କୋରାପୁଟ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆଜିକୁ ୧୨ଦିନ ହେଲାଣି କଲମ ଛାଡ଼ ଆନ୍ଦୋଳନରେ ବସିଛନ୍ତି ଜିଲ୍ଲାର ସମସ୍ତ ପଞ୍ଚାୟତ ଅଫିସ୍ରେ ନିଯୁକ୍ତ ପିଇଓ ବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ।
ଉଜ୍ବଳା ଯୋଜନାରେ ଯୋଡ଼ି ହେବେ ୭୫ ଲକ୍ଷ ନୂଆ ଉପଭୋକ୍ତା । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଗୃହିଣୀ ଖୁସ୍ ।
ଯାଜପୁରରେ 5T ଲେଖା ଟି-ସାର୍ଟ ପିନ୍ଧି ଆବିର୍ଭାବ ହେଲେ ଯୁବ ଗୋଷ୍ଠୀ । ହାତରେ ବାଉଁଶ ବହ୍ଲା ଧରି ପୋଲିସ୍ ଉପସ୍ଥିତିରେ କଲେ ଉତ୍ପାତ ।
ସେପଟେମ୍ବର ୨ୟ ସପ୍ତାହରେ ଭାଙ୍ଗିବାକୁ ହୋଇପାରେ ନିଷ୍ପତ୍ତି । ଲୋକସଭା ଭୋଟ୍ ବି ଆଗୁଆ ହେବା ନେଇ କଳ୍ପନା ଜଳ୍ପନା ।
ଇଟାନିୟମ୍, ମାଙ୍ଗାନିଜ୍ ଥିବା ସ୍ପଷ୍ଟ କଲା ରୋଭର୍ ।
ଆଗାମୀ ଦୁଇ ମାସ ଯାଏଁ କୋଚିଂ କେନ୍ଦ୍ରରେ କୌଣସି ଟେଷ୍ଟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏଭଳି ସମୟରେ ଚୀନ ପୁଣି ଥରେ ନୂଆ ବିବାଦ ସୃଷ୍ଟି କରିଛି ।
ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଇଥାନଲ୍ରେ ଚାଳିତ ଗାଡ଼ି ଲଞ୍ଚ କରିଛନ୍ତି ।
ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ ।
ଘର ମାଲିକ ନିବାରଣ ନଗଦ ୨ କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ ।
ନିର୍ଦ୍ଦୟ ମଣିଷ.. ଦୀର୍ଘ ୪ ଦିନ ହେଲା ଗାଈକୁ ବାନ୍ଧି ରଖିଛି ଚାଷୀ
ଏନେଇ ଘୋଷଣା କଲା ଓଡ଼ିଶା ଲୋକସେବା ଆୟୋଗ ।
ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର ଜାତୀୟ କ୍ୟାରିୟର ସେବା (NCS) ପୋର୍ଟାଲ ୨୮ ଅଗଷ୍ଟ ୨୦୨୩ରେ ଦଶ ଲକ୍ଷରୁ ଅଧିକ ସକ୍ରିୟ ପଦବୀ ପଞ୍ଜିକୃତ କରିଛି। ଏହି ପଦବୀଗୁଡିକ ସରକାରୀ କ୍ଷେତ୍ରର ବିଭିନ୍ନ ନିଯୁକ୍ତିଦାତାଙ୍କ ଦ୍ୱାରା ମଧ୍ୟ ସୂଚିତ କରାଯାଇଛି।
କେଉଁ ସମୟ ରାକ୍ଷୀ ବାନ୍ଧିବା ଲାଗି ଶୁଭ ସମୟ । ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ।
ଉଜ୍ଜ୍ବଳା ଯୋଜନା ଉପଭୋକ୍ତାକୁ ମିଳିବ ମୋଟ ୪ଶହ ଟଙ୍କା ସବ୍ ସିଡି। ପୂର୍ବରୁ ମିଳୁଥିବା ୨୦୦ ଏବଂ ଏବେର ୨୦୦ ମିଶାଇ ମୋଟ ୪୦୦ ଟଙ୍କା ସବସିଡି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।
ବାବୁ ଆମ ଗାଁକୁ ରାସ୍ତା କେବେ ଦେବୁ ? କାହିଁକି ଏତେ ଦିନ ହେଲା ଆମ ଗାଁକୁ ରାସ୍ତା ହେଉନି ? ଜନଶୁଣାଣି ଶିବିରରେ ପ୍ରଶାସନିକ ଅଧିକାରୀଙ୍କ ଆଗରେ ଏଭଳି ପ୍ରଶ୍ନ କରିଛନ୍ତି ଜଣେ ଅନୁସୂଚିତ ଜନଜାତି ବୃଦ୍ଧା।
ପ୍ରଥମେ ରାକେଶ ରୋଶନ, ଆଉ ଏବେ ଇନ୍ଦିରା ଗାନ୍ଧୀଙ୍କୁ ଚନ୍ଦ୍ରକୁ ପଠାଇଲେ ମମତା
ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ କସରତ ..ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖୋରାକ ଦେଲା ଇସିଆଇ ଅଧିକାରୀଙ୍କ ଗସ୍ତ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ନିର୍ବାଚନ ସଂପର୍କୀତ ସମୀକ୍ଷା କରିବେ ।
ସେପ୍ଟମ୍ବର ୧୯ ତାରିଖ ଅର୍ଥାତ୍ ଗଣେଶ ପୂଜା ଦିନ ଜିଓ ଏୟାରଫାଇବର ଲଞ୍ଚ୍ ହେବ। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଘୋଷଣା କରିଛନ୍ତି।
ମହିଳା ଜଣକ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ । ହେଲେ ପୁରୁଷ ଜଣକ ମହିଳାଙ୍କ ପିଲା ଦୁଇଟିକୁ ଗ୍ରହଣ କରିବାକୁ ମନା କରିଥିଲେ ।
ଗୋଲ୍ଡେନ୍ ବୟ ନୀରଜ୍ ଚୋପ୍ରା ହଙ୍ଗେରୀରେ ହେଉଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ଫିଟ୍ନେସ୍କୁ ନେଇ ଖୁବ ସଚେତନ। ଆସନ୍ତୁ ଜାଣିବା ସକାଳୁ ଉଠିବା ଠାରୁ ବେଡ୍କୁ ଯିବା ପର୍ଯ୍ୟନ୍ତ ସେ କ’ଣ ଖାଆନ୍ତି।
ତୁଳସୀଙ୍କ ଭାଗ୍ୟରେ ଯେପରି ମହଣ ମହଣ ଦୁଃଖ...ନା ନିଜର ବୋଲି କେହି ଅଛନ୍ତି, ନା ରହିବାକୁ ଘର ଖଣ୍ଡେ ଅଛି..
ସ୍କୁଲ୍ରେ ପିଲା ପଢୁଛନ୍ତି ମାତ୍ର ୨୩ ଜଣ, ହେଲେ ଶୌଚାଳୟ ଅଛି ୧୩ଟି। ହେଲେ ୧୦ ବର୍ଷ ହେଲାଣି ପିଲାଙ୍କ ସୁରକ୍ଷା ପାଇଁ ପାଚେରି ନିର୍ମାଣ ହୋଇପାରିନି, କିନ୍ତୁ ବାରମ୍ବାର ତିଆରି ଚାଲିଛି ଏକାଧିକ ଶୌଚାଳୟ।
ପ୍ରଶାନ୍ତ ଜଗଦ୍ଦେବ ବିଜେପି ଯିବା ସମ୍ଭାବନା ନେଇ ସସ୍ମିତ ପାତ୍ରଙ୍କ ମନ୍ତବ୍ୟ ପରେ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘ସସ୍ମିତଙ୍କ ଆରୋପ ପୂରା ମିଛ, କେନ୍ଦ୍ରମନ୍ତ୍ରୀଙ୍କ ସହ କିଛି ଯୋଗାଯୋଗ ନାହିଁ। ଯଦି ପ୍ରମାଣ ଅଛି ଦିଅନ୍ତୁ, ନା ତୃତୀୟ ମହଲା ଇଙ୍ଗିତରେ ଏକଥା କହୁଛନ୍ତି’ ।
5T ସଚିବଙ୍କ ଯାଜପୁର ଟାଉନ୍ ଗସ୍ତକୁ ଜିଲ୍ଲା କଂଗ୍ରେସର ସଦସ୍ୟ ବିରୋଧ କରିଛନ୍ତି। ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେବା ସହ ରେଡକ୍ରସ୍ ଛକରୁ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।