• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sister killed younger sister
ପ୍ରେମିକ ସହ ରାତିରେ ଅସଞ୍ଜତ ଅବସ୍ଥାରେ ଥିଲା ବଡ଼ ଭଉଣୀ, ଦେଖିଦେଲା ସାନ ଭଉଣୀ ! ତା' ପରେ...

ବଡ଼ ଭଉଣୀ, ଯାହାକୁ ମାତ୍ର ୧୩ ବର୍ଷ । ସେ ନିଜ ପ୍ରେମିକ ସହ ମିଶି ସାନ ଭଉଣୀକୁ ହତ୍ୟା କରିଛି । ଖାଲି ହତ୍ୟା କରିଛି ତାହା ନୁହେଁ, ଗୋଟିଏ ବାକ୍ସ ଭିତରେ ବନ୍ଦ କରି ସାନ ଭଉଣୀର ମୃତଦେହକୁ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଘରେ ରଖିଥିଲା ।

Suraj Tiwari
ଇଚ୍ଛାଶକ୍ତିକୁ ଅଟକାଇ ପାରିଲାନି ଅକ୍ଷମତା: ପ୍ରଥମ ଆଟେମ୍ପ୍ଟରେ ସିଭିଲ ସର୍ଭିସ କ୍ଲିଅର କଲେ ସୂରଜ

ସୌଭାଗ୍ୟବଶତଃ ସେ ବଞ୍ଚିଯାଇଥିଲେ, ହେଲେ ସବୁଦିନ ପାଇଁ ସେ ଦୁଇ ହାତ ଓ ଦୁଇ ଗୋଡ଼ ହରାଇ ବସିଲେ। 

Narendra Modi - Adhir Ranjan Choudhry
ମୋଦିଙ୍କୁ ସମାଲୋଚନ କରୁ କରୁ ସୀମା ଟପିଗଲେ କଂଗ୍ରେସ ସାଂସଦ, କହିଲେ...

ଦେଶରେ ୨୦୦୦ ଟଙ୍କିଆ ନୋଟ୍ ବନ୍ଦକୁ ନେଇ ଶ୍ରୀ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛନ୍ତି କଡ଼ା ସମାଲୋଚନା । ଆଉ ସମାଲୋଚନା ଆଳରେ ସେ ଟପିଯାଇଛନ୍ତି ସୀମା ।

Gangster Jarnail Singh Dead
ଗ୍ୟାଙ୍ଗଷ୍ଟର ଜରନେଲ ସିଂହକୁ ହତ୍ୟା; ସିସିଟିଭିରେ କଏଦ ହେଲା ଭିଡିଓ

ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ସିସିଟିଭି ଫୁଟେଜରେ ୩ଜଣ ଦୁର୍ବୃତ୍ତ ମୁହଁରେ ଗାମୁଛା ବାନ୍ଧି ହତ୍ୟା କରୁଥିବା ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ମଧ୍ୟ ସେହି ବାଟ ଦେଇ ଅତିକ୍ରମ କରୁଛନ୍ତି ।

  • Wednesday, 24 May 2023
Dhitang Dhitang In Sydney
ମୋଦିଙ୍କୁ ଭବ୍ୟ ସ୍ୱାଗତ, ଓଡ଼ିଆ ଗୀତ ଧିତାଙ୍ଗ ଧିତାଙ୍ଗରେ କମ୍ପିଲା ସିଡ୍‌ନୀ...

କଣ୍ଠଶିଳ୍ପୀ ସୁସ୍ମୃିତା ଦାସ ଏହି ଗୀତକୁ ଗାଇଛନ୍ତି । ସିଡନୀ ପାର୍କର ମଞ୍ଚରେ ‘ଧିତାଙ୍ଗ ଧିତାଙ୍ଗ’ ପରିବେଷଣ ବେଳେ ଝୁମିଥିଲେ ହଜାର ହଜାର ପ୍ରବାସୀ ଭାରତୀୟ ।

ISRO to lift-off India's ambitious moon mission Chandrayaan 3 in July
ଜହ୍ନରେ ପାଦ ଥାପିବ ଭାରତ

ପୁଣି ଆକାଶର ଛାତି ଚିରି ଜହ୍ନରେ ପାଦ ଥାପିବ ଭାରତ...ମୁନ୍‌ ମିଶନ ଚନ୍ଦ୍ରଯାନ-୩ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

  • Wednesday, 24 May 2023
accident
ଭୀଷଣ ସଡ଼କ ଦୁର୍ଘଟଣା : ୭ମୃତ, ଅନେକ ଆହତ

ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କିସ୍ତବାଡ଼ ଅଞ୍ଚଳରେ ବଡ଼ ଦୁର୍ଘଟଣା

Chandrayaan 3
ପୁଣି ଆକାଶର ଛାତି ଚିରି ଜହ୍ନରେ ପାଦ ଥାପିବ ଭାରତ, ଚନ୍ଦ୍ରଯାନ-୩ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

୨୦୦୮ରେ ହୋଇଥିଲା ଭାରତର ପ୍ରଥମ ମୁନ୍ ମିଶନ ଚନ୍ଦ୍ରଯାନ-୧। ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା । ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରଯାନ-୨ ମିଶନ୍।

PM Modi at Sidney
ମୋଦିଙ୍କ ଲୋକପ୍ରିୟତାରେ ଚକିତ ଅଷ୍ଟ୍ରେଲିଆ 

ମୋଦିଙ୍କ ଲୋକପ୍ରିୟତା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ବି ଏତେ ଆଶ୍ଚର୍ଯ୍ୟଚକିତ କରିଥିଲା ଯେ, ସେ ଉତ୍ସାହିତ ହୋଇ କହିଲେ- ମୋଦି ଇଜ୍ ବସ୍। 

2000 Notes Exchange
ଆଜିଠାରୁ ଆରମ୍ଭ ହେଲା ୨ ହଜାର ଟଙ୍କିଆ ନୋଟ୍ ବଦଳ

ଦେଶର ସବୁ ବ୍ୟାଙ୍କ ଶାଖାରେ ଆରମ୍ଭ ହୋଇଛି ନୋଟ ବଦଳ ବ୍ୟବସ୍ଥା।

  • Tuesday, 23 May 2023
Narendra Modi
ମୋଦି ମୋଦି ନାରାରେ କଂପିଲା ସିଡନୀ ସୁପରଡୋମ୍

ଏହି ଅବସରରେ ପ୍ରବାସୀ ଭାରତୀୟ ଯେତିକି ଉତ୍ସାହିତ ଥିଲେ, ସେତିକି ଉତ୍ସାହିତ ଥିଲେ ବହୁ ଅଷ୍ଟ୍ରେଲୀୟ ନେତା ।

G20 Guest In Kashmir Dal Lake
ବଦଳୁଛି ଘାଟିର ଦୃଶ୍ୟପଟ୍ଟ ! କାଶ୍ମୀରକୁ ପ୍ରଶଂସା କଲେ ଜି-୨୦ର ବିଦେଶୀ ଅତିଥି

କଶ୍ମୀରର ବଦଳୁଥିବା ଦୃଶ୍ୟପଟ୍ଟ ଓ ଭୂସ୍ୱର୍ଗର ସୌନ୍ଦର୍ଯ୍ୟରେ ଯେତିକି ବିମୋହିତ, ଭାରତୀୟଙ୍କ ଆତିଥେୟତାରେ ମଧ୍ୟ ସେତିକି ଆନନ୍ଦିତ ହୋଇଛନ୍ତି ଅତିଥି ।

Petrol pump assistant refuses Rs 2000 note, pumps out fuel from bike
୨୦୦୦ ଟଙ୍କିଆ ଦେଖି ସ୍କୁଟିରୁ ପେଟ୍ରୋଲ୍‌ କାଢ଼ିନେଲେ କର୍ମଚାରୀ; ଭାଇରାଲ ହେଲା ଭିଡିଓ

ପେଟ୍ରୋଲ ପମ୍ପର କର୍ମଚାରୀମାନେ ଯୁବକଙ୍କ ସ୍କୁଟିରୁ ପେଟ୍ରୋଲ ବାହାର କରିନେଇଥିଲେ । ଏସବୁକୁ ଦେଖିବା ପରେ ଯୁବକ ଜଣକ କର୍ମଚାରୀମାନେ ଗାଡ଼ିରୁ ପେଟ୍ରୋଲ ବାହାର କରୁଥିବା ବେଳର ଏକ ଭିଡିଓ କରିଥିଲେ ।

2000 notes exchange
ଯଦି ୨ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କ ଗ୍ରହଣ ନକରେ, ଆପଣ କରିପାରିବେ ଅଭିଯୋଗ, ଜାଣିରଖନ୍ତୁ...

ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଗୋଲାପି ନୋଟ୍ ପ୍ରଚଳନକୁ ପ୍ରତ୍ୟାହର କରିବା ନେଇ ଘୋଷଣା କରିଥିବାବେଳେ ଆଜି ଠାରୁ ନୋଟ୍ ଏକ୍ସଚେଞ୍ଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।

PM Modi
ମୋଦି..ମୋଦି ନାରାରେ କମ୍ପିଲା ସିଡନୀ ଅଲମ୍ପିକ ପାର୍କ

ସିଡନୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମୁଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି ।

Rahul Gandhi
Viral Video; ଟ୍ରକ୍‌ରେ ରାହୁଲ ଗଲେ ଚଣ୍ଡିଗଡ଼, ବୁଝିଲେ ଡ୍ରାଇଭରଙ୍କ ସମସ୍ୟା

ଟ୍ରକ୍‌ ଡ୍ରାଇଭରମାନଙ୍କ ସମସ୍ୟା ବୁଝିବାକୁ ରାହୁଲ ଟ୍ରକ୍‌ରେ ଯାତ୍ରା କରିଥିବା ଉଲ୍ଲେଖ କରାଯାଇଛି । ଦେଶରେ ୯୦ ଲକ୍ଷ ଟ୍ରକ୍‌ ଡ୍ରାଇଭର ଅଛନ୍ତି ।

State Bank Of India
ଗ୍ରାହକଙ୍କୁ ଆଶ୍ୱସ୍ତି; SBI ରେ ଏକାଧିକ ଥର କରିହେବ ନୋଟ ବଦଳ

ଜଣେ ବ୍ୟକ୍ତି ଥରକରେ ୧୦ଟି ନୋଟ୍ ବଦଳ କରିପାରିବେ । ଯଦି ବ୍ୟାଙ୍କ ଖାଲି ଥାଏ ତା’ହେଲେ ଏକାଧିକ ଥର ବଦଳ କରିପାରିବେ ।

Cyber fraud
ସାଇବର ଠକେଇରେ ଶିକାର ହେଲେ ହେଲ୍ପଲାଇନ୍‌ରେ କରିପାରିବେ କଲ୍‌

ବର୍ତ୍ତମାନ ସାଇବାର ଅପରାଧୀମାନେ ଠକେଇ କରିବାକୁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଯାହା ଦ୍ୱାରା ଆପଣଙ୍କ ଗୋଟିଏ ଛୋଟିଆ ଭୁଲ୍‌ ଆପଣଙ୍କୁ ସେମାନଙ୍କ ଜାଲରେ ଫସାଇଦେଇପାରେ ।

Dog Attack
କାମୁଡ଼ି ଗୋଡ଼ାଇଲା ପୋଷା କୁକୁର; ଭୟରେ ଆପାର୍ଟମେଣ୍ଟରୁ ଡିଆଁ ମାରିଲେ ଡେଲିଭରି ବୟ

ଡେଲିଭରି ବୟ ଆଡ଼କୁ ଧାଇଁ ଆସିଲା ପୋଷା କୁକୁର । ଭୟରେ ଆପାର୍ଟମେଣ୍ଟର ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଲେ ଯୁବକ ।

Gold Price Today
Gold Price Today 23th May 2023: ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୧୦୦ ଟଙ୍କା ହୋଇଛି।

Kerala Man Trouble after Wife Gets His Traffic Camera Pics With a lady
ଲୁଚି ଲୁଚି ପ୍ରେମ କରୁଥିଲେ ସ୍ୱାମୀ, ଟ୍ରାଫିକ ଚାଲାଣ ଧରାଇଦେଲା ଚୋରା ପୀରତି

ଜଣେ ବିବାହିତ ଯୁବକ ତାଙ୍କ ପ୍ରେମିକାଙ୍କୁ ବୁଲାଇ ନିଅନ୍ତି କିନ୍ତୁ ଏହା ତାହା ତାଙ୍କ ସ୍ତ୍ରୀ ଜାଣିପାରୁନଥିଲେ। ଆଉ ଯେତେବେଳେ ଧରାପଡ଼ିଗଲେ ଅକଲ ଗୁଡୁମ ହୋଇଗଲା

G20 delegates take shikara ride at Srinagar's Dal Lake
ହାଲୁକା ପବନ ସାଙ୍ଗକୁ ସନ୍ଧ୍ୟାର ସହର... ଶିକାରାରେ ବୁଲିଲେ G20 ଅତିଥି

G20 ବୈଠକ ମଧ୍ୟରେ ଶିକାରାର ମଜା ନେଲେ ବିଦେଶୀ ଅତିଥି

2000 note
ଆଜିଠୁ ୨ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା,ସମସ୍ତ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରେ ମିଳିବ ସୁବିଧା

ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ଜମା କିମ୍ବା ବଦଳ କରିପାରିବେ ଗ୍ରାହକ । ଆବଶ୍ୟକ ପଡ଼ିବନି କୌଣସି ପରିଚୟ ପତ୍ର ।

  • Tuesday, 23 May 2023
Train skips stop, reverses 1km to pick up passengers in Kerala
କାହାର ଭୁଲ ? ଯାତ୍ରୀଙ୍କୁ ନନେଇ ଚାଲିଯାଇଥିଲା ଟ୍ରେନ୍, ପୁଣି ୧ କିମି ପଛୁଆ ଫେରିଲା...

ଏହି ଫଛୁଆ ଫେରି ଆସିଥିବା ଟ୍ରେନ୍‌ଟି ହେଉଛି ସେହି ଟ୍ରେନ୍, ଯାହାକୁ ଟିକଟ କରି ଯାତ୍ରୀମାନେ ଷ୍ଟେସନ୍‌ରେ ଅପେକ୍ଷା କରିଥିଲେ ।