• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Naba Das
ନବ ହତ୍ୟା ମାମଲା, ମୋଟିଭ୍ ସଂପର୍କରେ ଜାଣି ଜାଣି ଅଜଣା ହେଉଛି କି କ୍ରାଇମବ୍ରାଞ୍ଚ ?

କ୍ରାଇମବ୍ରାଞ୍ଚ ତଦନ୍ତର ଗତିବିଧିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ । ୨୬ ଦିନ ପରେ ବି ଫିଟୁନି ନବ ଦାସ ହତ୍ୟା ପଛର ରହସ୍ୟ ।

Honey Trap
ପୁଣି ଚାନ୍ଦିପୁର ITRରେ ହନିଟ୍ରାପ୍, ପାକିସ୍ତାନ ସୁନ୍ଦରୀଙ୍କ ମାୟାରେ ପଡ଼ିଲେ କର୍ମଚାରୀ

ହନି ସହ ମନି ଟ୍ରାପରେ ପଡ଼ି ଦେଇଦେଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବରିଷ୍ଠ ଟେକ୍ନିକାଲ୍ ଅଫିସର ଗିରଫ ।

BUDGET 2023
ଏଥର ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍, ନିର୍ବଚନ ଥିବାରୁ ସରକାର ଦେଖାଇଛନ୍ତି ଗୋଲାପୀ ଚିତ୍ର

ପୂର୍ବ ବର୍ଷ ଅପେକ୍ଷା ୧୫% ଅଧିକ ବ୍ୟୟବରାଦ । ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇଛି ।

Russia Ukraine war
ବର୍ଷେ ହେଲା ଚାଲିଛି ରୁଷ-ୟୁକ୍ରେନ୍ ଯୁଦ୍ଧ, ତୃତୀୟ ବିଶ୍ୱଯୁଦ୍ଧ ନେଇ ବଢ଼ୁଛି ଆଶଙ୍କା

ପଛଘୁଞ୍ଚା ଦେଉନି କିଭ୍ କି ଯୁଦ୍ଧରେ ପଡୁନି ଯବନୀକା । ଅନିଶ୍ଚିତତା ଭିତରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ।

Odisha Budget
ରାଜ୍ୟ ବଜେଟ୍‌; କେଉଁଠୁ ଆସିବ କେତେ... ହେବ କେମିତି ଖର୍ଚ୍ଚ ?

କର୍ମଚାରୀଙ୍କ ଦରମା, ପେନ୍‌ସନ୍ ଓ ଅନ୍ୟ ରାଜସ୍ୱ ବ୍ୟୟ ପାଇଁ ଖର୍ଚ୍ଚ ହେବ ୧ ଲକ୍ଷ ୩୯ ହଜାର ୫୨୦ କୋଟି । ସେହିପରି ଋଣ ପରିଶୋଧ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୮ ହଜାର ୭୮୬ କୋଟି ଟଙ୍କା ।

Delhi MCD
Viral Video: ଦିଲ୍ଲୀରେ AAP-BJP ନେତା ମାରପିଟ୍, ଚୁଟି ଟଣାଠୁ ଆରମ୍ଭ କରି ଗୋଇଠା ମରା ଯାଏଁ..

ପୋଲିସ ଉପସ୍ଥିତରେ ଗଣ୍ଡଗୋଳ ଚାଲିଥିଲା । ଗତ ଦୁଇ ଦିନ ତଳେ ହିଁ ଦିଲ୍ଲୀରେ ମେୟର ନିର୍ବାଚନ ସରିଛି ।

santoshi mata temple
କଥା ଦେଇଥିଲେ ସ୍ୱାମୀ; ସ୍ତ୍ରୀଙ୍କ ପାଇଁ ତୋଳିଦେଲେ ମା’ ସନ୍ତୋଷୀଙ୍କ ଦେଉଳ

ଯାଜପୁର ଜିଲ୍ଲା ବିଝାଂରପୁର ଚିକଣା ଗାଁର ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହେଲାଣି । ପୁରା ଦକ୍ଷିଣ ଭାରତ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରର ମୁଖଶାଳା ୮୬ ଫୁଟ୍ ଉଚ୍ଚ ହୋଇଥିବା ବେଳେ ମୁଖ୍ୟ ମନ୍ଦିରର ଉଚ୍ଚତା ହେଉଛି ୬୫ ଫୁଟ ।

Post Office Scheme
ପୋଷ୍ଟ ଅଫିସ୍‌ରେ ରଖନ୍ତୁ ୫ଶହ ଟଙ୍କା; ହୋଇଯିବେ ଲକ୍ଷପତି !

ଏହି ସ୍କିମ୍‌କୁ ପ୍ରାୟ ସମସ୍ତେ ପିପିଏଫ୍‌ ନାଁରେ ଜାଣିଥାଆନ୍ତି । ଯୋଜନାରେ ଆପଣ ଗୋଟିଏ ଆର୍ଥିକ ବର୍ଷରେ ମିନିମମ୍‌ ୫ଶହ ଟଙ୍କା ନିବେଶ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ପାଖାପାଖି ଦେଢ଼ଲକ୍ଷ ଟଙ୍କା ମିଳିପାରେ । ତାହା ସହ ଆପଣ ଏହି ପିପିଏଫ୍‌ ଖାତାରେ ଲୋନ୍‌ ମଧ୍ୟ ନେଇପାରିବେ ।

Acquisition officer post in Bank Of Baroda
ବ୍ୟାଙ୍କ୍‌ ଅଫ୍ ବରୋଦାରେ ଅଫିସର୍ ପଦବୀ ଖାଲି; ଦରମା ବର୍ଷକୁ ୫ ଲକ୍ଷ

ବ୍ୟାଙ୍କ୍‌ ଅଫ୍ ବରୋଦାରେ ଅଫିସର୍ ପଦବୀ ପାଇଁ ନିଯୁକ୍ତି ବାହାର କରିଛି। ବିଜ୍ଞପ୍ତି ଅନୁଯାୟୀ, ବ୍ୟାଙ୍କ ଅଫ୍ ବରୋଦା ଏକ୍ୱିଜିସନ ଅଫିସର୍ ପଦ ପାଇଁ ୫୦୦ଟି ପଦବୀ ବାହାର କରିଛି। ଚୟନ ପ୍ରାର୍ଥୀ ବର୍ଷକୁ ୫ ଲକ୍ଷ ଟଙ୍କା ପାଇବେ।

wedding invite
ନିମନ୍ତ୍ରଣ ପତ୍ରରେ ବିଶେଷ ସୂଚନା; ମଦ ପିଇଥିଲେ ବିବାହ ଭୋଜିକୁ ଆସନ୍ତୁନାହିଁ

ବିବାହ ଉତ୍ସବରେ ଯୋଗଦେବାକୁ ଥିବା ଅତିଥିଙ୍କ ପାଇଁ କିଛି ବିଶେଷ ସୂଚନା ଦେଇଛନ୍ତି ବର-କନ୍ୟା ପକ୍ଷ । ଛପା ଯାଇଥିବା ବିବାହ କାର୍ଡରେ ଅତିଥିମାନେ ମଦ୍ୟପାନ କରି ବିବାହ କାର୍ଯ୍ୟରେ ଯୋଗଦେବାକୁ ବାରଣ କରାଯାଇଛି।

Ranjeet did more than 300 rape scenes in bollywood movies
ଫିଲ୍ମରେ କରିଛନ୍ତି ୩୦୦ରୁ ଅଧିକ ରେପ୍ ସିନ୍‌; ମା’ ଜାଣିଲା ପରେ ରାଗିଲେ, ତା’ ପରେ…

ବଲିଉଡ୍‌ରେ ଅନେକ ଭୟଙ୍କର ଭିଲେନ୍ ନଜର ଆସିଛନ୍ତି। ସେ କିନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏମିତି ଜଣେ ଭିଲେନ୍ ଯିଏ ପାଖାପାଖି ୫୦୦ ଚଳଚ୍ଚିତ୍ର କରିଛନ୍ତି, ଏଥିରୁ ୩୦୦ରୁ ଅଧିକ ଏମିତି ଫିଲ୍ମ ଅଛି ତାଙ୍କୁ ଜଣେ ବଳାତ୍କାରୀ ଭାବେ ଦେଖାଯାଇଛି।

Budget 2023
୨୦୨୩-୨୪ ପାଇଁ ଗୃହରେ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬ କୋଟି ଓ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ବ୍ୟୟବରାଦ କରାଯାଇଛି ।

upi
ଭୁଲ୍‌ ଆକାଉଣ୍ଟକୁ ଦେଇଦେଲେ କି ଟଙ୍କା ? ଜାଣନ୍ତୁ କିପରି ଫେରିପାଇବେ...

ଯଦି ଆପଣ UPI ଜରିଆରେ କୌଣସି ବ୍ୟକ୍ତିଙ୍କ ନିକଟକୁ ଟଙ୍କା ପଠାଇଛନ୍ତି ଆଉ ତାହା ଭୁଲ ଲୋକଙ୍କ ନିକଟକୁ ଚାଲିଯାଇଛି, ତେବେ ଆପଣ ଆପଣଙ୍କ ଟଙ୍କା ପୁଣି ଫେରିପାଇବେ ?

Electric Office Loot
ରେଳ କର୍ମଚାରୀଙ୍କୁ ବାନ୍ଧିଲେ; ଟ୍ରକ୍‌ରେ ନେଇଗଲେ ୭ଲକ୍ଷ ଟଙ୍କାର ସାମଗ୍ରୀ

ରେଳ କର୍ମଚାରୀଙ୍କୁ ବାନ୍ଧି ଟ୍ରକ୍‌ ସାହାଯ୍ୟରେ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ । ଗତ ୨୧ ତାରିଖ ବିଳମ୍ବିତ ରାତିରେ ଭଦ୍ରକ ଚରମ୍ପାସ୍ଥିତ ପୂର୍ବତଟ ରେଳବାଇ ବିଭାଗର ବରିଷ୍ଠ ଅନୁଭାଗଙ୍କ କାର୍ଯ୍ୟାଳୟରେ ଏହି ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।

Nawazuddin Siddiqui wife Aaliya Siddiqui accuses actor of rape
ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଆଲିଆ

ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ତାଙ୍କ ଉପରେ ଓ ତାଙ୍କ ପରିବାର ଉପରେ ମାରପିଟ୍ ଓ ଘରେ ତାଲା ପକାଇବା ଭଳି ଅନେକ ଗୁରୁତର ଅଭିଯୋଗ ଲଗେଇଛନ୍ତି। କିନ୍ତୁ, ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ଅଭିଯୋଗ ଯୋଡି ହୋଇଛି ଏବଂ ଏହା ଅତ୍ୟନ୍ତ ଗମ୍ଭୀର।

Honey Trap
ଅଶ୍ଳୀଳ ଭିଡିଓ ଦେଖାଇ ଚାନ୍ଦିପୁରରୁ ଗୁପ୍ତ ତଥ୍ୟ ହାସଲ କରୁଥିଲେ ପାକ୍ ଏଜେଣ୍ଟ

ଘଟଣାରେ ଆଉ କେତେକଙ୍କ ସଂପୃକ୍ତି ଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି ।

Gold Price Today
Gold Price Today 24th Feb 2023: ନଜର ପକାନ୍ତୁ କେତେ ଅଛି ଆଜିର ସୁନା ଦର

ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି। ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୫୧୦ ଟଙ୍କା ହୋଇଛି।

Subhash Sangathan
ସିଏମସି କାର୍ଯ୍ୟାଳୟ ଆଗରେ ଧୂଳି ପକାଇ ପ୍ରତିବାଦ

ସିଏମସି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ସୁଭାଷ ସଂଗଠନର ସଦସ୍ୟ । ଘଟଣାକୁ ନେଇ ପୋଲିସ ସହ କର୍ମକର୍ତ୍ତାଙ୍କ ମୁହାଁମୁହିଁ ହୋଇଥିଲା । ଦିନକୁ ଦିନ ରାସ୍ତାରେ ଧୂଳିମୟ ପରିବେଶକୁ ନେଇ କଟକ ବାସିନ୍ଦାଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।

Maharashtra farmer
୫ କ୍ୱିଣ୍ଟାଲ ପିଆଜ ବିକ୍ରି କରିବାକୁ ଗଲେ ୭୦ କିଲୋମିଟର; ମିଳିଲା ୨ ଟଙ୍କାର ଚେକ୍‌

ଗାଡ଼ି ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ ଯିବା ପରେ କୃଷକ ରାଜେନ୍ଦ୍ରଙ୍କୁ ମାତ୍ର ୨ଟଙ୍କା ୪୯ ପଇସା ଲାଭ ମିଳିଥିଲା । ତାହାପୁଣି ଚେକ୍‌ ମାଧ୍ୟମରେ ତାଙ୍କୁ ଦିଆଯାଇଥିଲା । ଯାହା ୧୫ ଦିନ ପରେ ତାଙ୍କ ଆକାଉଣ୍ଟକୁ ଆସିବ ବୋଲି କୁହାଯାଇଥିଲା ।

Privilege Motion Against OTV And The New Indian Express On Jayanarayan Mishra Statement
ନବ ଦାସ ହତ୍ୟା ପ୍ରସଙ୍ଗରେ ଜୟନାରାୟଣଙ୍କ ବିବୃତ୍ତି: ଦୁଇ ଗଣମାଧ୍ୟମ ନାଁରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ

ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବୃତ୍ତି ଉପରେ ଖବର ପ୍ରସାରଣକୁ ନେଇ ‘ଓଟିଭି’ ଓ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌’ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆସିଛି।

Police arrested for looting from businessman in Kanpur
ବ୍ୟବସାୟୀଙ୍କ ପାଖରେ ୫ ଲକ୍ଷ ଟଙ୍କା ଦେଖି ଲୋଭେଇଗଲେ ପୋଲିସ ବାବୁ, ଫନ୍ଦିଫିକର କରି ଲୁଟିନେଲେ...

ଯାଞ୍ଚ କରୁକରୁ ହାବୁଡ଼ରେ ପଡ଼ିଗଲେ ଜଣେ ବ୍ୟବସାୟୀ। ତାଙ୍କ ଗାଡ଼ି ଗାଡ଼ି ଚେକ୍ କରୁ କରୁ ଗାଡ଼ି ଭିତରେ ୫ ଲକ୍ଷ ଟଙ୍କା ଥିବା ପୋଲିସ ବାବୁ ଜାଣିପାରିଲେ। ବାସ୍, ଏଇଠୁ ଆରମ୍ଭ ହେଲା ଅସଲ ଖେଳ।

Hockey player Birendra Lakra
ଆନନ୍ଦ ମୃତ୍ୟୁ; ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍

ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଥିଲା । ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ବୀରେନ୍ଦ୍ର ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଥିଲେ ।

Lawyers, Media persons and other groups detain CDMO and ADMO at Dhenkanal hospital
ଅଚାନକ ହସ୍ପିଟାଲ୍‌ ଭିତରେ ପଶି ସିଡିଏମ୍‌ଓ, ଏଡିଏମ୍‌ଓଙ୍କୁ ଘେରିଲେ

ଢେଙ୍କାନାଳ ହସ୍ପିଟାଲ୍‌ର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସିଡିଏମ୍‌ଓ, ଏଡିଏମ୍‌ଓଙ୍କୁ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ, ବଣିକ ସଂଘ, ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ଘେରାଉ କରିଛନ୍ତି। 

Ambulance
ବାଃ ବାଃରେ ବୁଦ୍ଧି..ସାଇରନ ବଜାଇ ଯାଉଥିଲା ଆମ୍ବୁଲାନ୍ସ...ଭିତରେ ଥିଲା ଗଂଜେଇ

ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିଲା ଗଂଜେଇ । ତାହା ପୁଣି ଆମ୍ବୁଲାନ୍ସ ଭିତରେ। ଅବକାରୀ ବିଭାଗ ହାତରେ ଜବତ ହେଲା ୪ କୁଇଂଟାଲ ୨୦ କେଜି ଗଂଜେଇ। ଏଥି ସହ ଅମ୍ବୁଲାନ୍ସକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଗିରଫ ହୋଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳରୁ ଛତିଶଗଡକୁ ଅଭିନବ ଢଙ୍ଗରେ ଏହି ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବ୍ୟାପକ ପରିମାଣର ଗଂଜେଇ ।

berhampur Social Worker
ଦିନେ ଲୋକଙ୍କୁ ବୁଲିବୁଲି କରୁଥିଲେ ସାହାଯ୍ୟ...ଏବେ ଭେଣ୍ଟିଲେଟରରେ....

ସିଲୁଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବା ବେଳେ ଜୀବନ ବଂଚାଇବା ଲାଗି କରୁଛନ୍ତି ସଂଗ୍ରମା। ସିକିଲସେଲ୍ ଆନିମିଆ,ନିମୋନିଆ ଓ ଉଚ୍ଚରକ୍ତଚାପ ଭଳି ରୋଗରେ ପୀଡ଼ିତ ଅଛନ୍ତି ସିଲୁ । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୀର୍ଘ ଦିନ ଲାଗିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି।