• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ ମଙ୍ଗଳବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ପୂର୍ଣ୍ଣିମା ସନ୍ଧ୍ୟା ୦୬.୧୦ ଗତେ ପ୍ରତିପଦ। ଘାତ ଚନ୍ଦ୍ର – କର୍କଟ , ମକର ଅହୋରାତ୍ର,ଘାତ ବାର- ମକର,ପୁଷ୍କର ଦୋଷ – ୧- ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୨.୨୧ ଗତେ ୨ ପାଦ

ଶୁଭ ସମୟ:

  • ଦିବା ୦୯.୦୧ ରୁ ୧୦.୪୭
  • ଦିବା ୦୧.୦୮ ରୁ ୦୧.୨୫
  • ଦିବା ୦୪.୨୨ ରୁ ୦୫.୦୩
  • ସନ୍ଧ୍ୟା ୦୫.୫୦ ରୁ ୦୯.୩୯
  • ରାତ୍ରି ୦୯.୦୬ ରୁ ୧୧.୩୩

ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

    ଅଶୁଭ ସମୟ:

    • ଋାହୁକାଳ – ଦିବା ୦୧.୫୪ ରୁ ୦୪.୨୨
    • କାଳବେଳା – ଦିବା ୦୧.୨୫ ରୁ ୦୨.୫୪
    • ବାରବେଳା – ପ୍ରାତଃ ୦୭.୩୩ ରୁ ୦୯.୦୧
    • କାଳରାତ୍ରି – ସନ୍ଧ୍ୟା ୦୭.୨୧ ରୁ ୦୮.୫୩