ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ ବିଜେଡିରୁ ବିଦା, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା
ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କଲେ ପ୍ରମିଳା ମଲ୍ଲିକ ।
ଆଉ ୬ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ, ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୨୦୬
ଦଳର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍
ଅସୁସ୍ଥଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩୭ରୁ ଅଧିକଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ, ଗୁରୁବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ଏଡିଏମ୍ ଅଫିସରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ..ସେଞ୍ଚୁରୀ ପାର୍କରୁ ମିଳିଲା ସୁସ୍ମିତା ମିଂଜଙ୍କ ମୃତଦେହ
ଅନୁକମ୍ପା ରାଶି ବୃଦ୍ଧି ନେଇ ରେଲୱେ ମନ୍ତ୍ରାଳୟ ପକ୍ଷରୁ ପ୍ରେସ୍ ରିଲିଜ..ଦୁର୍ଘଟଣା ଓ ଅପ୍ରତ୍ୟାଶିତ ଦୁର୍ଘଟଣା ପାଇଁ ପୃଥକ ପୃଥକ ଅନୁକମ୍ପା ରାଶି
ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି..ଆସନ୍ତାକାଲି ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ
ଲମ୍ବା ବିତର୍କ ପରେ ମହିଳା ସଂରକ୍ଷଣ ବିଲ୍ ଲୋକସଭାରେ ପାସ୍..ଆଜି ବିଲ୍ ଉପରେ ରାଜ୍ୟସଭାରେ ହେବ ଆଲୋଚନା
ଚନ୍ଦ୍ର, ସୂର୍ଯ୍ୟ ପରେ ଏବେ ଇସ୍ରୋର ଲକ୍ଷ୍ୟ ଗଗନୟାନ.. ମହାକାଶକୁ ମଣିଷ ପଠାଇ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ଉଦ୍ଦିଷ୍ଟ ଏହି ମିଶନରେ ଯଥେଷ୍ଟ ଅଗ୍ରଗତି ହୋଇସାରିଛି
ଆସନ୍ତା ସାଧାରଣତନ୍ତ୍ର ଦିବସରେ ଭାରତର ମୁଖ୍ୟ ଅତିଥି ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।
ଭାରତରେ ଖଲ୍ଲିସ୍ତାନୀ କାର୍ଯ୍ୟକଳାପ ରୋକିବାକୁ ବଡ଼ ପଦକ୍ଷେପ..ୱାଣ୍ଟେଡ୍ ଆତଙ୍କୀଙ୍କ ସଂପର୍କରେ ସୂଚନା ଦେଲେ ମିଳିବ ୧୦ ଲକ୍ଷ..୨ ଆତଙ୍କୀଙ୍କ ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା..
ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଗଡ଼ିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍।
ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ... ଆସନ୍ତାକାଲି ସାମାନ୍ୟ କମିବ ବର୍ଷାର ପରିମାଣ
ଆଜି ଆମେ ଆପଣଙ୍କୁ ଏପରି ୫ ଟି ଖାଦ୍ୟ ବିଷୟରେ କହିବୁ, ଯାହା ହାଡକୁ ମଜବୁତ କରିବାରେ ବହୁତ ସହାୟକ ହୋଇପାରେ। ଏହିସବୁ ଖାଦ୍ୟରୁ ଚିକେନ୍ ଏବଂ ମଟନ୍ ଅପେକ୍ଷା ଅଧିକ କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମିଳିପାରିବ। ଏହି ସବୁ ଖାଦ୍ୟ ଆପଣଙ୍କ ହାଡକୁ ଲୁହା ପରି ମଜବୁତ କରିଦେବ।
ଏମିତି ଡାକ୍ତର ଥିଲେ ରୋଗୀଙ୍କର ହେବନି କୌଣସି ଅସୁବିଧା । ବିଷ ଖାଇ ଜଣେ ମେଡିକାଲରେ ପହଞ୍ଚିଲେ...ସାଙ୍ଗରେ ମହିଳାମାନେ ଥିବାରୁ ଟେକିକି ନେବାରେ ଅସୁବିଧା ଥିଲା । ଦୌଡି ଆସିଲେ ଡାକ୍ତର, ନିଜେ ଟେକି ନେଇ ଚିକିତ୍ସା କଲେ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଏ ବୟସରେ ଇଏ ସ୍ୱପ୍ନରେ ଭାବିନଥିବେ କି ବାପା-ମାଆଙ୍କ ମୁହଁରେ ଏକା ସାଙ୍ଗରେ ନିଆଁ ଦେବେ ବୋଲି । ବାପାଙ୍କୁ ଭଲ କରିବାକୁ ମେଡିକାଲ ନେଇଥିଲେ । ହେଲେ ଆମ୍ବୁଲାନ୍ସ ସହ ଧକ୍କା ହେଲା ଗାଡି...ଘଟଣା ସ୍ଥଳରେ ବାପା-ମାଆଙ୍କ ସହ ଆଉ ୨ ଜଣଙ୍କର ବି ଜୀବନ ଗଲା । ଆଉ ଘରେ ଯେବେ ଶବ ପହଞ୍ଚିଲା ନିଷ୍ପାପ ଶିଶୁର ବୁକୁଫଟା କାନ୍ଦରେ ସ୍ତବ୍ଧ ହୋଇଯାଇଥିଲା ପୂରା ଗାଁ । ରାମ ରାମ ସତ୍ୟ ହେ ଡାକକୁ, କାନ୍ଦବୋବାଳିର ଚିତ୍କାରର ଦୃଶ୍ୟ ଥିଲା ବେଶ ହୃଦୟ ବିଦାରକ
କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ପଶ୍ଚିମ ଓଡ଼ିଶାରେ ଉତ୍ସବର ମାହୋଲ । ଏକତା ଓ ଭାଇଚାରାର ଉତ୍କୃଷ୍ଟ ନିଦର୍ଶନ ଭିତରେ ଭେଦଭାବ ଓ ମନୋମାଳିନ୍ୟ ଭୂଲି ଏକାଠି ହୋଇଛନ୍ତି ପରିବାର, ବଂଶ ଓ ବୁନିଆଦ ।
ତେଜିଲା ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଓ ପୂର୍ବତନ ଶ୍ରମମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ କଳି। ସୋସିଆଲ ମିଡିଆ ଚାଟିଂରୁ ତାଙ୍କୁ ଓ ତାଙ୍କ ଝିଅଙ୍କ ବିରୋଧରେ ସଂଯୁକ୍ତା ମହଲା ଓ ଅନ୍ୟ ଜଣେ ହତ୍ୟା ଷଡ଼ଯନ୍ତ୍ର ରଚୁଥିବା ନେଇ ବିଧାୟକ ଶ୍ରୀକାନ୍ତ ଥାନାର ଦ୍ୱାରସ୍ଥ ହେବା ପରେ ଦୁହିଁଙ୍କ ଭିତରେ ବିବାଦ ଚରମରେ ପହଞ୍ଚିଛି।
ଖଣ୍ଡେ ରାସ୍ତା, ଟୋପେ ପାଣି ଆଉ ଟିକିଏ ବିଜୁଳି ପାଇଁ ବାବୁଙ୍କୁ ଗୁହାରି କରି କରି ଥକିଗଲେଣି । ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ମୌଳିକ ସୁବିଧାରୁ ଏବେ ବି ବଂଚିତ ଏମାନେ...ଆଉ କେବେ ଶୁଣିବେ ସରକାର?
କୁମ୍ଭୀର ଆକ୍ରମଣ ଓ ନଦୀରେ ବୁଡ଼ି ପ୍ରତିବର୍ଷ ଶହ ଶହ ଜୀବନ ଯିବା ପରେ ସରକାରଙ୍କ ଚେତା ପଶିଛି । ନଦୀଘାଟ ସୁରକ୍ଷା ପାଇଁ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ।
ଆଖିରୁ ବୋହିଯାଉଛି ବେଦନାର ଲୁହ । ଯନ୍ତ୍ରଣା ଏତେ ଯେ କାହାକୁ ଦେଖି ଦେଲେ କୋହ ସମ୍ଭାଳି ପାରୁନାହାନ୍ତି । ସେଇଥି ଲାଗି ତ ଆଖିରୁ ଅହରହ ଝରାଉଛନ୍ତି ଲୁହ । ଚମ ଧୁଡୁଧୁଡୁ ହେଲାଣି...ଅଣ୍ଟା ମୋଡି ହୋଇଗଲାଣି । ବିନା ସାହାରାରେ ପାଦେ ଚାଲିବା ବି କଷ୍ଟ । ହେଲେ ଏମିତି ସମୟରେ ବୟସର ଅପରାହ୍ନରେ ଏକା ଏକା ବଂଚିବାକୁ ସେ ବାଧ୍ୟ ହେଉଛନ୍ତି । ସେବା ଯତ୍ନ ସତେ ଯେମିତି ତାଙ୍କ ଭାଗ୍ୟରେ ନାହିଁ ।
SC, ST ଓ ପଛୁଆବର୍ଗଙ୍କୁ ସଂରକ୍ଷଣ ଦାବି କଲେ ସୋନିଆ । ଅଳ୍ପସଂଖ୍ୟକଙ୍କ ପାଇଁ ସଂରକ୍ଷଣ ମାଗିଲା ସପା ।