• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ ରାତ୍ରି ୦୪.୧୭ ଗତେ ସିଂହ,ତିଥି – ୪ର୍ଥୀ ସନ୍ଧ୍ୟା ୦୫.୨୮ ଗତେ ୫ମୀ । ଘାତ ଚନ୍ଦ୍ର – ରାତ୍ରି ୦୪.୧୭ ଗତେ କର୍କଟ, ମକର ,ଘାତ ବାର – ତୁଳା, କୁମ୍ଭ ,ପୁଷ୍କର ଦୋଷ – ନାସ୍ତି ।

ଶୁଭ ସମୟ:

ପ୍ରାତଃ ୦୫.୧୨ ରୁ ୦୬.୦୫

ଦିବା ୦୯.୩୬ ରୁ ୧୧.୨୨

ସନ୍ଧ୍ୟା ୦୭.୦୭ ରୁ ୦୯.୧୭

ରାତ୍ରି ୦୧.୦୯ ରୁ ୦୨.୨୯

ରାତ୍ରି ୦୩.୪୬ ରୁ ୦୫.୧୨

ଅଧିକ ପଢ଼ନ୍ତୁ: ଘରେ ଏହିସବୁ ବାସ୍ତୁ ଦୋଷ ଥିଲେ ଗୃହବାସୀ ଋଣଗ୍ରସ୍ତ ହୋଇଥାନ୍ତି

ଅଶୁଭ ସମୟ:

ଋାହୁକାଳ – ଦିବା ୦୧.୨୭ ରୁ ୦୩.୦୬

କାଳବେଳା – ଦିବା ୦୩.୦୬ ରୁ ୦୪.୪୫

ବାରବେଳା – ଦିବା ୦୪.୪୫ ରୁ ୦୬.୨୪

କାଳରାତ୍ରି – ରାତ୍ରି ୧୧.୪୮ ରୁ ୦୧.୦୯