• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ, ଶୁକ୍ରବାର। ଚନ୍ଦ୍ର – ବିଛା ଦିବା ୦୩.୩୩ ଗତେ ଧନୁ ତିଥି- ୭ମୀ  ଦିବା ୦୧.୩୫ ଗତେ ୮ମୀ ଘାତ ଚନ୍ଦ୍ର - ଦିବା ୦୩.୩୩ ଗତେ ତୁଳା ଓ କୁମ୍ଭ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ୧ ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ ଦିବା ୦୧.୩୫ ପର୍ଯ୍ୟନ୍ତ...

ଶୁଭ ସମୟ

ପ୍ରାତଃ-  ୦୫.୩୮ ରୁ ୦୬.୨୭
ପ୍ରାତଃ-୦୭.୧୫ ରୁ ୦୮.୩୯

ଦିବା- ୧୨.୦୩ ରୁ ୦୩.୧୫ 
ଦିବା -୦୪.୦୩ ରୁ ୦୫.୩୯ 
ସନ୍ଧ୍ୟା- ୦୬.୨୭ ରୁ ୦୮.୩୯
ରାତ୍ରି –୧୨.୦୩ ରୁ ୦୧.୩୯
ରାତ୍ରି- ୦୨.୨୭ ରୁ ୦୪.୦୩

ଅଶୁଭ ସମୟ

ରାହୁକାଳ - ଦିବା ୧୦.୦୯ ରୁ ୧୧.୩୯
କାଳ ବେଳା – ଦିବା ୧୦.୦୯ ରୁ ୧୧.୩୯
ବାର ବେଳା –ଦିବା ୦୮.୩୯ ରୁ ୧୦.୦୯
କାଳରାତ୍ରି –ରାତ୍ରି ୦୮.୩୯ ରୁ ୧୦.୦୯