• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

SAT
କାଏମ ରହିଲା SAT ଉଚ୍ଛେଦ ନିଷ୍ପତ୍ତି

ସ୍ୟାଟ୍ ଉଚ୍ଛେଦ ନେଇ ଗତ ୨୦୧୯ରେ ବିଜ୍ଞପ୍ତି ଜାରି କରିଥିଲା କେନ୍ଦ୍ର ।

Mamata Banerjee
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ

special story
ସ୍ୱାମୀ-ସ୍ତ୍ରୀଙ୍କ ଏମିତି କଳି, ଅନ୍ଧାର ରାସ୍ତାରେ ଛୁଆକୁ ଛାଡ଼ି ଛୁ . . .

କଳିରୁ ପ୍ରଥମେ ଗାଡିରୁ ସ୍ତ୍ରୀ ଓ ପୁଅକୁ ଓହ୍ଲାଇ ପଳାଇଥିଲା ସ୍ୱାମୀ । ସ୍ୱାମୀ ଯିବା ପରେ ଅନ୍ୟ ଜଣଙ୍କ ସହ ବାଇକରେ ପଳାଇଥିଲେ ସ୍ତ୍ରୀ । ରାତିରେ ପାଟ୍ରୋଲିଂ ବେଳେ ରାସ୍ତାରୁ ଛୁଆକୁ ଉଦ୍ଧାର କଲା ପୋଲିସ ।

New Norms For Banks
ବ୍ୟାଙ୍କ ଦେବାଳିଆ ହୋଇଗଲେ, ବୁଡ଼ିଯିବ କି ଆପଣଙ୍କ ଜମା ଟଙ୍କା ?

ଯଦି ଆପଣ ଟଙ୍କା ଜମା ରଖିଥିବା ବ୍ୟାଙ୍କଟି ଦେବାଳିଆ ହୋଇଯାଏ, ତେବେ କ’ଣ ହେବ ? ଆପଣଙ୍କ ଟଙ୍କା ବୁଡ଼ିଯିବନି ତ ? ଜାଣନ୍ତୁ କ’ଣ ରହିଛି ନିୟମ..

DZ Azex Death Case
ଖୋଲିବ କି ଆଜେକ୍ସଙ୍କ ମୃତ୍ୟୁ ଗୁମର ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଆଜେକ୍ସ(DZ Azex Death Case)ଙ୍କ ବେକରେ ଦାଗ ଥିବା ମଧ୍ୟ ଉଲ୍ଲେଖ

 DJ Ajex death
ଲଚକମଣି ଗୀତ ଗାଉଥିଲେ, ହଠାତ୍‌ କାହିଁକି ଆତ୍ମହତ୍ୟା କଲେ?

ବେଶ୍‌ ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଅକ୍ଷୟଙ୍କ ମୃତ୍ୟୁ ପଛରେ ଜଣେ ଯୁବତୀ ଓ ତାଙ୍କ ସାଙ୍ଗଙ୍କ ସଂପୃକ୍ତି ଥିବା ସିଧାସିଧା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମାତ୍ର ଚାରି ଦିନ ତଳେ ବେଶ୍ ଖୁସ ମିଜାଜରେ ବନ୍ଧୁଙ୍କ ବାର୍ଥ ଡେ’ ପାଳିଥିଲେ ଡିଜେ ଆଜେକ୍ସ । କେକ୍ ଖୁଆଇଥିଲେ, ସେଲଫି ବି ନେଇଥିଲେ । ହେଲେ ଦିନ ୫ଟା ପରେ ବଦଳିଯାଇଛି ସମସ୍ତ ଚିତ୍ର ।

Buddha Jayanti Park
ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଗୁପଚୁପ୍‌ ଖାଇଲେ ମୋଦି

ଜାପାନ G-7ର ଅଧ୍ୟକ୍ଷତା କରୁଥିବାବେଳେ G-20ର ଅଧ୍ୟକ୍ଷତା କରୁଛି ଭାରତ । ତେଣୁ ଉଭୟ ଦେଶ ମିଶି ଅନ୍ତର୍ଜାତୀୟ ସମୁଦାୟର ବିକାଶ ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Weather Update
ଆଜିଠୁ ରାଜ୍ୟରେ କମିବ ବର୍ଷା, ବଢିବ ତାପମାତ୍ରା

ରାଜଧାନୀ ଭୁବନେଶ୍ୱରରେ ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

Amazon
ଗ୍ରାହକଙ୍କୁ Amazonର ଉପହାର; ମିଳିବ ୨୫ଶହ ଟଙ୍କା !

ଆଜି ସକାଳ ୮ଟାରୁ ଆମାଜନ ତା’ର ଗ୍ରାହକମାନଙ୍କ ପାଇଁ ଏହି ପ୍ରତିଯୋଗିତା ଆରମ୍ଭ କରିଥିବା ବେଳେ ରାତି ୧୨ଟା ପର୍ଯ୍ୟନ୍ତ ଏହା ଚାଲୁ ରହିବ ।

On this day mercury-venus-mars-jupiter and Uranus will gather together
ଆଉ ୮ ଦିନ ପରେ ମହାକାଶରେ ହେବ ଚମତ୍କାର; ପୃଥିବୀରୁ ଦେଖାଯିବ…

ଆପଣ ଜ୍ୟୋତିର୍ବିଜ୍ଞାନ ବିଷୟରେ ଜାଣିବାକୁ ଆଗ୍ରହୀ କି? ଅନ୍ତରୀକ୍ଷ, ଗ୍ରହ ଏବଂ ନକ୍ଷତ୍ର ବିଷୟରେ ଜାଣିବାକୁ ଚାହାନ୍ତି କି? ତେବେ ଆପଣଙ୍କ ପାଇଁ ଖୁସି ଖବର। ଏହିଦିନ ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ। କ’ଣ ହେବ ଆସନ୍ତୁ ଜାଣିବା।

Malkanagiri News
ମେଡିକାଲରେ ମିଛ ନାଟକ; ଗର୍ଭବତୀ କାର୍ଡ କରି ପାଉଥିଲେ ସରକାରୀ ସୁବିଧା

ମାଥିଲି ବ୍ଲକ୍ ବିରେନପାଲିର କୌଶଲ୍ୟା ଭୂୟାଁ ଗର୍ଭବତୀ ଥିବା ମିଛ ବାହାନା କରି ପ୍ରତିମାସରେ ଏଏନଏମଙ୍କ ପାଖକୁ ଯାଉଥିଲେ ।ଏପରିକି ଗର୍ଭବତୀ କାର୍ଡ କରି ସମସ୍ତ ସରକାରୀ ସୁବିଧା ପାଉଥିଲେ ।

Tattoo
ସାବଧାନ !! ହାତରେ କି ବେକରେ ଟାଟୁ କରିଛନ୍ତି କି ? ଡାକ୍ତର କହିଲେଣି ବଡ଼ ବିପଦ ହୋଇପାରେ ଟାଟୁ

ଟାଟୁ କରିବାକୁ ହେଲେ ଛୁଞ୍ଚି ଓ ରଙ୍ଗରେ ଭିନ୍ନ ଭିନ୍ନ ଚିତ୍ର କିମ୍ବା କିଛି ନାଁ ଲେଖିବାର ଟ୍ରେଣ୍ଡ ଚାଲିଛି । ହେଲେ ଆଜିର ଯୁବପିଢି ଟାଟୁ ନାଁରେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରୁଥିବା ସହିତ ପ୍ଲାଷ୍ଟିକ ସର୍ଜରୀ ଭଳି ମାରାତ୍ମକ ଉପାୟକୁ ବି ଆପଣାଉଛନ୍ତି । ହେଲେ ସାମାନ୍ୟତମ ଅସାବଧାନତା ହେଲେ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି ହେବା କଥାକୁ କିନ୍ତୁ ସେମାନେ ଭୁଲି ଯାଉଛନ୍ତି ।

Home Department
ଗୃହ ବିଭାଗର ଶ୍ୱେତପତ୍ର; ରାଜ୍ୟରେ ୧୫% ବଢ଼ିଛି ଅପରାଧ

ଗୃହ ବିଭାଗର ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧ ଲକ୍ଷ ୭୮ହଜାର ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଲୁଣ୍ଠନ, ୫୪୬୭ଟି ସିନ୍ଧିଚୋରି, ୧୪ ହଜାର ୮୯୩ଟି ଚୋରି, ୩ ହଜାର ୧୮୪ଟି ଦୁଷ୍କର୍ମ ମାମଲା ସାମିଲ ଅଛି ।

 Panchang
Today Panchang 21st March 2023: ଜାଣନ୍ତୁ, ଆଜିର କେଉଁ ମୁହୂର୍ତ୍ତ ହେବ ଶୁଭ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Jay Jagannath
ଶ୍ରୀଜିଉଙ୍କ ଶ୍ରୀଅଙ୍ଗର ହୋଇନି କ୍ଷତି ସୂଚନା ଦେଲେ ବରିଷ୍ଠ ଦଇତାପତି ସେବାୟତ

ମୂଷା ଓ ଅସରପା ଏସବୁକୁ କାଟି ଦେଇଥିବା କହିଛନ୍ତି ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରା । ଖସାପଡା ନୀତି ସମୟରେ ଏହାକୁ ଭରଣା କରାଯାଇଛି । କୌଣସି ପ୍ରକାରରେ ମହାପ୍ରଭୁଙ୍କ ଦାରୁ କ୍ଷତି ହୋଇନାହିଁ କିନ୍ତୁ ତୁରନ୍ତ ମୂଷାର ଦୋରାତ୍ମକୁ ଦୂର ନକଲେ ଶ୍ରୀଅଙ୍ଗ ପ୍ରତି ବିପଦ ରହିଛି ବୋଲି ସେ ଦୋହରାଇଛନ୍ତି ।

Hospital staff demands bribe
୨ ହଜାର ଏବେ ଦିଅ...ସାଙ୍ଗେ ସାଙ୍ଗେ ପୋଷ୍ଟମର୍ଟମ ରିପୋର୍ଟ ନିଅ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ସେଇ ଭଦ୍ର ବ୍ୟକ୍ତି ଜଣକ ଦୁଇଟି କିସ୍ତିରେ ଲାଞ୍ଚ ବି ନେଇଛନ୍ତି । ଗତ ଫେବୃୟାରୀ ୫ ତାରିଖରେ ତେଲକୋଇ ଥାନାର କଳାବତୀ ବେହେରା ନାମକ ଜଣେ ବୃଦ୍ଧା ନାଳରେ ବୁଡି ପ୍ରାଣ ହରାଇଥିଲେ । ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗଣପତି ପ୍ରଧାନ କଳାବତୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ବେଳେ ରିପୋର୍ଟ ଦେବା ପାଇଁ ପରିବାର ଲୋକଙ୍କୁ ବାରମ୍ବାର ମେଡିକାଲକୁ ଦୌଡାଇବା ପରେ ପ୍ରଥମେ ୩ ହଜାର ଓ ପରେ ୨ ହଜାର ଟଙ୍କା ଲାଞ୍ଚ ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

Rupert Murdoch
୯୨ ବର୍ଷରେ ୫ମ ବିବାହ କରିବେ ରୂପର୍ଟ; ଖୁବ୍‌ଶୀଘ୍ର ପାଇବେ ନୂଆ ଜୀବନସାଥୀ

ଚଳିତ ବର୍ଷ ଏପ୍ରିଲ ଶେଷରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡ଼ିଛି । ଗତ ବର୍ଷ ମରଡୋକ୍‌ ତାଙ୍କର ୪ର୍ଥ ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ ।

world poetry day 2023
World Poetry Day: କବିତା ନିଜର ଭକ୍ତି ଏବଂ ପ୍ରେମକୁ ପ୍ରକାଶ କରିବାର ସର୍ବୋତ୍ତମ ରୂପ

କବିତା ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ଏବଂ ନିଜର ଭକ୍ତି ଏବଂ ପ୍ରେମକୁ ପ୍ରକାଶ କରିବାର ସର୍ବୋଚ୍ଚ ଏବଂ ସର୍ବୋତ୍ତମ ରୂପ ଭାବରେ ଏହାକୁ ବିବେଚନା କରାଯାଏ। ଆପଣ ନିଜକୁ କବିତାର ରୋମାଣ୍ଟିକ୍ ବା କବିତାର ଭକ୍ତିପୂର୍ଣ୍ଣ ଦିଗ ସହିତ ଯୋଡିପାରିବେ।

Farmer Problem
ସବୁ ସାରିଦେଲା ବର୍ଷା : ହିଡ଼ ମୁଣ୍ଡରେ କାନ୍ଦୁଛି ଚାଷୀ

୩ ମାସର କଠିନ ପରିଶ୍ରମ ଓ ଲକ୍ଷାଧିକ ଟଙ୍କାର ତରଭୁଜ ଓ ପନି ପରିବା ଗତକାଲି ବର୍ଷା ଓ କୁଆ ପଥର ମାଡ଼ରେ ନଷ୍ଟ ହେବାକୁ ବସିଲାଣି । ତେଣୁ କେମିତି ଫସଲକୁ ବଞ୍ଚାଇବେ ସେନେଇ କସରତ କରୁଛି ଚାଷୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କୃଷ୍ଣନଗର ଗାଁର ୧୦ ଜଣ ଚାଷୀଙ୍କର ଏବେ ସମଦଶା । ପାଖାପାଖି ୧୬ ଏକର ଜମିରେ ୧୦ ଲକ୍ଷ ଟଙ୍କା ବିନିଯୋଗ କରି ତରଭୁଜ ଓ ପନିପରିବା ଚାଷ କରିଥିଲେ । ଖରାଦିନେ ଲାଲ ଟକଟକ ମିଠା ତରଭୁଜ ବିକି ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା

reels in darkness
ପ୍ରତିଶ୍ରୁତି ହେଲା ପ୍ରତାରଣା : ୫ ବର୍ଷ ହେଲା ଗାଁରେ ଜଳୁନି ବିଜୁଳି

ମୟୂରଭଞ୍ଜ କପ୍ତିପଦା ବ୍ଲକ ମାଙ୍କଡପଡାର ଚେମଚେଟା ଗାଁରେ ୩୦ରୁ ଉର୍ଦ୍ଧ୍ୱ ଲୋଧା ପରିବାର ବସବାସ କରନ୍ତି । ଆଜି କି କାଲି ନୁହେଁ ବରଂ ବର୍ଷବର୍ଷ ଧରି ପାହାଡ ଉପରେ ସେମାନେ ରହିଆସୁଛନ୍ତି । ପାହାଡ ଉପରେ ରହୁଥିବାରୁ ଅଧିକାଂଶ ମୌଳିକ ସୁବିଧା ବି ଏମାନେ ପାଇନାହାନ୍ତି । ବିଜୁଳି ଜଳିବ, ଗାଁ ଆଲୋକିତ ହେବ...କିଛି ଏମିତି ଆଶାରେ ପ୍ରଶାସନ ଗାଁର ଅନେକ ପରିବାରକୁ ସୋଲାର ଲାଇଟ୍‌ ଯୋଗାଇ ଦେଇଥିଲା । କିନ୍ତୁ ବାସ୍ତବରେ ତାହା ଏଯାଏଁ ଜଳିଲା ନାହିଁ କି ଗାଁ ଆଲୋକିତ ହେଲା ନାହିଁ ।

Rajkumari Ratnavati girl's school
ମରୁଭୂମିରେ ମହିଳାଙ୍କ ପାଇଁ ସ୍ୱପ୍ନ ବୁଣୁଛି ଏହି ବିଦ୍ୟାଳୟ

ଝିଅମାନଙ୍କ ସ୍ୱପ୍ନ ସାଜିଛି ରାଜକୁମାରୀ ରତ୍ନାବତୀ ବାଳିକା ବିଦ୍ୟାଳୟ। ଏଇ ବିଦ୍ୟାଳୟ ସ୍ଥାନୀୟ ବାଳିକା ଶିଶୁ ତଥା ସେମାନଙ୍କ ପିତାମାତାଙ୍କ ପାଇଁ ଆଶାର ଆଲୋକ ସାଜିଛି। ଏହା କେବଳ ଝିଅମାନଙ୍କ ଶିକ୍ଷାର ସାଧନ ସାଜି ନାହିଁ ବରଂ ସେମାନଙ୍କୁ ଦେଇଛି ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବାର ସାହସ।

Navaratri
Chaitra Navratri 2023 Lucky Rashi: ମାଆ ଦୁର୍ଗାଙ୍କ କୃପାରୁ ଏହି ୫ ରାଶିର ବ୍ୟକ୍ତିଙ୍କ ବଦଳିବ ଭାଗ୍ୟ

ଚଳିତ ବର୍ଷ ଚୈତ୍ର ନବରାତ୍ରୀର ମହତ୍ୱ ଢ଼େରଗୁଣା ବଢ଼ିବ । ତେବେ ଆସନ୍ତୁ, ଜ୍ୟୋତିଷ ଡ଼ ଅରୁଣେଶ କୁମାର ଶର୍ମାଙ୍କଠାରୁ ଜାଣିବା ଯେ, କେଉଁ ରାଶି ପାଇଁ ନବରାତ୍ରୀ କି ପ୍ରଭାବ ପକାଇବ ।

Pakhala Dibasa Popular Odia Cuisine To Help ‘Beat The Heat’ On Summers
ପଖାଳ ଆମ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ

ପୂର୍ବରୁ ପଖାଳ କହିଲେ ବାସି କିମ୍ବା ସଜ ପଖାଳ । ହେଲେ ଏବେ ପଖାଳ, ପଚାଶ ପ୍ରକାରର । ମଲ୍ଲିଫୁଲିଆ, ମୁଡି ପଖାଳ, ଛୁଙ୍କ ପଖାଳ, ଚିପୁଡା ପଖାଳ, ଘିଅ ପଖାଳ, ଲେମ୍ବୁ ଓ ଦହି ଛୁଙ୍କ ଦିଆ ପଖାଳ ।

odisha farmer
ଅଦିନିଆ ବର୍ଷା ଧୋଇନେଲା ଚାଷୀ ସମ୍ପତ୍ତି; ଉଜୁଡ଼ିଲା ସୁନାର ଫସଲ

ରାୟଗଡ଼ାର କାଶୀପୁର, କଳାହାଣ୍ଡିର କୋକସରା ଆଉ ଭଦ୍ରକର ବାସୁଦେବପୁର । ପଶ୍ଚିମା ଝଡ଼ ପ୍ରଭାବରେ ହଠାତ ଝଡ-ବର୍ଷା ପରେ ସବୁଠି ପୂରନ୍ତା କ୍ଷେତର ଉଜୁଡ଼ା ସ୍ଥିତି ଉପଜିଛି ।

Srimandir
ଗର୍ଭ ଗୃହରେ ଉତ୍ପାତ କରୁଛନ୍ତି ମୂଷା-ଅସରପା !

ପାରମ୍ପରିକ ଉପାୟରେ କର୍ପୁର, ଚୂଆ, ଚନ୍ଦନ ଓ କସ୍ତୁରୀରେ ପ୍ରସ୍ତୁତ ସାମଗ୍ରୀରେ ଅସରପା ବଂଶ ନିପାତ ସହ ମୂଷାମରା ଯନ୍ତ୍ର ବହୁଳ ବ୍ୟବହାର ପାଇଁ ଉଠିଛି ଦାବି ।