Advertisment

Today Panchang 16th March 2023: କେଉଁ ମୂହୁର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 16th March 2023

Today Panchang

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଚନ୍ଦ୍ର – ଧନୁ ଅହୋରାତ୍ର ,ତିଥି – ୯ମୀ ଦିବା ୦୪.୩୯ ଗତେ ୧୦ମୀ ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଅହୋରାତ୍ର ,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନିଶାନ୍ତ ୦୪.୪୬ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ

Advertisment

ଶୁଭ ସମୟ:

  • ପ୍ରାତଃ ୦୫.୫୮ ରୁ ୦୭.୩୩
  • ଦିବା ୧୦.୨୪ ରୁ ୦୧.୦୭
  • ରାତ୍ରି ୦୨.୪୪ ରୁ ୦୩.୩୨

ଅଧିକ ପଢ଼ନ୍ତୁ: ଘରର ମୁଖ୍ୟଦ୍ୱାର ଭୁଲ୍ ସ୍ଥାନରେ ଥିଲେ ହୋଇଥାଏ ଏମିତି କ୍ଷତି...

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୧.୨୪ ରୁ ୦୨.୫୪
  • କାଳବେଳା – ଦିବା ୦୨.୫୪ ରୁ ୦୪.୨୩
  • ବାରବେଳା – ଦିବା ୦୪.୨୩ ରୁ ୦୫.୫୨
  • କାଳରାତ୍ରି – ରାତ୍ରି ୧୧.୫୫ ରୁ ୦୧.୨୫
Panchang
Advertisment
Advertisment