ପୂର୍ବରୁ ପଖାଳ କହିଲେ ବାସି କିମ୍ବା ସଜ ପଖାଳ । ହେଲେ ଏବେ ପଖାଳ, ପଚାଶ ପ୍ରକାରର । ମଲ୍ଲିଫୁଲିଆ, ମୁଡି ପଖାଳ, ଛୁଙ୍କ ପଖାଳ, ଚିପୁଡା ପଖାଳ, ଘିଅ ପଖାଳ, ଲେମ୍ବୁ ଓ ଦହି ଛୁଙ୍କ ଦିଆ ପଖାଳ ।
ରାୟଗଡ଼ାର କାଶୀପୁର, କଳାହାଣ୍ଡିର କୋକସରା ଆଉ ଭଦ୍ରକର ବାସୁଦେବପୁର । ପଶ୍ଚିମା ଝଡ଼ ପ୍ରଭାବରେ ହଠାତ ଝଡ-ବର୍ଷା ପରେ ସବୁଠି ପୂରନ୍ତା କ୍ଷେତର ଉଜୁଡ଼ା ସ୍ଥିତି ଉପଜିଛି ।
ପାରମ୍ପରିକ ଉପାୟରେ କର୍ପୁର, ଚୂଆ, ଚନ୍ଦନ ଓ କସ୍ତୁରୀରେ ପ୍ରସ୍ତୁତ ସାମଗ୍ରୀରେ ଅସରପା ବଂଶ ନିପାତ ସହ ମୂଷାମରା ଯନ୍ତ୍ର ବହୁଳ ବ୍ୟବହାର ପାଇଁ ଉଠିଛି ଦାବି ।
ବିଜେପି ବି ସୁଶାନ୍ତଙ୍କ ଆଡ଼କୁ ଉଠାଇଲା ଅଙ୍ଗୁଳି । ଗୋପାଳ ପାଗଳ କି ନା ବିଧାନସଭାରେ ସରଗରମ ଚର୍ଚ୍ଚା ।
ଗଣଶିକ୍ଷା ମନ୍ତ୍ରୀ କାଉଣ୍ଟର ଆଟାକ୍ କରି କହିଛନ୍ତି, ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ ଶେଷ ହୋଇଛି । କିନ୍ତୁ ବିରୋଧୀ ଦଳମାନେ ପିଲାଙ୍କୁ ନେଇ ରାଜନୀତି କରୁଛନ୍ତି ।
ଗୋଟିଏ କି ଦୁଇଟି ଘଟଣା ନୁହେଁ, ଜଣେ କି ଦୁଇ ଜଣ ନୁହଁନ୍ତି ଗତ ୩ ବର୍ଷରେ ୯୭୦ ଜଣଙ୍କ ହୋଇଛି ସଲୀଳ ସମାଧି । ଏକଥା ଆମେ କହୁନୁ । ଗୃହରେ ଏଭଳି ଉଦବେଗଜନକ ତଥ୍ୟ ରଖିଛନ୍ତି ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।
ଅକ୍ଷୟ କୁମାରଙ୍କ 'ପ୍ଲେୟାର ବୟ' ଇମେଜ୍ର ପୋଲ୍ ଖୋଲିଥିଲେ ଶିଳ୍ପା ଶେଟ୍ଟୀ। ଅକ୍ଷୟ ୯୦ ଦଶକର ଅନେକ ଶ୍ରେଷ୍ଠ ଅଭିନେତ୍ରୀଙ୍କୁ ଡେଟ୍ କରୁଥିଲେ। ସମସ୍ତଙ୍କୁ ବିବାହ ପ୍ରତିଶ୍ରୁତି ଦେଉଥିଲେ। ହେଲେ…
କୁହାଯାଏ ଏହି ଚାରୋଟି ଜିନିଷ ଦେଲେ ଝିଅ ପାଇଁ ଅଶୁଭ ହୋଇଥାଏ । ସିହୋରିର ପଣ୍ଡିତ ପ୍ରଦୀପ ମିଶ୍ରା ନିଜ ପ୍ରବଚନ ବେଳେ ଏହି ଚାରୋଟି ଜିନିଷ କଥା କହିଛନ୍ତି ।
ଗୋଟିଏ ଦିନରେ ପଖାଳ ଦିବସ ଏବଂ ଅନ୍ତର୍ଜାତୀୟ ହସ ଦିବସ ଥିବାରୁ ସମସ୍ତଙ୍କ ମୁହଁରେ ହସର ଚମକ ଦେଖିବାକୁ ମିଳିଛି । ସେ ଗାଁ ହେଉ କି ସହର ସବୁଠି ସମସ୍ତେ ପଖାଳ ଖାଇବା ସହ ଖୁବ୍ ଖୁସିରେ ଆଜିର ଦିନଟିକୁ ମନାଇଛନ୍ତି ।
KVSର PGT, TGT, PRT ପଦବୀ ପାଇଁ ଦେଇଛନ୍ତି କି ପରୀକ୍ଷା। ପରୀକ୍ଷାରେ ସାମିଲ ହୋଇଥିବା ପ୍ରାର୍ଥୀମାନେ ବର୍ତ୍ତମାନ ଫଳାଫଳକୁ ଅପେକ୍ଷା କରିଛନ୍ତି। ଜାଣନ୍ତୁ କିପରି ଦେଖିବେ ରେଜଲ୍ଟ।
ଆମେରିକାରେ ଏହି ଭିଡିଓଟି କରାଯାଇଥିବା ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି ତେସଲା କାର୍ କମ୍ପାନୀ ପକ୍ଷରୁ ଅନେକ କାର୍କୁ ନେଇ ନାଟୁନାଟୁ ଗୀତରେ ଏକ ଲାଇଟିଂ ଡ୍ୟାନ୍ସ କରାଯାଇଛି ।
ଆମ୍ ଆଦମୀ ପାର୍ଟିର ନାଁ ନେଇ, ଏଭଳି ଦଳସବୁ ନିର୍ବାଚନ ଜିତିବା ଲାଗି ଯେ କୌଣସି ଉପାୟ ଅବଲମ୍ବନ କରିବାକୁ ପ୍ରସ୍ତୁତ ବୋଲି ଲେଖିଛନ୍ତି ଭର୍ତ୍ତୃହରି ।
ଆଇପିଏଲର ସମସ୍ତ ସଂସ୍କରଣରେ ଜଣେ ସଫଳତମ ବୋଲର୍ଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୁନିଲ ନାରିନ୍ । ଏବେ ସେ ଏକ ମ୍ୟାଚ୍ରେ ଏଭଳି ଏକ ଚମତ୍କାର କରିଛନ୍ତି, ଯାହା କ୍ରିକେଟ୍ ଇତିହାସରେ ପ୍ରଥମ ।
କରୀନା କପୁରଙ୍କ ଇଛା ପାପାରାଜିଙ୍କୁ ପୋଜ୍ ଦେବା। କିନ୍ତୁ ତାଙ୍କ ସ୍ୱାମୀ ସୈଫ୍ ଅଲୀ ଖାନଙ୍କୁ ଏହା ପସନ୍ଦ ନୁହେଁ। ସେ ଏନେଇ କରୀନାଙ୍କୁ ବାରଣ କରୁଛନ୍ତି ଆଉ ରାଗୁଛନ୍ତି। ସେ ତାଙ୍କୁ କହୁଛନ୍ତି…
ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେବା ସହ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସିଆରପି ଛକ ଏବଂ ଘାଟିକିଆରେ କୁଆପଥର ବର୍ଷା ହୋଇଛି ।
ଯୁବତୀ ତାଙ୍କ ଅଭିଯୋଗ କହିଛନ୍ତି, ସେ ଅଭିଯୁକ୍ତ ଯୁବକଙ୍କୁ ମେ’ ୨୦୨୨ରେ ପ୍ରଥମ ସାକ୍ଷାତ କରିଥିଲେ । ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଫଳରେ ସେ ଯୁବକଙ୍କ ସହ ଦିଲ୍ଲୀରେ ଲିଭ୍ଇନ୍ରେ ରହୁଥିଲେ । ଲିଭ୍ଇନ୍ରେ ରହିବା ସମୟରେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ କରିଥିଲେ ।
ବିଶ୍ୱର ଏପରି ୩ ଜଣ ବାମହାତୀ ଦ୍ରୁତ ବୋଲର୍ ଅଛନ୍ତି, ଯାହାଙ୍କ ବୋଲିଂ ଆଗରେ ଫେଲ୍ ମାରିଛନ୍ତି ଟିମ୍ ଇଣ୍ତିଆର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ।
LICର ଏହି ସ୍କିମ୍ରେ ମାତ୍ର ୧୦୦ଟଙ୍କା ନିବେଶ କରିବା ଦ୍ୱାରା ଆପଣ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇପାରନ୍ତି । ସ୍କିମ୍ର ନାଁ ହେଉଛି ‘ଆମ ଆଦମୀ ଯୋଜନା’ ।
ପରୀକ୍ଷା ଭଲ ନହେବାରୁ ଜୀବନ ହାରିଲେ ମାଟ୍ରିକ ଛାତ୍ରୀ। ଛାତ୍ରୀଙ୍କ ଶେଷ ଦୁଇଟି ପରୀକ୍ଷାରେ ଭଲ ହୋଇନଥିବା ପରିବାର ଲୋକେ କହିଛନ୍ତି।
ଯୁବତୀ ଜଣକ ପ୍ରପୋଜାଲକୁ ଗ୍ରହଣ କରିବା ବଦଳରେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ଆଜି ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରିବା ସହ ତାଙ୍କ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଖାଲି ସେତିକି ନୁହେଁ, ଆଜି ଛାତ୍ର କଂଗ୍ରେସର କର୍ମୀମାନେ ବିଧାୟକ ସୁଶାନ୍ତ ସିଂଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରିଥିଲେ ।
ଆପଣ ଏହାର ଜରିଆରେ ଋଣ ନେଇପାରିବେ ଏବଂ ପରେ ସେହି ଟଙ୍କାକୁ ସ୍ୱଳ୍ପ ଆକାରରେ ପରିଶୋଧ କରିପାରିବେ ବୋଲି କୁହାଯାଇଛି । ଟ୍ରାଭେଲ୍ ଫିନଟେଚ୍ ପ୍ଲାଟଫର୍ମ ‘ସାନକଶ’ ଗ୍ରହକମାନଙ୍କ ପାଇଁ MNPL ଯୋଜନା ନେଇଆସିଛି ।
ଇନଷ୍ଟାଗ୍ରାମରେ ଲାଇଭ କଲାବେଳେ, ଅଭାବନୀୟ ଘଟଣା। ଜଣକ ପରେ ଜଣେ ପାଣିରେ ବୁଡ଼ି ୪ ଜଣଙ୍କ ଜୀବନ ଚାଲି ଯାଇଛି।
ଗୁପ୍ତ ସୂଚନା ଆଧାରରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍ ।
ଜଳନ୍ଧର ମହିତପୁର ଅଞ୍ଚଳରେ ପୋଲିସକୁ ଚକମା ଦେଇ ଖସିଯାଇଛି ଅମ୍ରିତ ପାଲ । ପୋଲିସ ତାକୁ ୨୦-୨୫ କିଲୋମିଟର ଗୋଡ଼ାଇ ଥିଲେ ମଧ୍ୟ ସେ ଖସିଯିବାରେ ସକ୍ଷମ ହୋଇଥିଲା ।