• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Dam
ଡ୍ୟାମ୍ ଅଛି କିନ୍ତୁ ପାଣି ନାହିଁ; ପାଣି ପାଇଁ ଜନବସତିମୁହାଁ ଜୀବଜନ୍ତୁ

ଦିନ ଥିଲା ଏଠି ଅକାତ ଅକାତ ପାଣି ଥିଲା । ଲୋକେ ଆସୁଥିଲେ, ବୋଟରେ ବୁଲୁଥିଲେ । କିନ୍ତୁ ଜଳ ଭଣ୍ଡାରରେ ହେଲେ ଏବେ ଏଠି ନାହିଁ ଜଳଶୟର ଚିହ୍ନବର୍ଣ୍ଣ ।

New Twist In Bollywood Actor Satish Kaushik Death Case
ନୂଆ ମୋଡ଼ରେ ଅଭିନେତା ସତୀଶଙ୍କ ମୃତ୍ୟୁ: ଫାର୍ମ ହାଉସ୍‌ରୁ ମିଳିଲା ଆପତ୍ତିଜନକ ଔଷଧ

ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍‌ରୁ କିଛି ଆପତ୍ତିଜନକ ଔଷଧ ମିଳିଛି।

ALH Dhruv Helicopters
ବନ୍ଦ ହେଲା ALH 'ଧ୍ରୁବ୍' ହେଲିକପ୍ଟର୍‌ର ଉଡ଼ାଣ

ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଧ୍ରୁବ୍ ହେଉଛି ଏକ ବହୁବିଧ କାର୍ଯ୍ୟ ସଂପନ୍ନ କରୁଥିବା ହେଲିକପ୍ଟର । ଯାହା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ନିର୍ମିତ । ଏହା ସାମରିକ କର୍ମଚାରୀଙ୍କୁ ନେବା ଆଣିବା ଏବଂ ସାମଗ୍ରୀ ପରିବହନ ସହିତ ଅନେକ ଭୂମିକାରେ ବ୍ୟବହୃତ ହୋଇଥାଏ।

Today Panchang
Today Panchang 11th March 2023: କେଉଁ ମୂହୁର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଶନିବାର । ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି – ୪ର୍ଥୀ ରାତ୍ରି ୧୦.୦୬ ଗତେ ୫ମୀ, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର- ବୃଷ , ସିଂହ ଓ କନ୍ୟା, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ

Girl Student Dies After Falling From Roof
୩୫ ଫୁଟ ଉଚ୍ଚ ଛାତରୁ ଖସିପଡ଼ିଲେ ଛାତ୍ରୀ

୩୫ ଫୁଟ ଉଚ୍ଚ ଛାତରୁ ଖସିପଡ଼ି ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ପ୍ରାଣ ହରାଇଛନ୍ତି ।  ବଡ଼ବିଲ ୪ ନଂ ୱାର୍ଡ଼ ଶ୍ରୀରାମ ନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି।

Youth dies just few hours before his marriage in Odisha's Angul
ରୋଷଣୀ ବଦଳରେ ଉଠିଲା କୋକେଇ: ରାତି ପାହିଲେ ବାହା ହୋଇଥାନ୍ତେ, ତା’ପୂର୍ବରୁ ଚାଲିଗଲା ଜୀବନ...

ରାତି ପାହିଲେ ବାହାଘର ହୋଇଥାନ୍ତା। ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ବାହାଘରର ଠିକ୍‌ ପୂର୍ବ ଦିନ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି।

Tarang Cine Utsav
ଆଜିଠୁ ତରଙ୍ଗ ସିନେଫ୍ଲିକ୍ସ-୨୦୨୩ ; ଜମିବ ଆଞ୍ଚଳିକ ସିନେମାର ସମ୍ଭାର

ଆଜିଠୁ ଦୁଇ ଦିନ ଯାଏଁ ୧୦ଟି ଫିଲ୍ମର ସ୍କ୍ରିନିଂ ହେବ। ଏଥିରେ ଓଡ଼ିଆ ସିନେମା ଦମନ, ହରିୟାଣା ଫିଲ୍ମ ଦାଦା, ଲକ୍ଷ୍ମୀ, ମାଲାୟଲମ୍ ଫିଲ୍ମ ନୟାତୁ, ବଙ୍ଗଳା ଫିଲ୍ମ ହାସମୀ-୨ ଭଳି ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।

Rainfall Likely In 16 Districts Of Odisha
ପାଣିପାଗ ବିଭାଗର ସତର୍କ ସୂଚନା- ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା

ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବି କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଗତକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଥିଲା।

RERA
ଆସୁଛି ନୂଆ ଆପାର୍ଟମେଣ୍ଟ ମାଲିକାନା ନିୟମ, ମାଲିକ ସଂଘଙ୍କ ହାତରେ ରହିବ ଜମିର ମାଲିକାନା

ଆପାର୍ଟମେଣ୍ଟ ମାଲିକଙ୍କ ଅଧିକାରରେ ରହିବ କମନ୍ ଏରିଆ, ଦୂର ହେବ ବିଲଡର ଓ ଆପାର୍ଟମେଣ୍ଟ ମାଲିକଙ୍କ ଝିନ୍‌ଝଟ୍‌ ।

 BSF Recruitment
ଅଗ୍ନିବୀରଙ୍କ ପାଇଁ କେନ୍ଦ୍ରର ବଡ଼ ଘୋଷଣା; BSFରେ ୧୦% ଚାକିରି ପକ୍କା

ନିଯୁକ୍ତି ହେବାକୁ ଥିବା ବିଏସଏଫ୍‌ ପଦବୀରେ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରାଯାଇଛି । ଖାଲି ସେତିକି ନୁହେଁ ଅଗ୍ନିବୀର ମାନଙ୍କ ବୟସ ସୀମା ମଧ୍ୟ କୋହଳ କରାଯିବା ନେଇ କୁହାଯାଉଛି ।

Puri Firemishap
ସବୁ କିଛି ପୋଡ଼ି ଛାରଖାର୍‌, କେମିତି ଆଗକୁ ବଢ଼ିବ ଜୀବନ..?

ପ୍ରାଥମିକ ପର୍ଯ୍ୟାୟ କ୍ଷୟକ୍ଷତି ଆକଳନ କଲା ପ୍ରଶାସନିକ ଟିମ୍ । କେମିତି ଲାଗିଲା ନିଆଁ ତଦନ୍ତ ହେବ କହିଲେ ଅଗ୍ନିଶମ ଡିଜି ।

INDIA
ବିଦେଶୀ ଠକଙ୍କ ମାୟାଜାଲରେ ଭାରତ; ୧୧ଜଣଙ୍କ ନାଁରେ ଲୁକ୍ ଆଉଟ ସର୍କୁଲାର ଜାରି

ଚାଇନା, ଦୁବାଇ, ହଂକଂ ଓ ମାଲେସିଆରେ ବସି ଏମାନେ, ଭାରତର ବିଭିନ୍ନ ରାଜ୍ୟରେ ଖେଳାଇଥିଲେ ନେଟୱର୍କ l ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟ କରିଚାଲିଛନ୍ତି, ହେଲେ କ୍ରାଇମବ୍ରାଞ୍ଚ ହାତ ପାହାନ୍ତାରୁ ବହୁ ଦୂରରେ ବିଦେଶୀ ଠକ ।

Naba Das
ନବ ହତ୍ୟା ପ୍ରସଙ୍ଗରେ ପୁଣି କଂପିଲା ବିଧାନସଭା ! ୪୧ ଦିନ ପରେ ବି ମୋଟିଭ୍ ସାମ୍ନାକୁ ଆସିନଥିବାରୁ ବିରୋଧୀଙ୍କ ହଙ୍ଗାମା

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ଓ ବିଜେପି । ଗୃହ ବାରମ୍ବାର ମୁଲତବି, ତଦନ୍ତ ପ୍ରକ୍ରିୟାକୁ ନେଇ ତେଜୁଛି ଅସନ୍ତୋଷ ।

Matric Exam
ସରିଲା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ, ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଦେଉଛନ୍ତି ଦୃଷ୍ଟିବାଧିତ ପିଲା

ମାତୃଭାଷାରେ ପରୀକ୍ଷା ଦେଲେ ପିଲା । ମାଟ୍ରିକ ପରୀକ୍ଷା ପାଇଁ ଦୃଷ୍ଟିବାଧିତ ପିଲାଙ୍କ ମଧ୍ୟରେ ଉତ୍ସାହ ।

Virus
H3N2 ଭୂତାଣୁ ଦେଶରେ ଛିଡ଼ା କରିବ କି କରୋନା ଭଳି ସ୍ୱାସ୍ଥ୍ୟ ସଙ୍କଟ..!

କର୍ଣ୍ଣାଟକ ଓ ହରିୟାଣାରେ ୨ ମୃତ୍ୟୁ ପରେ କେନ୍ଦ୍ରର ଆଡ଼ଭାଇଜାରୀ । ବିଶେଷଜ୍ଞ କହିଲେ କରୋନା ଭଳି ସଂକ୍ରମଣ ଶୈଳୀ ସମାନ ।

Viral Video
Viral Video: ହୋଲିରେ ମଦ ଗ୍ଲାସ ଧରି ଡାନ୍ସ କରୁଥିଲେ ପୋଲିସ ବାବୁ

ସସ୍‌ପେଣ୍ଡ ହୋଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ଦୁଇ ଜଣ ଏସ୍‌ଆଇ ଏବଂ ୩ ଜଣ କନଷ୍ଟେବଲ ରହିଛନ୍ତି ।

Ramesh Parsad Agarwal
୨୦ ମହଲାରୁ ପଡ଼ିଗଲେ OYO ମାଲିକଙ୍କ ବାପା; ଚାଲିଗଲା ଜୀବନ

ରିତେଶଙ୍କ ବାପା ରମେଶ ଅଗ୍ରୱାଲ ୨୦ ମହଲାରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ହରିୟାଣା ଗୁରୁଗ୍ରାମର ସେକ୍ଟର ୫୪ରେ ଏହି ଅଘଟଣ ଘଟିଛି । ଦିନ ଗୋଟାଏ ବେଳେ ଏହି ଆଘଟଣ ଘଟିଥିବା ବେଳେ ପୋଲିସ ଏନେଇ ପଚରାଉଚରା ଜାରି ରଖିଛି ।

BTech Pani Puri Wali
ବୁଲେଟ୍‌ରେ ବୁଲିବୁଲି ଗୁପ୍‌ଚୁପ୍‌ ବିକୁଛନ୍ତି ବି-ଟେକ୍‌ ଯୁବତୀ; ଭାଇରାଲ ହେଉଛି ଭିଡିଓ

ଗୁପ୍‌ଚୁପ୍‌ ବ୍ୟବସାୟ କରୁଥିବା ଯୁବତୀଙ୍କ ନାଁ ତାପସୀ ଉପାଧ୍ୟାୟ । ତାଙ୍କ ବୟସ ୨୧ ବର୍ଷ । ବିଟେକ ପାନିପୁରୀବାଲୀ ନାଁରେ ସେ ବର୍ତ୍ତମାନ ବେଶ୍‌ ଜଣାଶୁଣା । ବିଟେକ୍‌ ପାସ୍‌ କରିବା ପରେ ତାପସୀ ଚାକିରି ପଛରେ ନଗୋଡାଇ ଗୁପଚୁପ୍‌ ବ୍ୟବସାୟ କରୁଥିବା କହିଛନ୍ତି ।

SBI Recruitement
SBI ଆଣିଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଚାକିରି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଚାକିରି ସୁଯୋଗ ଆଣିଦେଇଛି SBI । ତେବେ ମୋଟ ୮୬୮ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ କେମିତି କରିବେ ଆବେଦନ..

Gun Fight
ଛାତରୁ ଗଣ୍ଡଗୋଳର ଭିଡିଓ କରୁଥିଲେ ଆଶିଷ; ଫୁଟିଲା ଗୁଳି, ଚାଲିଗଲା ଜୀବନ ! ଦେଖନ୍ତୁ ଭିଡିଓ...

ବାଘଲପୁର ନଉଗାଛିଆ ପୋଲିସ ଷ୍ଟେସନ୍‌ ଅଧିନରେ ଥିବା ରାଜେନ୍ଦ୍ର କଲୋନୀରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । 

female emplyees
ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ବଢ଼ିଲା ଛୁଟି; CL ବଢ଼ାଇଲେ ଏହି ସରକାର...

ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟରେ ମହିଳାମାନେ ସଫଳତା ହାସଲ କରୁଛନ୍ତି । ସେମାନେ ସେମାନଙ୍କର ମାତୃତ୍ୱ ଓ ପରିବାରର ଦାୟିତ୍ୱ ନେବାର ଅଧିକାର ରହିଛି । ସେଥିପାଇଁ ରାଜ୍ୟ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।

Fire at another market complex in Puri!
ପୁରୀରେ ପୁଣି ଲାଗିଲା ନିଆଁ

ପୁରୀରେ ପୁଣି ଲାଗିଲା ନିଆଁ। ନୀଳାଦ୍ରି କମ୍ଫ୍ଲେକ୍ସର ହାଣ୍ଡଲୁମ୍‌ ଶୋ’ ରୁମରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। 

Now Without Pin UPI Payments Of Up To Rs 200
ବିନା ପିନ୍‌ରେ UPI LITEରେ ଏତିକି ଟଙ୍କା ପର୍ଯ୍ୟନ୍ତ ପଠାଇ ପାରିବେ, ଜାଣନ୍ତୁ କେତେ...

ପେଟିଏମ୍‌ ୟୁପିଆଇ ଲାଇଟ୍‌(Paytm UPI LITE) ଏକ ନୂଆ ଫିଚର ଆଣିଛି। ମାତ୍ର ଗୋଟିଏ କ୍ଲିକ୍‌ରେ ଆପଣ ବିନା ୟୁପିଆଇ ପିନ୍‌ ନମ୍ବର ଦେଇ ୨୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ। 

Bull Attack
୪ ବର୍ଷର କୁନି ଛୁଆକୁ ଶିଙ୍ଗରେ ମାରି ଘୋଷାଡ଼ି ନେଲା ବୁଲା ଷଣ୍ଢ..

ଏଥର କିନ୍ତୁ ବୁଲା କୁକୁର ନୁହେଁ ବୁଲା ଷଣ୍ଢ । କୁନି ଛୁଆଟି ଅଜାଣତରେ ଏମିତି ବୁଲୁ ବୁଲୁ ଘର ବାହାକୁ ଚାଲିଆସିଥିଲା । ଆଉ ରାସ୍ତାରେ ବୁଲୁଥିବା ଷଣ୍ଢ ତାକୁ ଦେଖି ହୁରୁଡ଼ିଥିଲା ।

Crime
କାଳ ହେଲା ନିଶା...ସ୍ତ୍ରୀକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ସ୍ୱାମୀ କଲା ଆତ୍ମହତ୍ୟା..!

ପୋଲିସ ଆସି ଦେଖିଲା ବେଳକୁ ଗୋଟିଏ ବଖରାରେ ସ୍ୱାମୀର ମୃତଦେହ ଝୁଲୁଥିବା ବେଳେ ଆଉ ଗୋଟିଏ ବଖରାରେ ପତ୍ନୀ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛନ୍ତି ।