ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର ।ଚନ୍ଦ୍ର – ମକର ରାତ୍ରି ୦୧.୧୪ ଗତେ କୁମ୍ଭ,ତିଥି – ୧୪ଶୀ ଦିବା ୦୪.୧୮ ଗତେ ଅମାବାସ୍ୟା। ଘାତ ଚନ୍ଦ୍ର – ସିଂହ ରାତ୍ରି ୦୧.୧୪ ଗତେ ମିଥୁନ ଓ ମୀନ । ଘାତ ବାର- ମେଷ,ପୁଷ୍କର ଦୋଷ – ୧ ପାଦ - କୃଷିହାନି- ଭୂମିଦାନ
Also Read
ଶୁଭ ସମୟ:
ପ୍ରାତଃ ୦୬.୧୭ ରୁ ୧୦.୦୬
ଦିବା ୦୧.୨୬ ରୁ ୦୧.୫୫
ସନ୍ଧ୍ୟା ୦୬.୩୪ ରୁ ୦୯.୦୪
ରାତ୍ରି ୧୨.୨୫ ରୁ ୦୧.୩୪
ରାତ୍ରି ୦୩.୦୮ ରୁ ୦୩.୪୬
ଅଶୁଭ ସମୟ:
ଋାହୁକାଳ - ଦିବା ୦୪.୧୮ ରୁ ୦୫.୪୪
କାଳବେଳା – ଦିବା ୧୨.୦୦ ରୁ ୦୧.୨୬
ବାରବେଳା – ଦିବା ୧୦.୩୪ ରୁ ୧୨.୦୦
କାଳରାତ୍ରି – ରାତ୍ରି ୦୧.୩୪ ରୁ ୦୩.୦୮