ପାଣି ଟ୍ୟାପ୍ରୁ ପାଣି ତ ବାହାରିବା ଏକ ସାଧାରଣ କଥା। କିନ୍ତୁ କେବେ ଦେଖିଛନ୍ତି କି ଚା’ ବାହାରିବାର। କିନ୍ତୁ ଏଠି ଯେଉଁ ପାଣି ଟ୍ୟାପ୍ ଅଛି, ଖୋଲିବା ମାତ୍ରେ ବାହାରୁଛି ଗରମ ଗରମ ଚା’। ଯିଏ ଯାଉଛି ସିଏ ପିଉଛି।
ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ଟଙ୍କାର ସଠିକ୍ ଭାବେ ବିନିଯୋଗ ହୋଇପାରିଲେ ଅଧିକ ଅନୁଦାନ ଆସିବ ଏବଂ ଅର୍ଥର ଅଭାବ ଆସିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଦାମୋଦର ହୋତାଙ୍କର ଦେହାନ୍ତ ହୋଇଯାଇଛି । ଗତକାଲି ରାତି ଗୋଟାଏ ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ବନାରସ ହିନ୍ଦୁ ୟୁନିଭର୍ସିଟିରେ ହିନ୍ଦୁସ୍ତାନୀ ସଂଗୀତରେ ସ୍ନାତକୋତ୍ତର କରିଥିଲେ । ଏହାପରେ ଓଡ଼ିଶାରେ ଶତାଧିକ ଶିଷ୍ୟ ତିଆରି କରିଥିଲେ ସେ ।
ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଦାମୋଦର ହୋତାଙ୍କ ଦେହାନ୍ତ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।
ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ଲତାଜୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ । ଶୁଣନ୍ତୁ ଲତାଜୀଙ୍କ ସହ ତାଙ୍କର ଅନୁଭୂତି ।
ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ଲତାଜୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ସଂଗୀତ ନିର୍ଦେଶକ ପ୍ରେମାନନ୍ଦ ।
ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଲତାଜୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ସଂଗୀତ ନିର୍ଦେଶକ ପ୍ରେମାନନ୍ଦ ।
ମୋବାଇଲ୍ ଟାୱାର ପାଇଁ ୩୯୩୩ ସାଇଟ୍ସ ଚିହ୍ନଟ ହୋଇଛି। ଓଡ଼ିଶାରେ ୬ ହଜାର ଗାଁ ଅନ୍କଭର ରହିଛି, ତେଣୁ ନିଶ୍ଚିତ ମୋବାଇଲ୍ ଟାୱାର ହେବ।ପ୍ରେସ୍ମିଟ୍ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।
ପରଲୋକରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର । ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଲତାଜୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ଗାୟକ କୈଲାସ ଖେର୍ । ସ୍ୱପ୍ନରେ ବାସ୍ତବତାରେ କର୍ମରେ ଅମର ରହିବେ ଲତାଜୀ ବୋଲି ଗାୟକ କୈଲାସ ଖେର୍ କହିଛନ୍ତି ।
ବରିଷ୍ଠ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ନିଜେ ମୁମ୍ବାଇ ଯାଇ ଲତାଜୀଙ୍କୁ ଓଡ଼ିଆ ଗୀତ ଓଡ଼ିଆ ଗୀତ ଚୁନା ଚୁନା ତାରା ଫୁଲେ ଗାଇବାକୁ ପ୍ରସ୍ତାବ ଦେଇଥିଲେ । ଶୁଣନ୍ତୁ ଲତାଜୀଙ୍କ ସହ ତାଙ୍କର ଅନୁଭୂତି ।
ବରିଷ୍ଠ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ନିଜେ ମୁମ୍ବାଇ ଯାଇ ଲତାଜୀଙ୍କୁ ଓଡ଼ିଆ ଗୀତ ଓଡ଼ିଆ ଗୀତ ଚୁନା ଚୁନା ତାରା ଫୁଲେ ଆଜି ଗାଇବାକୁ ପ୍ରସ୍ତାବ ଦେଇଥିଲେ । ଶୁଣନ୍ତୁ ଲତାଜୀଙ୍କ ସହ ତାଙ୍କର ଅନୁଭୂତି ।
ପୁଣି ମଝି ଚିଲିକାରେ ଅଟକିଲା ଭସାପୋଲ। ଭସାପୋଲଟି ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ଆଜି ସକାଳେ ମହିଁଷା ଗାଁ ନିକଟରେ ମଝି ଚିଲିକାରେ ଫସି ଯାଇଥିବା ସୂଚନା ମିଳିଛି। ଭସାପୋଲରେ ୨ଟି ବସ୍, ଗୋଟିଏ ବୋଲେରୋ, ୧୦ରୁ ଅଧିକ ବାଇକ୍ ଓ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି।
ଜନ୍ମରୁ ମାଆକୁ ଦେଖିନି, ସୂର୍ଯ୍ୟାଲୋକ ବି ଦେଖିନି...କଅଁଳ ସ୍ୱରରେ ପାଠ ପଢିବି ବୋଲି କହୁଛି....ମା ଚାଲିଗଲା ପରେ ଦୁନିଆରେ କେବଳ ସାହା ଭରଷା ଏବେ ବାପା
ନିତିଦିନ ପିଲାଙ୍କ ପାଠକୁ ତଦାରଖ କରିବାକୁ ଆସୁଛନ୍ତି ସ୍କୁଲ ପ୍ରଧାନଶିକ୍ଷକ। ଏଇଠି ସରକାରୀ ଯୋଜନା ନୁହେଁ ବରଂ ଶିକ୍ଷକଙ୍କ ସାଧନା ହିଁ କାଲିର ଭବିଷ୍ୟତର ଗଢୁଛି ଭାଗ୍ୟ.
ସ୍ୱାମୀ ସମିତିସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ ସରପଂଚ ପ୍ରାର୍ଥୀ ହୋଇଛନ୍ତି ନିଜ ସ୍ତ୍ରୀ।
ବାଟବଣା ମୁକ୍ତା ଯୋଜନା। ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ବୁଝାମଣା କରି ଖାଇଗଲେ ଲକ୍ଷାଧିକ ଟଙ୍କା....କାମର ନାହିଁ ନାମ ନିଶାନ...
ପୁଣି ମଝି ଚିଲିକାରେ ଅଟକିଲା ଭସାପୋଲ। ଭସାପୋଲରେ ୨ଟି ବସ୍, ଗୋଟିଏ ବୋଲେରୋ, ୧୦ରୁ ଅଧିକ ବାଇକ୍ ଓ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି।
ସାମ୍ନାକୁ ଆସିଛି ଏକ କଳଙ୍କିତ ବାପାର ଛବି। ସାଜିଥିଲା ଝିଅର ଗ୍ରାହକ। ଦେଖୁଥିବା ଆପତ୍ତିଜନକ ଫଟୋ ଆଉ ଭିଡିଓ। ଏନେଇ ଦେଉଥିଲା ଲକ୍ଷ ଲକ୍ଷ ଟଙ୍କା। ଝିଅର ଅଜାଣତରେ ଚାଲିଥିଲା ସବୁକିଛି।
ଅସୁବିଧା ବେଳେ ମଣିଷ ଯେପରି ଆଉ ଜଣେ ମଣିଷର ସାହାଯ୍ୟ ଦରକାର କରେ, ଠିକ୍ ପଶୁମାନେ ବି ଆଉ ଏକ ପଶୁର ସହଯୋଗ ଲୋଡନ୍ତି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏକ ଛେଳି ଓ ଗଧର ଭିଡିଓ ଏହାକୁ ପ୍ରମାଣିତ କରେ।
ଆପଣଙ୍କ ପାଖରେ ଅଛି କି ଏହି ୨ ଟଙ୍କିଆ ନୋଟ୍। ତେବେ ଏହା ଆପଣଙ୍କୁ କରିଦେବ ଧନୀ। ତେବେ କିପରି ହେବେ ଜାଣିବା ପାଇଁ ପଢନ୍ତୁ।
ଏବେ ପ୍ରଶ୍ନ ଉଠୁଛି, ଯଦି ପରିବେଶ ମଞ୍ଜୁରି ନଥିଲା, କେମିତି ଆଗଉଥିଲା ପ୍ରକଳ୍ପ କାମ ? ନିୟମ ଅନୁଯାୟୀ ଜେଏସଡବ୍ଲୁ ସବୁ କାଗଜପତ୍ର ପରଖି କାର୍ଯ୍ୟ କରୁଥିଲା ତ ପ୍ରଶାସନ ? ସ୍ଥାନୀୟ ଲୋକଙ୍କ ପାନବରଜ ଭାଙ୍ଗି କେମିତି ପ୍ରଶାସନ ଆଗକୁ ବଢ଼ୁଥିଲା? ଏସବୁ କମ୍ପାନି ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା ନୁହେଁ କି?
ହାତୀର ପ୍ରତିଭା ଦେଖି ଆପଣ ବି ସାଲୁଟ୍ ମାରିବେ। ହାତୀ ଧରିଛି ରଙ୍ଗ ତୂଳୀ ଆଉ ଆଙ୍କୁଛି ନିଜର ଚିତ୍ର। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବେ।
ଏବେ ପ୍ରଶ୍ନ ଉଠୁଛି, ଯଦି ପରିବେଶ ମଞ୍ଜୁରି ନଥିଲା, କେମିତି ଆଗଉଥିଲା ପ୍ରକଳ୍ପ କାମ ? ନିୟମ ଅନୁଯାୟୀ ଜେଏସଡବ୍ଲୁ ସବୁ କାଗଜପତ୍ର ପରଖି କାର୍ଯ୍ୟ କରୁଥିଲା ତ ପ୍ରଶାସନ ? ସ୍ଥାନୀୟ ଲୋକଙ୍କ ପାନବରଜ ଭାଙ୍ଗି କେମିତି ପ୍ରଶାସନ ଆଗକୁ ବଢ଼ୁଥିଲା? ଏସବୁ କମ୍ପାନି ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା ନୁହେଁ କି?
ସରକାରୀ ଘର ଯୋଗାଇ ଦେବା କହି ଲୁଟୁଥିଲେ ଟଙ୍କା। କାହାଠାରୁ ୨୦ ହଜାର ତ ପୁଣି କାହାଠାରୁ ୫୦ ହଜାର, ଆଉ କିଏ ପୁଣି ଦେଇଛି ଲକ୍ଷ ଲକ୍ଷ ଟଙ୍କା। ଅଭିଯୋଗ ପରେ ଗିରଫ ହୋଇଛନ୍ତି କଟକର ବିଜେଡି ନେତା ରାଜା କରଣ।
ବାଡ଼ି ଭିତରୁ କଙ୍କାଳ ଉଦ୍ଧାର ହେବା ଘଟଣାରେ ପୋଲିସ ଓ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି...