ଭିଜିଗଲା ବରଷ ଯାକର ସମ୍ପତ୍ତି: ଅକ୍ଲାନ୍ତ ପରିଶ୍ରମ ପରେ ଫଳିଥିଲା ସୁନା, ହେଲେ ଏ ବର୍ଷା ସବୁ ସାରିଦେଲା
ଅସ୍ତଗାମୀ ମିହିର....ସିନେ ଜଗତର ପ୍ରଖ୍ୟାତ ଖଳାନାୟକ ଥିଲେ ସେ, କେତେବେଳେ ହସାଉଥିଲେ ତ ପୁଣି କେତେବେଳେ କନ୍ଦାଉଥିଲେ, ବାପା ମୁହଁରେ ନିଆଁ ଭୋ ଭୋ ହୋଇ କାନ୍ଦିଲେ ଅମ୍ଲାନ
ବ୍ୟାଙ୍କ ବନ୍ଦ କରିବାର କିଛି ସମୟ ପୂର୍ବରୁ ଚାରିଜଣ ଯୁବକ ଦୁଇଟି ମୋଟର ସାଇକେଲରେ ଆସି ରାସୋଳ ଥାନା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପଶିଥିଲେ। ମୁହଁରେ ମୁଖା ପିନ୍ଧିଥିବା ସହ ହାତରେ ଛୁରି ,ଭୁଜାଲି ଓ ଲୁହାର ପଞ୍ଚ ବ୍ୟବହାର କରିଥିଲେ ଡକାୟତ ମାନେ । ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ତିନିଜଣଙ୍କୁ ଷ୍ଟ୍ରଙ୍ଗରୁମରେ ତାଲା ପକାଇ ଦେଇଥିଲେ
ଭରା ମିଟିଂ ଚାଲିଥିବା ସମୟରେ ସମସ୍ତଙ୍କ ଉପସ୍ଥିତିରେ ବିଧାୟିକାଙ୍କ ସମର୍ଥକ ମାନେ ବ୍ଲକ ଅଧ୍ୟକ୍ଷଙ୍କୁ ଗାଳି କରିବା ସହିତ ଆସିବା ବେଳେ ଗାଡ଼ିକୁ ଅଟକାଇ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିସହିତ ଗାଡିର କାଚ ଏବଂ ବନେଟ ଉପରେ ପିଟାପିଟି କରୁଥିବା ଦେଖିବାକୁ ମିଳିଥିଲା ।
ଦୁନିଆରେ ଅନେକ ଭିନ୍ନ ଭିନ୍ନ ସଡକ ରହିଛି ଯେଉଁ ରାସ୍ତା ଦେଇ ଯାତାୟତ କରିବା ବେଶ୍ ଆରାମଦାୟକ । କିନ୍ତୁ କିଛି ରାସ୍ତା ଏଭଳି ବି ରହିଥାଏ, ଯେଉଁଥିରେ ଚାଲିବା ଜୀବନକୁ ବିପଦରେ ପକାଇବାଠାରୁ କମ ନୁହେଁ । ସେହିଭଳି ଏକ ରାସ୍ତା ସ୍ପେନ୍ ରେ ରହିଛି । ଏହି ରାସ୍ତା ୧୧୦ ବର୍ଷର ପୁରୁଣା । ତେବେ ଏତେ ଭୟଙ୍କର ରାସ୍ତା ଏହା କିପରି ହେଲା ? କଣ ଏହି ରାସ୍ତାର ନାଁ ? ଚାଲନ୍ତୁ ଜାଣିବା
୧୮୬୩ ମସିହା ଜାନୁଆରି ୧୨ ତାରିଖରେ ପଶ୍ଚିମବଂଗର କୋଲକତାରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନେ ତାଙ୍କର ନାଁ ଥିଲା ନରେନ୍ଦ୍ରନାଥ ଦତ୍ତ । ଆଧ୍ୟାତ୍ମିକତା ପ୍ରତି ଆଗ୍ରହୀ ଥିବା ନରେନ୍ଦ୍ର ପିଲାଦିନରୁ ଧ୍ୟାନ ଅଭ୍ୟାସ କରୁଥିଲେ। ଭାରତୀୟ ଦର୍ଶନ ଓ ବେଦାନ୍ତଙ୍କୁ ବିଶ୍ୱରେ ଲୋକପ୍ରିୟ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।୧୮୯୩ ଚିକାଗୋ ଧର୍ମ ସମ୍ମିଳନୀରେ ତାଙ୍କର ଉଦବୋଧନ ଏବେ ବି ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ ।
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ମନ୍ତେଇଠାରେ ଅଶ୍ରୁଖଳା ନାଳ ଉପରେ ନିର୍ମାଣାଧିନ ବିଜୁ ସେତୁର ଗୋଟିଏ ସ୍ପାନ ଭୁଶୁଡ଼ି ପଡ଼ିଛି । ୨୦୧୬ ଡିସେମ୍ବର ୧୨ରେ ଏହାର ଶିଳାନ୍ୟାସ କରାଯାଇଥିଲା । ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲଟି ନିର୍ମାଣ କରାଯାଉଛି ।
୨୦୧୬ ଡିସେମ୍ବର ୧୨ରେ ଏହାର ଶିଳାନ୍ୟାସ କରାଯାଇଥିଲା । ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲଟି ନିର୍ମାଣ କରାଯାଉଛି ।
ଶହ ଶହ ପ୍ରଶଂସକଙ୍କ ଭିଡ଼ରେ ଆଜି ଅନ୍ତିମ ବିଦାୟ ନେଲେ ମିହିର ଦାସ.. ଖାଣ୍ଟି କଟକିଆ ଆଜି କଟକ ମାଟିରେ ଲୀନ ହେଇଗଲେ.. ସତୀଚଉରା ଶ୍ମଶାନରେ ଅନ୍ତିମ ସଂସ୍କାର ସମ୍ପନ୍ନ ହେଲା..ବଡ଼ ପୁଅ ହିସାବରେ ଅମ୍ଳାନ ବାପାଙ୍କ ପାର୍ଥୀବ ଶରୀରରେ ଦେଲେ ମୁଖାଗ୍ନି
ଶେଷକୃତ୍ୟ ପୂର୍ବରୁ ମିହିରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଦୀର୍ଘ ବର୍ଷ ଧରି କିଡ୍ନୀ ରୋଗରେ ପୀଡ଼ିିତ ଥିବା ମିହିର ମାସେ ତଳେ ଗୁରୁତର ହୋଇପଡ଼ିଥିଲେ ।
ବଲାଙ୍ଗିରରେ ପାନ ଦୋକାନ କରି ଫେନ୍ ହୋଇଛନ୍ତି ବାପ ପୁଅ। ଆସିଥିଲେ ରାୟପୁରରୁ, ରହିଲେ କଣ୍ଟାବାଞ୍ଜିରେ। ଦୀର୍ଘ ୫୦ ବର୍ଷ ଧରି ବ୍ୟବସାୟ କଲେ ପାନ। ଆଉ ଏବେ ତାଙ୍କ ପାନର ଦାମ୍ ୫ ହଜାର। ୨୦୦ ପ୍ରକାରର ପାନ ଭାଙ୍ଗନ୍ତି, ପଠାନ୍ତି ଥାଇଲାଣ୍ଡ୍ ଆଉ ବ୍ୟାଙ୍କକ୍। ପାନର ନାଁ ଫୋର୍ଥ ନାଇଟ୍, ଫାଷ୍ଟ୍ ନାଇଟ୍।
ଆମେ ଟଙ୍କା ନେଇଛୁ କିନ୍ତୁ ତୁମ ସ୍ତ୍ରୀକୁ ତ ନେଇନୁ...ଯାଉନ ଥାନାକୁ ସେମାନେ FIR ରଖିବେନି...ଆମେ କଂସାରୀ ଘରର ପାରା କୁଲା ଢାଉଁ ଢାଉଁ କଲେ ଆମର କଣ ହେବ? ଟଙ୍କା ଠକିବା ପରେ ଏମିତି କହିଲେ ସାଇବର ଲୁଟେରା
ଆପଣଙ୍କ ଆଧାର କାର୍ଡ଼ର ଆଉ କିଏ ଅପବ୍ୟବହାର କରୁଛନ୍ତି କି? ନିଜ ଆଧାର କାର୍ଡ଼ ଅସଲି ନା ନକଲି? ଏହି ଗୋଟିଏ କାମ କଲେ ଘରେ ବସି ଜାଣିପାରିବେ ନିଜର ଆଧାର କାର୍ଡ଼ର ସବୁ ତଥ୍ୟ...
ଭାଇ ୩ ବର୍ଷ ହେଲାଣି ମାସ୍କ ପିନ୍ଧିଲି...ଭାରି ବିରକ୍ତ ଲାଗିଲାଣି, କରୋନା ନିୟମ ମୁଁ ମାନେ ଯେ ଏବେ ଟିକେ...ଏମିତି କଣ କହୁଛନ୍ତି ସପ୍ଲାଏ ଇନିସ୍ପେକ୍ଟର ମାଡମ୍ରେ ନାରଣ?
ଏତେ ବଡ଼ ଘରର ମରାମତି ପାଇଁ ସରକାର ଦେଲେ ୩ ହଜାର!! ମରାମତି ପାଇଁ ୩୦ ହଜାର ଜିନିଷ ଲାଗିବ ମିସ୍ତ୍ରୀ କହିବାରୁ ଥାନାରେ କେସ୍ କରିବେ ବୋଲି କହିଲେ ମାଲିକ...ଏହାପରେ ହେଲା କ’ଣ?
କେତେବେଳେ ରୋମାନ୍ସ ତ ପୁଣି କେତେବେଳେ କମେଡ଼ି...ନିଜର ଅଭିନୟରେ ଦର୍ଶକଙ୍କ ମୁହଁ ନୁହେଁ ମନ ବାନ୍ଧୁଥିଲେ ଓଡ଼ିଆ ସିନେଜଗତର ଭେଟେରାନ ଲିଡର୍ ମିହିର ଦାସ...ପିଲାଙ୍କଠୁ ବୁଢା ପର୍ଯ୍ୟନ୍ତ ସମସ୍ତ ହୃଦୟରେ କିଣିଥିଲେ ଜାଗା...କିନ୍ତୁ ଦୁଃଖର ସାଗରରେ ସମସ୍ତଙ୍କୁ ଛାଡିଦେଇଗଲେ ସେ....
୭୬ ବର୍ଷ ପୂର୍ବେ ସେନା ପୁଅ ମା’ଙ୍କ ପାଖକୁ ଲେଖିଥିଲେ ଚିଠି। ଲେଖିଥିଲେ କିଛି ଦରଦଭରା କାହାଣୀ। ଚିଠି ମିଳିଲା ଏବେ।
ଏକତା ହିଁ ବଳ। ଏହାକୁ ପ୍ରମାଣ କରି ଦେଖେଇଛନ୍ତି ଏକ କୁକୁର ଦଳ। ସେମାନେ ବଳବଦ୍ଧ ଭାବେ ଜଙ୍ଗର ରାଜା ସିଂହକୁ ପରାସ୍ତ କରି କରିଛନ୍ତି।
ଗରିଲା କବଳରୁ ନିଜକୁ ରକ୍ଷା କରିବା ନେଇ ଜଣେ ମହାକାଶଚାରୀ ସ୍ପେସ୍ ଷ୍ଟେସନ୍ରେ ଆଡେ ସାଡେ ଦୌଡୁଥିବା ଦେଖାଯାଏ। ଏହି ସମସ୍ତ ଘଟଣା ସୋସିଆଲ ମିଡିଆରେ ଭିଡିଓ ଆକାରରେ ଭାଇରାଲ ହେବାରେ ଲାଗିଛି।
କେତେବେଳେ ସେ ଥିଲେ ନାୟକ ତ କେବେ ବନିଥିଲେ ଖଳନାୟକ । ସବୁଥିରେ ସେ ଫିଟ୍, ସବୁଥିରେ ସେ ହିଟ୍ । ହେଲେ ସେହି ୪ ଦଶନ୍ଧୀର ସୁବର୍ଣ୍ଣ ସମୟକୁ ଛାଡ଼ି ଆଜି ଅଫେରା ବାଟ ଦେଇ ଫେରିଯାଇଛନ୍ତି ଓଲିଉଡ୍ର କିମ୍ବଦନ୍ତୀ ଅଭିନେତା ମିହିର ଦାସ ।
ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ପାଇଁ କାଳ ହେଲା ଅଦିନିଆ ବର୍ଷା । ପଶ୍ଚିମା ଝଡ଼ ପ୍ରଭାବରେ ବଲାଙ୍ଗିର, ସୋନପୁର, ନୂଆପଡ଼ା, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି ଚାଷୀ କୂଳ ।
କେତେବେଳେ ସେ ଥିଲେ ନାୟକ ତ କେବେ ବନିଥିଲେ ଖଳନାୟକ । ସବୁଥିରେ ସେ ଫିଟ୍, ସବୁଥିରେ ସେ ହିଟ୍ । ହେଲେ ସେହି ୪ ଦଶନ୍ଧୀର ସୁବର୍ଣ୍ଣ ସମୟକୁ ଛାଡ଼ି ଆଜି ଅଫେରା ବାଟ ଦେଇ ଫେରିଯାଇଛନ୍ତି ଓଲିଉଡ୍ର କିମ୍ବଦନ୍ତୀ ଅଭିନେତା ମିହିର ଦାସ ।
ସବୁ ଜିଲ୍ଲାର ଚାଷୀ ଅମଳ ପରେ ବିକ୍ରି ପାଇଁ ମଣ୍ଡିର ଖୋଲା ଆକାଶ ତଳେ ଧାନ ପକାଇ ରଖିଥିବା ବେଳେ ବହୁ ସ୍ଥାନରେ ସାଇତା ଧାନକୁ ଭିଜାଇ ଦେଇଛି ବର୍ଷା ।
ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଗତ ପ୍ରାୟେ ମାସେ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା ।
ବୟସର ଅପରାହ୍ନରେ ନିଜର ବୋଲି କେହି ନାହିଁ । ହେଲେ ପଛୁଆ ଅଞ୍ଚଳର ପିଲାଙ୍କ ଦୁଃଖ ବୁଝି କଲେଜ ନିର୍ମାଣ କରୁଛନ୍ତି ବୃଦ୍ଧ ଦମ୍ପତି । ଏଥିପାଇଁ ୨୦ ଲକ୍ଷ ଦାନ କରିଛନ୍ତି ।