• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chennai Rain

Chennai Rain
ଚେନ୍ନାଇରେ ଜଳ ପ୍ରଳୟ, ଏବେ ସୁଦ୍ଧା ଗଲାଣି ୧୨ ଜୀବନ

ତାମିଲନାଡ଼ୁ ରାଜଧାନୀ ଚେନ୍ନାଇରେ ଜଳ ପ୍ରଳୟ । ସପ୍ତାହେ ହେଲାଣି, ବର୍ଷା ଥମିବାର ନାଁ ନେଉନି । କେତେବେଳେ ଝିପି ଝିପି ବର୍ଷା ହେଉଛି, ତ ଆଉ କେତେବେଳେ ପ୍ରବଳ ଛେଚୁଚି । ଘର ଭିତରେ ପାଣି ଜମିରହିଥିବାରୁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି ।

Chennai Rain
ପ୍ରବଳ ବର୍ଷା, ଏୟାରପୋର୍ଟରେ ଫ୍ଲାଇଟ୍‌ ଓହ୍ଲାଇବାକୁ ବି ମନା..

ଆଣ୍ଠୁଏ ଉଚ୍ଚର ପାଣି ସହ ରାସ୍ତା ଉପରେ ଗଛ ପଡ଼ି ରହିଥିବାରୁ ଲୋକେ ବାହାରକୁ ବାହାରି ପାରୁନାହାନ୍ତି । ଏକାଧିକ ହସ୍ପିଟାଲ୍ ଏବେ ଅଚଳ ହୋଇପଡ଼ିଛି । ହସ୍ପିଟାଲ ଭିତରେ ପାଣି ପଶିଯିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ବି ବିପର୍ଯ୍ୟସ୍ତ ।