• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Journalist
ସବୁ ଆଡ଼େ ମନା...ସାମ୍ବାଦିକଙ୍କୁ କାହିଁକି ଏତେ ଡରୁଛନ୍ତି ସରକାର?

ସୋମବାର ଦିନ ରାଜଧାନୀରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମେଳାର ଉଦଘାଟନ କରିବା ଅବସରରେ ସାମ୍ବାଦିକଙ୍କୁ ଛଡ଼ାଯାଇନଥିଲା। ସେହିପରି ମଙ୍ଗଳବାର ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରେ ସୁରକ୍ଷାକର୍ମୀ ଦଉଡି ଧରି ଯେମିତି ସାମ୍ବାଦିକଙ୍କୁ ରୋକିଲେ ତାକୁ ନେଇ ବି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା। ଗଣମାଧ୍ୟମ, ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ। ଗଣମାଧ୍ୟମ ବିନା ସୁସ୍ଥ ଗଣତନ୍ତ୍ର ଚାଲିବା ଅସମ୍ଭବ।

BMC sanitation worker shows humanity, returns gold chain
ସଫେଇ କର୍ମଚାରୀଙ୍କ ମହତପଣିଆ: ୩ ଲକ୍ଷ ଟଙ୍କାର ସୁନା ଚେନ୍‌ ପାଇ ଫେରାଇ ଦେଲେ

ସୁନା ଚେନ୍‌ ପାଇଥିବା ଜଣେ ସଫେଇ କର୍ମଚାରୀ ଏହାକୁ ଫେରାଇ ଦେଇଛନ୍ତି। ବିଏମ୍‌ସିରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ପୂଜାରାଣୀ ସିଂଙ୍କ ଏହି ମହତ ପଣିଆକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

Chatrapur local people file report against pet owner after cats create ruckus in the colony
ବିଲେଇ ପାଇଁ ହଟହଟା, ଥାନାରେ ଏତଲା...

ବିଲେଇ ପାଇଁ ହଟହଟା ସାହି ବାସିନ୍ଦା। ଶେଷରେ ପୋଷା ବିଲେଇ ପାଇଁ ଥାନାରେ ଏତଲା ଦିଆଯାଇଛି। 

Today Panchang
Today Panchang 22nd Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Somalika files written complaint in Jagatsinghpur after receiving threats
ବିଧାୟକଙ୍କ ବିରୋଧରେ ଗର୍ଲଫ୍ରେଣ୍ଡ୍‌ଙ୍କ ସାଂଘାତିକ ଅଭିଯୋଗ-‘ଫେସ୍‌ବୁକ୍‌ରୁ ଫଟୋ ଆଣି ବଦ୍‌ନାମ କରାଯାଉଛି’

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମାଲିକା କହିଛନ୍ତି, ‘ଏତେ ସବୁ ଘଟଣା ଘଟିଲା ପରେ ବିଜୟ ଶଙ୍କର ଫେସ୍‌ବୁକ୍‌ରୁ ମୋ ଫଟୋ ନେଇ ସୋସିଆଲ୍‌ ମିଡିଆରେ ଶେୟାର କରି ମୋତେ ବଦ୍‌ନାମ କରୁଛନ୍ତି। ଫଟୋ ସବୁ ୨୦୧୯ ମସିହାର ବ୍ୟାଚ୍‌ ଫିଷ୍ଟ୍‌ ସମୟର।’

One eye of the boy disappeared overnight he slept in a deep sleep
ରାତିରେ ଶୋଇଥିଲେ, ସକାଳେ ଉଠି ଦେଖିଲା ବେଳକୁ ଆଖି ନାହିଁ...

ଥରେ ଭାବନ୍ତୁ ତ, ଆପଣ ରାତିରେ ଶୋଇଥିବେ ଏବଂ ଯେତେବେଳେ ସକାଳେ ଉଠିବେ ଦେଖିବେ ଯେ ଆପଣଙ୍କ ଶରୀରର କୌଣସି ଏକ ଅଂଗ ନାହିଁ; ତେବେ କେମିତି ଲାଗିବ? ଏମିତି ଏକ ଘଟଣା ଜଣେ ୨୧ ବର୍ଷର ଯୁବକଙ୍କ ସହିତ ହେଇଛି।

SHG
ମିଶନ ଶକ୍ତି କର୍ମୀଙ୍କୁ ରାଜ୍ୟ ସରକାରଙ୍କ ଲଲିପପ୍‌ !

ଓଡିଶା ଗସ୍ତ ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦଳୀୟ କାର୍ଯ୍ୟାଳୟରେ ଏସଏଚଜିକୁ କେନ୍ଦ୍ର ଦେଉଥିବା ଅନୁଦାନ ଓ ସେମାନଙ୍କୁ ସଶକ୍ତ କରିବାକୁ କେନ୍ଦ୍ର କରୁଥିବା ବ୍ୟବସ୍ଥା ମନ୍ତବ୍ୟ ରାଜ୍ୟ ବିଜେପିର ବଳ ବଢ଼ାଇଛି । ତେଣୁ ତାର କାଉଣ୍ଟର ଲାଗି ସ୍କୁଟି ଓ ଲାପଟପ୍ ଲଲିପପ୍ ଦେଇ ମିଶନ ଶକ୍ତି କର୍ମୀଙ୍କ ଅସନ୍ତୋଷ ଚାପିବାକୁ ଉଦ୍ୟମ କରାଯାଉନି ତ ?

Linguists oppose use of English language
ଅଣନିଃଶ୍ୱାସୀ ଓଡ଼ିଆ ଭାଷା; ଇଂରାଜୀ ଉପରେ ସବୁଠି ଗୁରୁତ୍ୱ...

ବ୍ୟାବସାୟିକ ପ୍ରତିଷ୍ଠାନ, ଘରୋଇ ସ୍କୁଲ୍ ଏପରିକି ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଓଡ଼ିଆ ବଦଳରେ ମାତ୍ରାଧିକ ଇଂରାଜ‌ ଭାଷାର ବ୍ୟବହାର ହୋଇଛି । ରାସ୍ତା କଡ଼ ଦୋକାନ ବଜାରର କଥା ନ କହିଲେ ଭଲ । ସରକାରଙ୍କ ନିୟମ କାନୁନ ପ୍ରତି କାହାର ନିଘା ନାହିଁ କି ଓଡ଼ିଆ ଭାଷା ପ୍ରତି ଆଗ୍ରହ ।

Naba Das
କେବେ ଖୋଲିବ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମର ?

ମନ୍ତ୍ରୀଙ୍କ ମର୍ଡରକୁ ନେଇ ନୂଆ ନୂଆ ଚିତ୍ର ଭାଇରାଲ୍ ହେଉଛି । ଖାକି ବର୍ଦ୍ଦିରେ ଥାଇ କାହିଁକି ଗୋପାଳ ଦାସ ମାରିଲା ? ଆଜିକୁ ୨୩ ଦିନ ହେଲା ଲାଗିରହିଛି ସସପେନ୍ସ । କିନ୍ତୁ ସର୍ଭିସ ପିସ୍ତଲରେ କେମିତି ମାରିଲା ଗୋପାଳ ? ତାହାର ଭଳି କି ଭଳି ଚିତ୍ର ଭାଇରାଲ୍ ହେଉଛି । ଗତକାଲି ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ମାରିବା ସମୟର ଏକ ଫଟୋ ଭାଇରାଲ ହୋଇଥିଲା ।

Ganjam BJD
ଗଞ୍ଜାମ ବିଜେଡି ଫାଳଫାଳ ! ବିପଦ ଆଣିବ କି ଗୋଷ୍ଠୀ କନ୍ଦଳ ?

ନିକଟରେ ଛତ୍ରପୁରରେ ସ୍ଥାନୀୟ ବିଧାୟକ ସୁବାସ ବେହେରାଙ୍କୁ ବିରୋଧ କରି ତାଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି ତାଙ୍କ ବିପକ୍ଷ ଗୋଷ୍ଠୀ । ଛତ୍ରପୁରର ପୂର୍ବତନ ଉପନଗରପାଳ ଲକ୍ଷ୍ମୀ ପାଢୀ ବିଧାୟକ ସୁବାସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିବାରୁ ଦଳର ମୁଣ୍ଡବିନ୍ଧା ବଢ଼ିଛି ।

Upsc epfo recruitment 2023
୨୫ ଟଙ୍କା ଶୁଳ୍କରେ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟରେ ଚାକିରି ସୁଯୋଗ

ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ଅଧୀନରେ ଏନଫୋର୍ସମେଣ୍ଟ୍‌ ଅଫିସର୍‌ ତଥା ଆସିଷ୍ଟାଣ୍ଟ କମିଶନର(AO)ରେ ୫୭୭ ପଦବୀ ପୂରଣ ହେବ।

Girl kissing virat kohlis statue
ବିରାଟଙ୍କୁ ଲିପ୍‌ କିସ୍‌ କଲେ ଯୁବତୀ ! ଭାଇରାଲ ହେଇଛି ଭିଡିଓ

ଭିଡିଓରେ ଜଣେ ଯୁବତୀ କ୍ରିକେଟର ବିରାଟ କୋହଲିଙ୍କ ମହମରେ ତିଆରି ଷ୍ଟାଚ୍ୟୁକୁ ଚୁମ୍ବନ ଦେଉଛନ୍ତି । ଆଉ ଖୁବ୍‌ ସୁନ୍ଦର ଚାହାଣୀରେ ମଧ୍ୟ ବିରାଟଙ୍କ ଷ୍ଟାଚ୍ୟୁକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଯୁବତୀଙ୍କର ଏହି ହରକତକୁ କେହିଜଣେ ତାଙ୍କ ମୋବାଇଲ୍‌ରେ ରେକର୍ଡ କରୁଥିବା ଦେଖିବାକୁ ମିଳୁଛି ।

bride eat poison before marriage
ବାହାଘରର ଗୋଟିଏ ଦିନ ଆଗରୁ ବିଷ ଖାଇଦେଲେ ମଙ୍ଗୁଳା କନ୍ୟା

ଆଉ ଗୋଟିଏ ଦିନ ପରେ ବାହାଘର ସରିଥାନ୍ତା। ଆଉ ବଧୂବେଶରେ ଝିଅ ଯାଇଥାନ୍ତା ଶାଶୁଘର। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର, ବଡ଼ ଦାରୁଣ। ବାହାଘରର ଠିକ୍ ଗୋଟିଏ ଦିନ ଆଗରୁ ବିଷ ଖାଇଦେଲେ ମଙ୍ଗୁଳା କନ୍ୟା।

Kangana ranaut fire on dadasaheb awards winner
ନେପୋ ମାଫିଆ ସମସ୍ତଙ୍କ ଅଧିକାର ଛଡ଼ାଇ ନେଉଛି: କଙ୍ଗନା ରାଣାୱତ

ଦାଦା ସାହେବ ଫାଲ୍‌କେ ପୁରସ୍କାର ତାଲିକାକୁ ଗ୍ରହଣ କରିପାରି ନାହାନ୍ତି ପଙ୍ଗା ଗାର୍ଲ କଙ୍ଗନା ରାଣାୱତ। ସେ ଏହି ତାଲିକାକୁ ନାକଚ କରିଛନ୍ତି ଆଉ ନୂଆ ତାଲିକା ପ୍ରସ୍ତୁତ କରିଛନ୍ତି। ଜାଣନ୍ତୁ ତାଙ୍କ ତାଲିକାରେ କେଉଁମାନେ ଉପଯୁକ୍ତ କଳାକାର।

Bhubaneswar records year's highest temperature at 37.6 degrees Celsius
ରାଜଧାନୀରେ ରେକର୍ଡ ତାତି; ୩୭ ଡିଗ୍ରୀ ଟପିଲା ତାପମାତ୍ରା

ଆଜି ତାପମାତ୍ରା ୩୭ ଡିଗ୍ରୀ ପାର୍‌ ହୋଇଛି । ଦିନ ୨ଟା ୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୭. ୬ ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି କୁହାଯାଇଛି ।

The Kashmir Files wins Best Film award at Dadasaheb Phalke Awards 2023
Dadasaheb Phalke Awards: 'ଦ କାଶ୍ମୀର ଫାଇଲ୍ସ'କୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ଆୟୋଜିତ ହୋଇଯାଇଛି ‘ଦାଦାସାହେବ ଫାଲ୍‌କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’। ଅନେକ କଳାକାର ଓ ଫିଲ୍ମକୁ ଏଥିରେ ପୁରସ୍କୃତ କରାଯାଇଛି। ଆସନ୍ତୁ ଜାଣିବା କିଏ କ’ଣ ପାଇଛନ୍ତି।

nursing student
ନର୍ସିଂ ଛାତ୍ରୀଙ୍କୁ ଭଡ଼ାଘରକୁ ଡାକିଲେ, ଜବରଦସ୍ତ ମଦ ପିଆଇ ଗଣଦୁଷ୍କର୍ମ କଲେ ଦୁଇ ସାଙ୍ଗ

ଦୁଇ ସାଙ୍ଗ ଯୁବତୀ ଜଣଙ୍କୁ ଘରକୁ ଡାକିଥିଲେ । ଘରକୁ ଡାକିବା ପରେ ତାଙ୍କୁ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲେ । ଆଉ ମଦ୍ୟପାନ କରିସାରିବା ପରେ ଜୋରଜବରଦସ୍ତ ଦୁଇ ବନ୍ଧୁ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ।

Student sets fire on principal for delay in marksheet
ମାର୍କସିଟ୍ ଦେବାରେ ବିଳମ୍ବ ହେବାରୁ ପ୍ରିନ୍ସପାଲଙ୍କ ଦେହରେ ନିଆଁ ଲଗାଇଦେଲେ

ସେମିଷ୍ଟାର୍‌ର ଫଳାଫଳ ଜୁଲାଇ ୨୦୨୨ରେ ଆସିଥିଲା। ଛାତ୍ରଙ୍କୁ ଏଯାଏ ମିଳିଲା ନାହିଁ ମାର୍କସିଟ୍। ରାଗିଗଲେ ଛାତ୍ର। ପ୍ରିନ୍ସପାଲଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ।

Street Dog
Viral Video: କୁନି ପିଲାକୁ ଝୁଣି ଖାଇଗଲେ କୁକୁର, ଦେଖିଲେ ଆଖି ମୁଦିଦେବେ...

ଅଣ୍ଟା, ଗୋଡ଼, ବେକ ଆଦିରୁ କାମୁଡ଼ି ମାଂସ ଛିଣ୍ଡାଇବାକୁ ଲାଗିଲେ କୁକୁର ।

Dipali Das
‘ବାପାଙ୍କ ମୃତ୍ୟୁକୁ ନେଇ ରାଜନୀତି ନହେଉ, କ୍ରାଇମ୍‌ବ୍ରାଞ୍ଚ ରିପୋର୍ଟ ଆସିବା ପରେ ନିଶ୍ଚୟ କହିବି’

ସମସ୍ତଙ୍କ ନଜର କ୍ରାଇମବ୍ରାଞ୍ଚ ରିପୋର୍ଟ ଆସିବା ପରେ କ’ଣ କହିବେ ଦୀପାଳି ।

Nude Video Call
କିଭଳି ମାନସିକତା ! ଚାକିରି ଖୋଜୁଥିଲେ ଯୁବକ, ନ୍ୟୁଡ୍‌ ଭିଡିଓ କଲ୍ ଆରମ୍ଭ କଲେ..

ଏଭଳି କରିବା ଦ୍ୱାରା ତାକୁ ମାନସିକ ଶାନ୍ତି ମିଳୁଥିଲା ବୋଲି ସଂପୃକ୍ତ ଯୁବକ ପଚରାଉଚରା ବେଳେ ପୋଲିସକୁ କହିଛି।

Dibyashankar Mishra
ଦ୍ୱିତୀୟ ବିବାହ କରିବେ ବିଧାୟକ ଦିବ୍ୟଶଙ୍କର ମିଶ୍ର !

ଫେବୃୟାରୀ ଶେଷ ସପ୍ତାହରେ ତଥା ୨୫ ତାରିଖରେ ପୁରୀରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି ।

Father Son Love
Viral Video: ୧୦୫ ବର୍ଷିୟ ବାପାଙ୍କ ପାଇଁ ୭୫ ବର୍ଷିୟ ପୁଅ ଗାଉଛନ୍ତି ଗୀତ, ଦେଖିଲେ ଆଖିରେ ଲୁହ ଆସିଯିବ

ରୋଗ ଶଯ୍ୟାରେ ପଡ଼ିଥିବା ବାପାଙ୍କ ବୟସ ୧୦୫ ହୋଇଥିବା ବେଳେ ପୁଅର ବୟସ ୭୫ ।

Sonu Nigam Attacked
Viral Video: କନସର୍ଟ ବେଳେ ସୋନୁ ନିଗମଙ୍କୁ ଆକ୍ରମଣ, ଧକ୍କା ମାରି ତଳେ ପକାଇଦେଲେ...ଦେଖନ୍ତୁ

ଖାଲି ସେତିକି ନୁହେଁ ତାଙ୍କ ହାତକୁ ବି ଧରିଥିଲେ । ସୋନୁ ଏନେଇ ଆପତ୍ତି ଜଣାଇଥିବା ବେଳେ ତାଙ୍କ ବନ୍ଧୁମାନେ ମଧ୍ୟ ଏହାକୁ ବାରଣ କରିଥିଲେ ।