Advertisment

କବରସ୍ତାନରୁ ଉଦ୍ଧାର କରି ହସ୍ପିଟାଲ ନେଲେ ବାହୁବଳୀ ଲେଡି ଇନସପେକ୍ଟର

ଚେତାଶୂନ୍ୟ ହୋଇ ପଡିଥିବା ଲୋକକୁ ଉଠେଇ ହସପିଟାଲ ନେଲେ ଲେଡି ପୋଲିସ ଇନସପେକ୍ଟର ରାଜେଶ୍ୱରୀ। କାନ୍ଧରେ ପକେଇ ଅଟୋ ଡାକି ତାଙ୍କୁ ହସ୍ପିଟାଲ ପଠେଇଥିଲେ। ଚେନ୍ନାଇର ଛତ୍ରମ ପୋଲିସ ଷ୍ଟେସନ ନିକଟର ଏହି ଦୃଶ୍ୟ। ଚେନ୍ନାଇରେ ଲଗାଣ ବର୍ଷାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।

author-image
Otv Khabar Bureau

ଚେତାଶୂନ୍ୟ ହୋଇ ପଡିଥିବା ଲୋକକୁ ଉଠେଇ ହସପିଟାଲ ନେଲେ ଲେଡି ପୋଲିସ ଇନସପେକ୍ଟର ରାଜେଶ୍ୱରୀ। କାନ୍ଧରେ ପକେଇ ଅଟୋ ଡାକି ତାଙ୍କୁ ହସ୍ପିଟାଲ ପଠେଇଥିଲେ। ଚେନ୍ନାଇର ଛତ୍ରମ ପୋଲିସ ଷ୍ଟେସନ ନିକଟର ଏହି ଦୃଶ୍ୟ। ଚେନ୍ନାଇରେ ଲଗାଣ ବର୍ଷାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।

Advertisment
Rescue A Unconscious Person Police Inspector
Advertisment
Advertisment