• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

HR Baijayanti Kar
EOWରେ ବୈଜୟନ୍ତୀ; କହିଲେ, ସବୁ ପ୍ରମାଣ ଦେବାକୁ ଆମେ ପ୍ରସ୍ତୁତ ଅଛୁ

ସଂସ୍ଥା ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ବୈଜୟନ୍ତୀ । ସମସ୍ତ ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ଏହି ଋଣ ଜାଲିଆତି ଅଭିଯୋଗ ମାମଲାରେ ସମ୍ପାଦକ ସୌମ୍ୟ ପଟ୍ଟନାୟକ ଓ ବୈଜୟନ୍ତୀଙ୍କ ନାଁରେ ମାମଲା ହୋଇଛି ।

Rajinikanth is fear and worried after success of jailer
Jailer: 'ଜେଲର' ସଫଳତା ପରେ ଚିନ୍ତାରେ ରଜନୀକାନ୍ତ, କହିଲେ କାରଣ…

'ଜେଲର'ର ସୁପର-ଡୁପର ହେଲା ପରେ ସାଉଥ୍ ଇଣ୍ଡଷ୍ଟ୍ରୀ ପୂରା ଖୁସି। ଏହା କିନ୍ତୁ ରଜନୀକାନ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଯାଇଛି। ଫିଲ୍ମକୁ ନେଇ ସମସ୍ତେ ଖୁସି ମନଉଥିବା ବେଳେ ରଜନୀକାନ୍ତଙ୍କ ନିଦ ହଜିଯାଇଛି, ସେ ଏବେ ଡରରେ ଅଛନ୍ତି ବୋଲି କହିଛନ୍ତି। ହେଲେ କାହିଁକି…

Political slugfest erupts in Odisha over EOW raid on media house in Bhubaneswar
ସୌମ୍ୟଙ୍କୁ ନେଇ ବିଜେପି ରଖିଲା ମତ; ଏମିତି କହିଲେ ସମୀର ଓ ପୃଥ୍ୱୀରାଜ

ଚତୁର୍ଥ ସ୍ତମ୍ଭ ଉପରେ ରାଜନୈତିକ ଅଭିସନ୍ଧି ରଖି ସରକାର ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ତାହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସମୀର ।

Birth Certificate
ଦରକାର ନାହିଁ ଅଧିକ ଡକ୍ୟୁମେଣ୍ଟ; ସବୁଠି ବ୍ୟବହାର ହେବ ଜନ୍ମ ପ୍ରମାଣପତ୍ର !

ଦିଆଯାଇଥିବା ସୂଚନା ଆଧାରରେ ଜନ୍ମ ପ୍ରମାଣପତ୍ର ହେଉଛି ଏକମାତ୍ର ଡକ୍ୟୁମେଣ୍ଟ ଯାହାକି ସମସ୍ତ କାର୍ଯ୍ୟରେ ପରିଚୟପତ୍ର ଭାବେ ବ୍ୟବହାର ହୋଇପାରିବ ।

Pre-wedding shoot
ଖାକି ବର୍ଦ୍ଦିରେ ପ୍ରି ୱେଡିଂ ଭିଡିଓ ସୁଟ୍‌; ଭାଇରାଲ ହେଉଛନ୍ତି ପୋଲିସ ଦମ୍ପତି

ଭିଡିଓରେ ନଜର ଅସୁଥିବା ଦୁଇ ପୋଲିସ ଅଧିକାରୀମାନେ ହାଇଦ୍ରାବାଦର ବୋଲି ଜଣାପଡ଼ିଛି । ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓକୁ ଜଣେ ପୋଲିସ ଅଧିକାରୀ ନିନ୍ଦା କରିଛନ୍ତି ।

Narendra Modi
ପ୍ରଧାନମନ୍ତ୍ରୀ ଆଣିଲେ ମହିଳା ସଂରକ୍ଷଣ ବିଲ୍

ନୂଆ ସଂସଦର ପ୍ରଥମ କାର୍ଯ୍ୟ ଦିବସରେ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍.. ଆସିଲା ମହିଳା ସଂରକ୍ଷଣ ବିଲ୍..

Yoga practice very beneficial for fat loss
Health Tips: ମୋଟାପଣ କମେଇବାର ସରଳ ଉପାୟ; ଦିନସାରା ରହିବେ ଫୂର୍ତ୍ତି

ଯଦି ଆପଣ ଆଜିଠାରୁ ଯୋଗ ଅଭ୍ୟାସ ଆରମ୍ଭ କରନ୍ତି, ତେବେ କେବଳ ଯେ ରୋଗ ଆପଣଙ୍କ ଜୀବନରୁ ଦୂରେଇ ଯିବ ତାହା ନୁହେଁ, ବରଂ ଆପଣ ଏକ ସୁସ୍ଥ ଏବଂ ଦୀର୍ଘ ଜୀବନ ସହିତ ଏକ ସୁଖମୟ ଜୀବନ ବିତାଇବାକୁ ସକ୍ଷମ ହେବେ। ଆସନ୍ତୁ କିଛି ଯୋଗାସନ ଉପରେ ନଜର ପକେଇବା।

Vijay Antony,
ଆତ୍ମହତ୍ୟା କଲେ ଅଭିନେତାଙ୍କ ୧୬ ବର୍ଷିୟ ଝିଅ

ଅବସାଦ, ହତାଶ ଆଉ ନିରାଶ ..ମୃତ୍ୟୁର ସୌଦାଗର ସାଜିଛି ଆତ୍ମହତ୍ୟା । ଅଭିନେତାଙ୍କ ଝିଅ କାହିଁକି ବାଛିଲା ମୃତ୍ୟୁର ବାଟ ?

1 man missing during Viswakarma idol immersion ceremony in Kuakhia river in Bhubaneswar
କାଳ ହେଲା ବିଶ୍ୱକର୍ମା ଭସାଣ; ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଗଲେ ଯୁବକ

ଗତ ରାତିରେ ମୂର୍ତ୍ତି ବିସର୍ଜନ ପାଇଁ ନଦୀ ଭିତରକୁ ୪ ଜଣ ଯାଇଥିବା ବେଳେ ୩ଜଣ ଫେରିଥିଲେ । କିନ୍ତୁ ପ୍ରଫୁଲ୍ଲ ଫେରି ନଥିଲେ । ରାତି ତମାମ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ବି ମିଳିନାହାନ୍ତି ପ୍ରଫୁଲ୍ଲ ।

Special Session of Parliament
ଦେଶକୁ ଆଗକୁ ନେବାକୁ ଆମକୁ ବଡ଼ ବଡ଼ କାମ କରିବାକୁ ପଡ଼ିବ; ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ପୁରୁଣା ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ବୋଧନ ରଖି ଭାରତର ସ୍ୱପ୍ନ ପୂରଣ ପାଇଁ ସବୁ ସଦସ୍ୟଙ୍କୁ ଆହ୍ୱାନ ଦେଇଛନ୍ତି । ଅତୀତର ଘଟଣାକୁ ନେଇ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିମତ ରହିଛି ।

With no government aid in sight, 80-year-old left to fend for self
ନାହିଁ ନାହିଁରେ ଜୀବନର ୮୦ ବର୍ଷ, ବିଶ୍ରାମଗାରା ସାଜିଛି ସାହାରା, ସରକାରୀ ସହାୟତାକୁ ଅପେକ୍ଷା

ରହିବାକୁ ଘର ନାହିଁ । ଜୀବନ କଟୁଛି ଯାତ୍ରୀ ବିଶ୍ରମଗାରାରେ । ବୃଦ୍ଧ ଅବସ୍ଥାରେ ତାଙ୍କର ଯତ୍ନ ନେବାକୁ ନାହାନ୍ତି କେହି । ସିଧା ହୋଇ ଛିଡ଼ା ହେବାକୁ ବଳ ନାହିଁ ସତ ହେଲେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଜୀବନ ଯୁଦ୍ଧରେ ହାରିଯାଇନାହାନ୍ତି ସେ ।

Ganesh Puja tragedy
ଗଣେଶ ପୂଜାରେ ଅଘଟଣ; ମୂର୍ତ୍ତି ନେଇ ଆସିବାବେଳେ ଲାଗିଗଲା ବିଦ୍ୟୁତ୍‌, ଚାଲିଗଲା ଜୀବନ

ଗୋଟିଏ ଟ୍ରାକ୍ଟରରେ କିଛି ଛାତ୍ରଛାତ୍ରୀ ଗଣେଶଙ୍କ ଏକ ବଡ଼ ମୂର୍ତ୍ତି ନେଇ ଆସୁଥିଲେ । ବିଶ୍ୱବିଦ୍ୟାଳୟ ପରିସରରେ ୧୧ କେଭି ତାର ଲାଗିବାରୁ ଜଣେ ଛାତ୍ର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ।

Sanjay Gandhi sent money to Bhindranwale
ହିନ୍ଦୁଙ୍କ ବିରୋଧରେ ସାଙ୍ଘାତିକ ଷଡ଼ଯନ୍ତ୍ର ! ଭିଣ୍ଡ୍ରନ୍‌ୱାଲେଙ୍କୁ ଟଙ୍କା ପଠାଉଥିଲେ ସଞ୍ଜୟ ଗାନ୍ଧି

କଂଗ୍ରେସ ନେତା କମଲ ନାଥ ଏବଂ ସଂଜୟ ଗାନ୍ଧୀ, ୧୯୮୪ ମସିହାରେ ହୋଇଥିବା ଅପରେସନ ବ୍ଲୁ-ଷ୍ଟାରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନେତା ସିଂ ଭିଣ୍ଡ୍ରନ୍‌ୱାଲେଙ୍କୁ ଟଙ୍କା ପଠାଇଥିଲେ । ଏନେଇ ପୂର୍ବତନ ସ୍ୱତନ୍ତ୍ର ସଚିବ RAW ଜିବିଏସ୍ ସିଦ୍ଧୁ ଦାବି କରିଛନ୍ତି।

India Expels Top Canadian Diplomat
ଯେସାକୁ ତେସା, କାନାଡ଼ା କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଭାରତ

କାନାଡାକୁ ଭାରତର ମୁହଁତୋଡ ଯବାବ.. ୫ ଦିନ ଭିତରେ ଭାରତ ଛାଡ଼ି ଚାଲିଯିବାକୁ କଡ଼ା ନିର୍ଦ୍ଦେଶ

Scrub Typhus
ମାଡ଼ି ଚାଲିଛି ସ୍କ୍ରବ୍ ଟାଇଫସ୍,ସୁନ୍ଦରଗଡ଼ରେ ଆଉ ୧୦ ରୋଗୀ ଚିହ୍ନଟ

ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୧୯୩କୁ ବୃଦ୍ଧି..ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଯାଇଛି ସ୍ୱତନ୍ତ୍ର ଟିମ୍

Today Panchang
Today Panchang 19th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ, ମଙ୍ଗଳବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

Expelled senior diplomat in Canada
ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ କାନାଡ଼ା ସରକାର

ଖଲିସ୍ତାନୀ ନେତାଙ୍କ ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଅଭିଯୋଗ..ଖଲିସ୍ତାନୀ ନେତା ହରିଦୀପ ସିଂ ନିଜରଙ୍କ ହତ୍ୟା ପାଇଁ ଦୋଷାରୋପ

Women's Reservation Bill
ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ ! କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି

ବିଲରେ ଲୋକସଭାରେ ମହିଳାଙ୍କ ଲାଗି ୩୩% ଆରକ୍ଷଣ ବ୍ୟବସ୍ଥା

Aditya L1
ଆଦିତ୍ୟ L-1 ମିଶନକୁ ଆଉ ଏକ ସଫଳତା,ସୂର୍ଯ୍ୟ ଠାରୁ ଦୂରତା କମିଲା

ଆଦିତ୍ୟ L-1 ମିଶନ ପାଇଁ ୧୧୦ଦିନ ସମୟ ଲାଗିବ.. ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିମି ଦୂରରେ କକ୍ଷପଥରେ ବୁଲିବ

Why we get angry at ourselves know reasons how to stop it
ନିଜ ଉପରେ କାହିଁକି ଆସେ କ୍ରୋଧ; ଜାଣନ୍ତୁ ଦୂର କରିବାର ୫ ଉପାୟ

ଯେତେବେଳେ ନିଜ ଉପରେ କ୍ରୋଧ ଆସେ, ଏହା ଏକ ଜଟିଳ ପରିସ୍ଥିତି ତିଆରି କରେ। ବେଳେବେଳେ ଏହା ମାନସିକ ସମସ୍ୟାର କାରଣ ମଧ୍ୟ ହୋଇପାରେ। ଯଦି ଏହି ସମସ୍ୟାର ସଠିକ୍ ସମୟରେ ସମାଧାନ ନହୁଏ, ତେବେ ମାନସିକ ଯାତନା ଏତେ ବଢିଯାଏ ଲୋକମାନେ ନିଜର ମଧ୍ୟ କ୍ଷତି କରିବାକୁ ପଛାନ୍ତି ନାହିଁ।

Historic move from old to new Parliament today
ଗଣେଶ ପୂଜାରେ ଦେଶକୁ ମିଳିବ ନୂଆ ସଂସଦ, କ’ଣ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା ?

ନୂଆ ପାର୍ଲାମେଣ୍ଟରେ ଆରମ୍ଭ ହେବ ସଂସଦ ଅଧିବେଶନ ..ଲୋକସଭା ଓ ରାଜ୍ୟସଭାର ଗୃହକାର୍ଯ୍ୟ ଚାଲିବ

Snake In Temple
ଶିବ ମନ୍ଦିରରେ ସାପ ବର୍ଷା !

ଆଜି ସକାଳେ ହଠାତ୍‌ ଭୁବନେଶ୍ୱର ନୀଳାଦ୍ରି ବିହାରସ୍ଥିତ ଇସାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ବଉଳ ଗଛ ଉପରୁ ଗୋଟେ ପରେ ଗୋଟେ ସାପ ଛୁଆ ତଳକୁ ପଡ଼ିବାରେ ଲାଗିଲା । ହଠାତ୍‌ ଏତେ ମାତ୍ରାରେ ସାପ ମନ୍ଦିରକୁ କେମିତି ଆସିଲେ ତାହାକୁ ନେଇ ଚହଳ ପଡ଼ିଗଲା । ଘଟଣା ଜଣାପଡିବା ପରେ ସାଙ୍ଗେସଙ୍ଗେ ମନ୍ଦିର କମିଟି ସମ୍ପାଦକ, ଚେୟାରମ୍ୟାନ ଆଦି ଘଟଣା ସ୍ଥଳକୁ ବାଉଁଶ ବାରିକେଡ କରି ବନ୍ଦ କରିଦେଲେ । ଭକ୍ତଙ୍କୁ ସେଇ ରାସ୍ତା ଦେଇ ଯିବା ପାଇଁ ବାରଣ କରାଗଲା ।

Ganesh Puja
ଆଜି ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା: ମନ ମୋହୁଛି ବଡ ବଡ ମେଢ ସାଙ୍ଗକୁ ଆଖି ଝଲସା ତୋରଣ

ଶିକ୍ଷାନୁଷ୍ଠାନ ସହ ପୂଜା ମଣ୍ଡପରେ ପୂଜା ପାଉଛନ୍ତି..ପୂଜାମଣ୍ଡପ ଗୁଡିକୁ ଆକର୍ଷଣୀୟ ଢଙ୍ଗରେ ସଜ୍ଜାଯାଇଛି  

Ganesh Chaturthi
Ganesh Chaturthi 2023: ଏଠି ଗଣେଶଙ୍କୁ କାହିଁକି କୁହାଯାଏ ଗୁଡିଆ ଗଣେଶ, ପଢନ୍ତୁ ଜାଣିବେ

ଆପଣମାନେ ହୁଏତ ଅନେକ ଗଣେଶଙ୍କ ଅଜବ ନାଁ ଶୁଣିଥିବେ। ଯେମିତି କି ଡ୍ୟାନ୍ସିଂ ଗଣେଶ, ବୁଢ଼ା ଗଣେଶ, ପେଟା ଗଣେଶ ଇତ୍ୟାଦି। ପୁରୀର ଏହି ଜାଗାରେ ଅଛନ୍ତି ଭଣ୍ଡ ଗଣେଶ। ଏହି ନାମକରଣର ରହସ୍ୟ କ’ଣ ଆସନ୍ତୁ ଜାଣିନେବା।