Damodar hota Passed away
ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଦାମୋଦର ହୋତାଙ୍କର ଦେହାନ୍ତ ହୋଇଯାଇଛି । ଗତକାଲି ରାତି ଗୋଟାଏ ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ବନାରସ ହିନ୍ଦୁ ୟୁନିଭର୍ସିଟିରେ ହିନ୍ଦୁସ୍ତାନୀ ସଂଗୀତରେ ସ୍ନାତକୋତ୍ତର କରିଥିଲେ । ଏହାପରେ ଓଡ଼ିଶାରେ ଶତାଧିକ ଶିଷ୍ୟ ତିଆରି କରିଥିଲେ ସେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)