୧୮୩ ଫୁଟ୍ ଉଚ୍ଚର ଏଇ ମୂର୍ତ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା। ଧ୍ୟାନମୁଦ୍ରାରେ ବସିଥିବା ମହାଦେବଙ୍କର ଜୋରଦାର ଚାଲିଛି ନିର୍ମାଣ କାମ। କାମ ପୂରା ସରିନଥିବା ବେଳେ ଏବେଠୁ ମହାଦେବଙ୍କ ଦର୍ଶନ କରିବାକୁ ଭକ୍ତଙ୍କର ଲାଗୁଛି ଭିଡ। ଦେଶର ଅନେକ ସ୍ଥାନରେ ମହାଦେବଙ୍କର ବଡବଡ ମୂର୍ତ୍ତି ପୂଜା ପାଉଥିବା ବେଳେ ଯାଜପୁରରେ ତିଆରି ହେଉଥିବା ମୂର୍ତ୍ତିର ଉଚ୍ଚତା ବହୁ ଅଧିକ ବୋଲି କୁହାଯାଉଛି।
ତନ୍ତ୍ର ସାଧନା ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ। ମୁଣ୍ଡରେ ତନ୍ତ୍ର ସାଧନାର ନିଶା ଏତେ ମାତ୍ରାରେ ଥିଲା ଯେ, ସ୍ତ୍ରୀକୁ ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲରେ ପୂଜାର୍ଚ୍ଚନା କଲା।
ବସ୍ତି ପିଲାଙ୍କୁ ବାଣ୍ଟିବାକୁ ବିଏମସିର ନିଷ୍ପତ୍ତି । ସ୍ମାର୍ଟସିଟି କହୁଛି ମରାମତି ହୋଇ ରାସ୍ତାରେ ଗଡୁ ସାଇକେଲ ।
ଏକଦା ଭାରତୀୟ ଜଙ୍ଗଲରେ ରାଜ୍ କରୁଥିବା ଏସୀୟ ଚିତାବାଘ ୪୦ ଦଶକ ବେଳକୁ ଦେଶରୁ ଲୋପ ପାଇଯାଇଥିଲେ ।
ଭୁବନେଶ୍ୱର ଉପକଣ୍ଠ ଜାମୁଝରୀରେ ନିର୍ମାଣ ହେବେ ହାଇ ସିକ୍ୟୁରିଟି ଜେଲ୍। ଝାରପଡ଼ା ଜେଲ୍ରେ କଏଦୀ ସଂଖ୍ୟା ବଢୁଥିବାରୁ ଜାମୁଝରୀରେ ୧୫୦ ଏକର ଜାଗାରେ ଏହି ଅତ୍ୟାଧୁନିକ ଜେଲ୍ ନିର୍ମାଣ କରାଯିବ।
ବେଚଲର ଡିଗ୍ରୀ ପିଲା ପଢିଲେ ମାଷ୍ଟର ଡିଗ୍ରୀ ପିଲା ପଢି ପାରୁନାହାନ୍ତି ।
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର, ଚନ୍ଦ୍ର – ଧନୁ ରାତ୍ରି ୦୧.୪୭ ଗତେ ମକର, ତିଥି – ୧୨ଶୀ ରାତ୍ରି ୧୧.୩୬ ଗତେ ୧୩ଶୀ, ଘାତ ଚନ୍ଦ୍ର – ତୁଳା, କୁମ୍ଭ ରାତ୍ରି ୦୧.୪୭ ଗତେ ସିଂହ, ଘାତ ବାର-ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୮.୨୭ ଗତେ ୨ ପାଦ
ପୋଲିସ ହାତରେ ଠକ-୪୨୦। କେତେବେଳେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ତ ଆଉ କେତେବେଳେ ଡାକ୍ତର ପୁଣି କେତେବେଳେ ଥାନା ଅଧିକାରୀର ପରିଚୟ ଦେଇ ଲୋକଙ୍କଠୁ ଲୁଟ୍ କରିଥିଲେ।
ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା। ଏଥିପାଇଁ ଭୋରରୁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ଶୃଙ୍ଖଳିତ ଦର୍ଶନ ପାଇଁ ସବୁଠି ବ୍ୟାପକ ବ୍ୟବସ୍ଥା ହୋଇଛି।
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ପ୍ରଥମ ସିଜନ୍ରେ ଭାରତୀୟ ଟିମ୍ ଫାଇନାଲକୁ ଯାଇଥିଲେ ମଧ୍ୟ ଟ୍ରଫି ଜିତିପାରି ନ ଥିଲା। ଏବେ ଦମ୍ଦାର୍ ଫର୍ମରେ ଅଛି ଟିମ୍ ଇଣ୍ଡିଆ। ଏଥର ମୁକୁଟ ବିଜୟ ସ୍ୱପ୍ନ ସାକାର ହେବ ତ
ଆଜି ମହାଶିବରାତ୍ରୀ। ଦେବଦେବ ମହାଦେବଙ୍କ ଦ୍ୱାରା ଏହିଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି।
ଠାକରେ ପରିବାର ହାତରୁ ଶିବସେନା ଦଳ ଖସିଯିବା ନିଶ୍ଚିତ ହୋଇଯାଇଛି ।
କାହା ପାଖେ ହାତ ନପତାଇ ପଢ଼ା ଖର୍ଚ୍ଚ ଉଠାଇବାକୁ ଉଦ୍ୟମ । ବାଲେଶ୍ୱର ଫକୀର ମୋହନ ଜୁନିଅର କଲେଜର ଛାତ୍ର ରୂପକ ।
ପ୍ରତାପ ନନା କହିଲେ ଏମିତିକା ଘର ମୋର ଭାରି ପସନ୍ଦ । ଘର କାନ୍ଥରେ ବୃକ୍ଷଲତା ଓ ଯୋଗମୁଦ୍ରାର ପ୍ରତିଛବି ସ୍ପଷ୍ଟ ଦର୍ଶାଉଛି ଜଣେ ସରଳ ମଣିଷର ନିଛକ ପ୍ରକୃତି ପ୍ରେମକୁ ।
ନବରଙ୍ଗପୁର ସ୍କୁଲରେ ଛାତକୁ ଛାତ ଡେଇଁ ଛାତ୍ରଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ । ଶିକ୍ଷକ, ଅଭିଭାବକଙ୍କ ସଚେତନତା ଉପରେ ବିଶେଷଜ୍ଞଙ୍କ ଗୁରୁତ୍ୱ ।
ବିରୋଧୀଦଳ ନେତାଙ୍କ ପ୍ରତି ଅରୁପଙ୍କ ବୟାନକୁ ନେଇ ବିଜେପିର ହଲ୍ଲାବୋଲ । ଥାନାରେ ଏତଲା ଦେଇ ମାଗିଲେ ସୁରକ୍ଷା ।
ନାର୍କୋଟେଷ୍ଟରେ ଗୋପାଳର ସତ ମିଛକୁ ନେଇ ବି ସସପେନ୍ସ । କୋର୍ଟରେ କେତେ ଗ୍ରହଣୀୟ ହେବ ରିପୋର୍ଟ, ଉଠିଲା ପ୍ରଶ୍ନ ।
ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା। ମନରେଗା ପାଇଁ କମିନି ପାଣ୍ଠି। GSTରେ ପେଟ୍ରୋଲିୟମ ଉତ୍ପାଦ ପ୍ରସଙ୍ଗ।
ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ବ୍ରଡ୍କାଷ୍ଟ ଇଞ୍ଜିନିୟରିଂ କନ୍ସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (BECIL) ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଦେଖନ୍ତୁ…
ସମସ୍ତ ଟିମ ନିଜ ଘରୋଇ ଗ୍ରାଉଣ୍ଡରେ ୭ଟି ମ୍ୟାଚ୍ ଖେଳିବେ ଓ ଲିଗ ପର୍ଯ୍ୟାୟରେ ସମାନ ସଂଖ୍ୟକ ମ୍ୟାଚ୍ ବାହାରେ ମଧ୍ୟ ଖେଳିବେ ।
କାର୍ତ୍ତିକ ଆର୍ଯ୍ୟଙ୍କ' ଶେହଜାଦା' ଏବଂ ହଲିଉଡ ଚଳଚ୍ଚିତ୍ର 'ଆଣ୍ଟ ମ୍ୟାନ୍ ଆଣ୍ଡ୍ ୱାସ୍ପ: କ୍ୱାଣ୍ଟମ୍ମାନିଆ' ପରଦାକୁ ଆସିଛି। ‘ପଠାନ୍’ ସହ ଏହାର କଡ଼ା ଟକ୍କର ହେବ। ଏବେ ବକ୍ସ ଅଫିସରେ 'ପଠାନ'ର ଶେଷ ହୁଙ୍କାର ହେବନି ତ…
ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍ ତାଙ୍କ ଝିଅ ସହ ନଜର ଆସିଥିଲେ । ଏକ କାର୍ଯ୍ୟକ୍ରମରେ ପତ୍ନୀ ଓ ଝିଅଙ୍କ ସହ ଯୋଗଦେଇଥିଲେ କିମ୍ ଜଙ୍ଗ ଉନ୍ । ସେହି ସମୟରେ ଉତ୍ତର କୋରିଆର ସେନା ଅଧିକାରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ ।
ଆଲିଆ ଭଟ୍ଟ ଆରମ୍ଭ କରିଛନ୍ତି ନୂଆ ବ୍ରାଣ୍ଡ୍। ଦେଶ ଠାରୁ ଆରମ୍ଭ କରି ବିଦେଶରେ ମଧ୍ୟ ଏହାର ଚାହିଦା ବଢିଚାଲିଛି। ସେ ଏହାକୁ ଆହୁରି ଆଗକୁ ନେବାକୁ ଚେଷ୍ଟା ଜାରି ରଖିଛନ୍ତି। ଏହି ଚକ୍କରରେ ଛାଡିଦେବେନି ତ ବଲିଉଡ୍…
ପତ୍ନୀଙ୍କୁ ଭାଲେଣ୍ଟାଇନ୍ ଡେ’ରେ ଉପହାର ଦେଇଛନ୍ତି ଯୁବକ । ତାଙ୍କ ଭାଷାରେ ପ୍ରେମକୁ ସବୁଦିନ ପାଇଁ ସାଇତି ରଖିବାକୁ ୟା ଠାରୁ ଭଳି ଭଲ ଉପହାର ଆଉ କିଛି ନାହିଁ।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୫,୮୦୦ ଟଙ୍କା ରହିଛି ।