• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

tragic story
ରାକ୍ଷୀ ପୁନେଇଁ ଦିନ ଭାଇକୁ ଛଡ଼ାଇ ନେଲା ବିଧାତା,ଶବ ହାତରେ ରାକ୍ଷୀ ବାନ୍ଧି ଶେଷ ବିଦାୟ ଦେଲା ଭଉଣୀ

ସେ ଭଉଣୀର ଯନ୍ତ୍ରଣା କେହି ହୁଏତ ଅନୁଭବ କରିପାରିବେ ନାହିଁ, ଯିଏ ରାକ୍ଷୀ ପୂର୍ଣ୍ଣିମା ଦିନ ହିଁ ନିଜ ଭାଇକୁ ହରାଇଛି

GPS
ଅପରାଧୀଙ୍କୁ ତ୍ରାହି ନାହିଁ, କଏଦୀଙ୍କ ଦେହରେ ଲାଗିବ ଜିପିଏସ୍‌

ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ରହିବ ବନ୍ଦୀର ସବୁ ଗତିବିଧି । ଜିପିଏସକୁ ନଷ୍ଟ କରିବାକୁ ଚେଷ୍ଟା କଲେ ଥାନାକୁ ଆଲର୍ଟ ଯିବ ।

ପାଣ୍ଡିଆନଙ୍କୁ ପୁଣି ଜୋରଦାର୍ ବିରୋଧ
‘ସଚିବ ରାଜୁତି ଚଳିବନାହିଁ, ଚଳିବ ନାହିଁ’ : ପାଣ୍ଡିଆନ ଗୋବ୍ୟାକ୍ ନାରା ଦେଲେ କଂଗ୍ରେସ କର୍ମୀ

ଯାଜପୁରରେ 5T ସଚିବ ଭି କେ ପାଣ୍ଡିଆନଙ୍କୁ ପୁଣି ଜୋରଦାର୍ ବିରୋଧ

Odisha Assembly Speaker election,
ଆସନ୍ତା ୨୧ରେ ବିଧାନସଭା ବାଚସ୍ପତି ନିର୍ବାଚନ,୧୮ରେ ନାମାଙ୍କନ ଦାଖଲ

ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ବାଚସ୍ପତି ପଦ

Flight Service
ଭୁବନେଶ୍ୱରରୁ ଉତକେଲାକୁ ଉଡ଼ିଲା ବିମାନ,ପ୍ରଥମ ଯାତ୍ରୀ ଭାବେ ଗଲେ ମନ୍ତ୍ରୀ ଟୁକୁନି ସାହୁ

ଆରମ୍ଭ ହେଲା ଭୁବନେଶ୍ୱର-ଉତକେଲା ମଧ୍ୟରେ ବିଧିବଦ୍ଧ ବିମାନ ସେବା ।

cancer treatment
କ୍ୟାନସର ସହ ଯୁଦ୍ଧ ହେଲା ସହଜ, ଏଣିକି ମାତ୍ର ୭ମିନିଟରେ ଦେଇହେବ ଇଞ୍ଜେକ୍ସନ

ଘଣ୍ଟାଏ ବଦଳରେ ଏଣିକି ମାତ୍ର ୭ ମିନିଟରେ ଦିଆଯାଇପାରିବ ଇଞ୍ଜେକ୍ସନ...

Crocodile attack
BREAKING : ପୁଣି ମାତିଲା ମଣିଷଖିଆ କୁମ୍ଭୀର, ମଇଁଷି ଚରାଳିଙ୍କୁ ଟାଣିନେଲା

ମଇଁଷି ଚରାଉ ଥିବାବେଳେ ଚରାଳିଙ୍କୁ ଟାଣିନେଲା କୁମ୍ଭୀର

Chandrayaan-3
Chandrayaan-3: ଆଉ ୭ ଦିନରେ ଶେଷ ହେବ ମିଶନ

କାହିଁକି ଆଉ ୭ ଦିନରୁ ଅଧିକ ମାମୁଁଘରେ ରହିପାରିବ ନାହିଁ ଚନ୍ଦ୍ରୟାନ-3 ?

Mallikarjun Kharge
ଖଡ଼ଗେ ହେବେ I.N.D.I.Aର ମୁଖ୍ୟ ସଂଯୋଜକ ! ଆଜିଠୁ ମୁମ୍ବାଇରେ ଦୁଇ ଦିନିଆ ମାନସ ମନ୍ଥନ

ବୈଠକରେ ଖଡ଼ଗେଙ୍କ ନାଁରେ ବାଜିପାରେ ମୋହର । ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍ । ମେଣ୍ଟର ସାଂଗଠନିକ ରୂପରେଖ ବି ସ୍ଥିର ହେବ ।

Today Panchang
Today Panchang 31st August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୩୧ ତାରିଖ,ଗୁରୁବାର...ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

 Dolphin
ଚିଲିକାରେ ବିପଦରେ ବିରଳ ଇରାୱାଡି ପ୍ରଜାତିର ଡଲଫିନ୍, ବୁଡ଼ି ଯିବ କି ବଂଶ ?

ଡଙ୍ଗାର ଫ୍ୟାନ୍, ମାଛ ଜାଲ ଯୋଗୁଁ ଡଲଫିନଙ୍କ ଜୀବନ ଯାଉଛି । କାର୍ଯ୍ୟାନୁଷ୍ଠାନ ହେଉଥିବା କହିଲା ବନ ବିଭାଗ ।

Man Beaten To Death In Odisha's Malkangiri
ନା ପୋଲିସକୁ ନା ଆଇନ୍‌ କାନୁନକୁ ଭୟ ! ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଗଛରେ ଟାଙ୍ଗି ଦେଲେ...

ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ସହ ଶେଷରେ ଗଛରେ ଟାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ।

Rakhi Purnima
ଦ୍ୱନ୍ଦ୍ୱ ଭିତରେ ରାକ୍ଷୀ ସେଲିବ୍ରେସନ; ଭାଇ ହାତରେ ଭଉଣୀ ବାନ୍ଧିଲା ସମ୍ପର୍କର ରେସମୀ ଡୋରି

ଶୁଭ-ଅଶୁଭ ଓ ମଙ୍ଗଳ-ଅମଙ୍ଗଳର ଦ୍ୱନ୍ଦ୍ୱ ଭିତରେ ସାରା ଦେଶରେ ଆଜି ବେଶ୍ ଉତ୍ସାହର ସହ ପାଳିତ ହୋଇଛି ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ । ଭାଇ ହାତରେ ରେସମୀ ଡୋରିଟିଏ ବାନ୍ଧି ଭଉଣୀ ତା ଶୁଭ ମନାସିବା ସହିତ ନିଜର ସୁରକ୍ଷା କାମନା ବି କରିଛି ।

Crimes In Odisha
ଏଣିକି ପୁରା ରାଜଧାନୀ ରହିବ ସିସିଟିଭି ସର୍ଭେଲାନ୍ସରେ..

ସବୁ ଘଟଣା, ଦୁର୍ଘଟଣା, ଅପରାଧ ରେକର୍ଡ ହୋଇ ରହୁଛି କ୍ୟାମେରାରେ, ଅଭିଯୁକ୍ତର ଅଜାଣତରେ । ପୋଲିସ ତଦନ୍ତ ବେଳେ ଏଥିରୁ ମିଳୁଛି ଠୋସ୍ ପ୍ରମାଣ । ଅପରାଧ ରୋକିବାକୁ, ଅପରାଧୀଙ୍କୁ ଚିହ୍ନଟ କରିବାକୁ ବେଶ୍ କାମରେ ଆସୁଛି ସିସିଟିଭି ସର୍ଭେଲାନ୍ସ ।

Solar Mission Aditya-L1
ଲଞ୍ଚପ୍ୟାଡରେ ତୟାର୍ PSLV-C57; ଉତକ୍ଷେପଣ ପାଇଁ ସଜବାଜ ISRO

ସୂର୍ଯ୍ୟ ଅଭିଯାନ ପାଇଁ ସରିଲା ସଜବାଜ । ମିଶନ୍ ଆଦିତ୍ୟ ପାଇଁ ଚୂଡ଼ାନ୍ତ ମହାପ୍ରସ୍ତୁତି । ଲଞ୍ଚପ୍ୟାଡରେ ତୟାର୍ PSLV-C57 ।

Jaga Mission
ଜାଗାମିଶନ ଫର୍ମ-ଟୁ ଟେନସନ୍‌ : ନୋଟିସ୍‌ ପାଇବାର ୩ ଦିନ ଭିତରେ ଟଙ୍କା ନଦେଲେ...

ଜାଗା ମିଶନରେ ଫର୍ମ-୨ ପରେ ସର୍ଭେକୁ ନେଇ ଦ୍ୱନ୍ଦ୍ୱ । ଡ୍ରୋନ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଲେ ହିତାଧିକାରୀ । କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ ।

ATC Tower
ଭୁବନେଶ୍ୱର ଏୟାରପୋର୍ଟରେ ନୂଆ ATC ଟାୱାର; ଜିରୋ ଭିଜିବିଲିଟିରେ ବିମାନକୁ କରିବ ଟ୍ରାକ୍

କାର୍ଯ୍ୟକ୍ଷମ ହୋଇଛି ଭୁବନେଶ୍ୱର ବିମାନବନ୍ଦର ନୂଆ ଏୟାର ଟ୍ରାଫିକ୍ କଂଟ୍ରୋଲ୍ ବା ଏଟିସି ଟାୱାର । ଅଗଷ୍ଟ ୨୪ରୁ ଆରମ୍ଭ ହୋଇଛି ଟ୍ରାଏଲ ରନ୍ । ଉଭୟ ପୁରୁଣା ଓ ନୂଆ ଏଟିସିରୁ ଚାଲିଛି ସମାନ୍ତରାଳ ଅପରେସନ ।

Prafulla Samantra
ପ୍ରଫୁଲ୍ଲ ସାମନ୍ତରାଙ୍କ କିଡ୍‌ନାପ ପଛରେ କିଏ ? ୨୪ ଘଣ୍ଟା ପରେ ବି ଫିଟୁନି ରହସ୍ୟ

ଘଟଣାକୁ ‘ଷ୍ଟେଟ୍ ଟେରରିଜମ୍’ କହି ବର୍ଷିଲେ ପ୍ରଫୁଲ୍ଲ ସାମନ୍ତରା । ଶିଳ୍ପ ନାଁରେ ଶୋଷଣ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ନିଶାନା ।

Gas Politics
ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ଚେକ୍ ଦେବ କି କେନ୍ଦ୍ରର ନିଷ୍ପତ୍ତି ?

କମିଲା ଗ୍ୟାସ୍ ଦର, ରାଜ୍ୟରେ ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଉଜ୍ଜ୍ୱଳା ।

Drought
ଶ୍ରାବଣରେ ତ୍ରାହି ତ୍ରାହି ଡାକୁଛି କ୍ଷେତ, ୧୧ ଜିଲ୍ଲାରେ ସ୍ଥିତି ସଂଗୀନ !

କଣ୍ଟିଜେନସି ପ୍ଲାନ କରାଯାଇଥିବା SRCଙ୍କ ସୂଚନା । ଏଥର ମରୁଡ଼ି ପରିସ୍ଥିତି ପଛରେ ଲଘୁଚାପ ଅଭାବ କହିଛି ପାଣିପାଗ ବିଭାଗ ।

Odisha Lecture Recruitment
ଓଡ଼ିଶାରେ ବଡ଼ ନିଯୁକ୍ତି ସୁଯୋଗ, ପୂରଣ ହେବ ୧୦୬୫ ଅଧ୍ୟାପକ ପଦବୀ

ସମସ୍ତ ପ୍ରାର୍ଥୀଙ୍କୁ ରାଜ୍ୟରେ ଥିବା ଅଣ ଅନୁଦାନ ପ୍ରାପ୍ତ କଲେଜ ଗୁଡ଼ିକରେ ନିଯୁକ୍ତି ଦିଆଯିବ ।

Police Control Room, Bhubaneswar
ପୋଲିସ କଣ୍ଟ୍ରୋଲ ରୁମ୍ ସହ ଯୋଡ଼ିହେବାକୁ କମିଶନରଙ୍କ ଆହ୍ୱାନ, ଜାରି କଲେ ନମ୍ବର

ସିସିଟିଭି ଗୁଡ଼ିକର ଲିଙ୍କ୍‌କୁ ପୋଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ପୋଲିସ କମିଶନର ।

Indian Coast Guard Recruitment
ତୁରନ୍ତ କରନ୍ତୁ ଆବେଦନ ! ଇଣ୍ଡିଆନ୍‌ କୋଷ୍ଟ ଗାର୍ଡରେ ବାହାରିଲା ଚାକିରି

ସେପ୍ଟେମ୍ବର ୧ରୁ ଏହାର ରେଜିଷ୍ଟ୍ରେସନ୍‌ ଆରମ୍ଭ ହେବ ।

Heavy Rain
୨ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା

୪ ତାରିଖ ଠାରୁ ବିସ୍ତୃତ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ କେନ୍ଦ୍ର ।