିଥିଲେ ଏବଂ ପରେ କର୍କଟ ରୋଗକୁ ପରାସ୍ତ କରିଥିଲେ। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ।
ନବ ଦାସ ହତ୍ୟା ଘଟଣାରେ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନଥିବା ପ୍ରସଙ୍ଗରେ ନରସିଂହ କହିଛନ୍ତି ଓଡ଼ିଶାରେ ଡିଜି ନଥିବା ଭଳି ମନେ ହେଉଛି ।
ବାହାଘର ପରେ ସ୍ୱାମୀ ପୂର୍ବରୁ ବିବାହିତ ଥିବା ଜାଣି ମହିଳା ଜଣଙ୍କ ତାଙ୍କ ସହିତ ଆଉ ଯାଇନଥିଲେ ।
ବାପାଙ୍କ ଜୀବନ ବଞ୍ଚାଇବାକୁ ନିଜ ଯକୃତ ଦାନ କରିଛନ୍ତି ୧୭ବର୍ଷୀୟ ଝିଅ। ଏହାକରି ସେ ଭାରତର ସର୍ବକନିଷ୍ଠ ଅଙ୍ଗଦାତା ହେବାର ଗୌରବ ହାସଲ କରିଛନ୍ତି। ଏଥିପାଇଁ କିନ୍ତୁ ତାଙ୍କୁ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡିଥିଲା।