୧୮୬୩ ମସିହା ଜାନୁଆରି ୧୨ ତାରିଖରେ ପଶ୍ଚିମବଂଗର କୋଲକତାରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନେ ତାଙ୍କର ନାଁ ଥିଲା ନରେନ୍ଦ୍ରନାଥ ଦତ୍ତ । ଆଧ୍ୟାତ୍ମିକତା ପ୍ରତି ଆଗ୍ରହୀ ଥିବା ନରେନ୍ଦ୍ର ପିଲାଦିନରୁ ଧ୍ୟାନ ଅଭ୍ୟାସ କରୁଥିଲେ। ଭାରତୀୟ ଦର୍ଶନ ଓ ବେଦାନ୍ତଙ୍କୁ ବିଶ୍ୱରେ ଲୋକପ୍ରିୟ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।୧୮୯୩ ଚିକାଗୋ ଧର୍ମ ସମ୍ମିଳନୀରେ ତାଙ୍କର ଉଦବୋଧନ ଏବେ ବି ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ ।
Published: Otv Khabar Bureau
Last updated: 12 January 2022, 01:05 PM IST
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ମନ୍ତେଇଠାରେ ଅଶ୍ରୁଖଳା ନାଳ ଉପରେ ନିର୍ମାଣାଧିନ ବିଜୁ ସେତୁର ଗୋଟିଏ ସ୍ପାନ ଭୁଶୁଡ଼ି ପଡ଼ିଛି । ୨୦୧୬ ଡିସେମ୍ବର ୧୨ରେ ଏହାର ଶିଳାନ୍ୟାସ କରାଯାଇଥିଲା । ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲଟି ନିର୍ମାଣ କରାଯାଉଛି ।