ବାସ୍ତୁଶାସ୍ତ୍ରର ବିଷୟ ଖୁବ ବିଶାଳ। ଏ ବିଷୟରେ ବହୁ ଶାସ୍ତ୍ରକାର ବହୁପୁସ୍ତକ ରଚନା କରିଛନ୍ତି। ଭବନ ନିର୍ମାଣ ପାଇଁ ବାସ୍ତୁ ଦେବତା ବା ବାସ୍ତୁ ପୁରୁଷଙ୍କର ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ଗୃହ ନିର୍ମାଣ ଆରମ୍ଭ କରିବାକୁ ହେଲେ କେଉଁ କେଉଁ ସମୟରେ ବାସ୍ତୁ ପୂଜା କରିବା ପାଇଁ ଶାସ୍ତ୍ରୀୟ ବିଧାନ ରହିଛି।
ସେପ୍ଟେମ୍ୱର ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେସନ। ୱାନ ନେସନ ୱାନ୍ ଇଲେକସନ୍ ବା ଏକକ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା। ଖୋରାକ ଯୋଗାଇଲା କେନ୍ଦ୍ର ପକ୍ଷରୁ ଗଠିତ ଏ ସଂକ୍ରାନ୍ତୀୟ ସ୍ୱତନ୍ତ୍ର କମିଟି ।
ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ପୁଷ୍କରା’ର ଟ୍ରେଲର୍। ଓଡିଶା ମାଟିର ଗାଥା କହିବ ଫିଲ୍ମ। କୁହାଯାଉଛି ଯେ ବହୁ ଦିନ ପରେ ଓଡ଼ିଆ ସିନେମା ଜଗତରେ ଏକ ବିପ୍ଲବ ସୃଷ୍ଟିକାରୀ କାହାଣୀକୁ ପରଦାକୁ ଆଣିବାକୁ ଚେଷ୍ଟା କରାଯାଇଛି।
ମଟନ ବିରିୟାନୀ ପାଇଁ ଝଗଡ଼ା । ଅତିଥି ମଟନ ବିରିୟାନୀ ଖାଉଥିବା ବେଳେ ସେଥିରୁ ମଟନ ନ ବାହାରିବାରୁ ପାଟିଟୁଣ୍ତ ଲାଗିଲା । ତା’ପରେ..
‘ଜେଲର’ ମାଧ୍ୟମରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇପାରିଛନ୍ତି ରଜନୀକାନ୍ତ। କାରଣ ଏହାର ଲାଭାଂଶ ବିଷୟରେ କହିବାକୁ ଗଲେ ରଜନୀକାନ୍ତଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୧୦ କୋଟି ଟଙ୍କା ମିଳିଛି। ଖାଲି ଯେ ଟଙ୍କା ନୁହେଁ, ବର୍ତ୍ତମାନ ଫିଲ୍ମର ନିର୍ମାତା ଫିଲ୍ମର ସଫଳତାରେ ଖୁସି ହୋଇ ଅଭିନେତାଙ୍କୁ BMW X7 କାର୍ ଉପହାର ଦେଇଛନ୍ତି।
ଟ୍ରେଲର ରିଲିଜର କିଛି ସମୟ ମଧ୍ୟରେ ଏହାକୁ ଭରପୁର ସମର୍ଥନ ମିଳିବାରେ ଲାଗିଛି । ଫିଲ୍ମର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ଓ ସୁପ୍ରିୟା ନଜରରେ ଆସିଛନ୍ତି ।
ସେହିପରି ଯାଜପୁର, ବାଲେଶ୍ୱର, ଭଦ୍ରକ, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ସୋନପୁର ଜିଲ୍ଲରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, ବଲାଙ୍ଗୀର, ମାଲକାନଗିରି, କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆଜିଠୁ ଆରମ୍ଭ ହେଉଛି ଜାତୀୟ ପୁଷ୍ଟି ସପ୍ତାହ। ଏହି ଅବସରରେ ଆମେ ଆଜି ଭିଟାମିନ୍ D ର ଉପକାରୀତା ବିଷୟରେ ଜାଣିବା। ଭିଟାମିନ D ହେଉଛି ଏମିତି ଏକ ଉତ୍ସ ଯାହା ହାଡକୁ ଶକ୍ତ କରିବା ସହିତ ପ୍ରତିରକ୍ଷା ପ୍ରଣାଳୀକୁ ଉନ୍ନତ ରଖିବା ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ବିଶ୍ୱାସ କରାଯାଏ। କେବଳ ଏତିକି ନୁହେଁ, ଏଥିରୁ ଆମ ଶରୀରକୁ ଆହୁରି ଅନେକ କିଛି ଲାଭ ମଧ୍ୟ ମିଳିଥାଏ। ତେବେ ଆସନ୍ତୁ ଏହା ଆମେ କେଉଁ ଖାଦ୍ୟରୁ ପାଇବା ଜାଣିନେବା।
ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମାଗଣାରେ ST/SC ପିଲାମାନେ ପାଠପଢ଼ିବେ । ଏଥିପାଇଁ ଅଭିଭାବକଙ୍କୁ କୌଣସି ଖର୍ଚ୍ଚ ବହନକରିବାକୁ ପଡ଼ିବନାହିଁ ।
ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କୁ ମିଳିବ ପିତାମାତାଙ୍କ ସମ୍ପତ୍ତିରୁ ଭାଗ ।
କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ବାସଭବନରେ ଶୁକ୍ରବାର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ପୋଲିସ୍ ଜବତ କରିଛି।
‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗଠନ କରିଛନ୍ତି କମିଟି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ।
ବିଚ୍ ରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ। ହାତରେ ଖଣ୍ଡା ଓ ମାର୍ତୁଲ ଧରି ମାର୍କେଟରେ ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି।
ଧୋଇ ଯାଇପାରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ । ଦର୍ଶକଙ୍କ ସବୁ ଆଶା ଫସର ଫାଟି ଯାଇପାରେ । କାରଣ କାଲି ମ୍ୟାଚ୍ରେ ୬୭ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଅଭିନେତ୍ରୀଙ୍କ ମୃତଦେହ। ୩୩ ବର୍ଷୀୟା ଏହି ଅଭିନେତ୍ରୀ କିଛି ଫିଲ୍ମ ଓ ସିରିଏଲ୍ ଅଭିନୟ କରିଥିଲେ।
ଚନ୍ଦ୍ରର ଦକ୍ଷିଣ ମେରୁ ମାଟିରେ ଭରି ରହିଛି ସଲଫର୍। ତେବେ ଏହା କାହିଁକି ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ ? ଚନ୍ଦ୍ରୟାନ-୩ ମିଶନ ଜହ୍ନ ରାଇଜରେ ବିଭିନ୍ନ ଉପାଦାନ ଠାବ କରିଥିଲେ ବି, ସଲଫର୍କୁ ନେଇ ଅଧିକ ଉତ୍ସାହିତ ଇସ୍ରୋ ।
ଏହି ଚାକିରି ପାଇଁ ଅକ୍ଟୋବର କିମ୍ବା ନଭେମ୍ବରରେ ହୋଇପାରେ ଲିଖିତ ପରୀକ୍ଷା ।
ଭୋଟ୍ ବାତିଲ କରାଯିବାରୁ ବିପିନ ପ୍ରଧାନଙ୍କ ସମର୍ଥକ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।
ପାରାଦୀପର ଏକ ମାଛଧରା ବୋଟ୍ ସମୁଦ୍ର ମଧ୍ୟରେ ଆଙ୍କରେଜ କରିଥିବା ବେଳେ ଦଉଡି ସାହାଯ୍ୟରେ ବୋଟ୍କୁ ଚଢି ଯାଇଥିଲା ସନ୍ଦିଗ୍ଧ ଯୁବକ। ଗଭୀର ସମୁଦ୍ରରେ ଅପରିଚିତ ଯୁବକକୁ ଦେଖି ଛାନିଆ ବୋଟ୍ କର୍ମଚାରୀ।
ଭାଇ ଭଉଣୀର ସମ୍ପର୍କକୁ ମନେପକେଇ ଦେବାର ପର୍ବଟିଏ ହେଉଛି ଖୁଦୁରୁକୁଣୀ। ସମାଜକୁ ନାରୀର ଅବଦାନ ଓ ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରୁଥିବା ପର୍ବ ହେଉଛି ଖୁଦୁରୁକୁଣୀ। ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ।
ଲୋକଙ୍କ ପାଖରେ ବିଭିନ୍ନ ମାଧ୍ୟମରେ ତଅପୋଇର କରୁଣ କାହାଣୀ ଓ ଭାଇ-ଭଉଣୀର ପବିତ୍ର ସଂପର୍କକୁ ଲୋକମାନଙ୍କ ନିକଟରେ ପହଞ୍ଚେଇଛି ମନୋରଂଜନ ଦୁନିଆ। ୧୯୭୮ ମସିହାରେ ଦିଗ୍ଗଜ ଅଭିନେତା ଶରତ ପୂଜାରୀଙ୍କ ନିର୍ଦ୍ଦେଶନା ଓ ସୁବୋଧ ସାମଲକ ପ୍ରଯୋଜନାରେ ଆସିଥିଲା ଓଡ଼ିଆ ଫିଲ୍ମ ‘ତଅପୋଇ’।
ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ। ଭାଦ୍ରବ ମାସର ପ୍ରତି ରବିବାରରେ ଖୁଦୁରୁକୁଣୀ ଓଷା ବ୍ରତ ପାଳନ କରାଯାଏ। ଏହି ଓଷାରେ ଝିଅମାନେ ତଅପୋଇ ଗୀତ ଗାଇଥାନ୍ତି । ତେବେ ଆସନ୍ତୁ ଏହି ଅବସରରେ ଏହି ଓଷାର ପୂରା ଗୀତକୁ ଜାଣିନେବା।
ଓଡ଼ିଆ କୁଆଁରୀ ଝିଅମାନେ ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ। ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପଡିଥାଏ। ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ କହେ ଏହି ଖୁଦୁରୁକୁଣୀ ଓଷା। ଆସନ୍ତୁ ଜାଣିବା ପୂରା କାହାଣୀ।
ପ୍ରତିବର୍ଷ ଭାଦ୍ରବ ମାସର ରବିବାରରେ ‘ଖୁଦୁରୁକୁଣୀ ଓଷା’ ପାଳନ କରାଯାଏ। ଏହି ଓଷା ମାଧ୍ୟମରେ ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ଏହା କିପରି ପାଳନ କରାଯାଏ।
ପରିମାଣିକ ଟିକେଟ ଦ୍ୱାରା ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରଖିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ପ୍ରସ୍ତାବ ରଖିଛନ୍ତି ।