/odishatv-khabar/media/post_attachments/uploadimage/library/16_9/16_9_0/OCS_EXAM_1693308692.jpg)
OCS EXAM
ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା - ୨୦୨୨ ତାରିଖ ଘୋଷଣା କରାଯାଇଛି । ଅକ୍ଟୋବର ୧୫ ତାରିଖ ରବିବାର ଦିନ ପ୍ରିଲିମ୍ ପରୀକ୍ଷା ଅନୁଷ୍ଟିତ ହେବ ବୋଲି ଏଥିରେ କୁହାଯାଇଛି । ଏନେଇ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ ।ଆୟୋଗ ପକ୍ଷରୁ ପରୀକ୍ଷାର ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ ।
Advertisment
ଏ ସମ୍ପର୍କରେ ସବିଶେଷ ସୂଚନା OPSCର ୱେବସାଇଟ୍ରେ ଖୁବ ଶୀଘ୍ର ପ୍ରକାଶ ପାଇବ। ପ୍ରାର୍ଥୀ ୱେବସାଇଟକୁ ଯାଇ ଆଡମିଶନ ସାର୍ଟିଫିକେଟ ଡାଉନଲୋଡ କରିବାକୁ ଓପିଏସସି ପକ୍ଷରୁ କୁହାଯାଇଛି । https://opsc.govt.in କୁ ଗଲେ ସବିଶେଷ ତଥ୍ୟ ମିଳିପାରିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)