ପରଲୋକରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର । ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଲତାଜୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ଗାୟକ କୈଲାସ ଖେର୍ । ସ୍ୱପ୍ନରେ ବାସ୍ତବତାରେ କର୍ମରେ ଅମର ରହିବେ ଲତାଜୀ ବୋଲି ଗାୟକ କୈଲାସ ଖେର୍ କହିଛନ୍ତି ।
Published: Pallipuspa Samal
Last updated: 06 February 2022, 02:12 PM IST
ବରିଷ୍ଠ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ନିଜେ ମୁମ୍ବାଇ ଯାଇ ଲତାଜୀଙ୍କୁ ଓଡ଼ିଆ ଗୀତ ଓଡ଼ିଆ ଗୀତ ଚୁନା ଚୁନା ତାରା ଫୁଲେ ଆଜି ଗାଇବାକୁ ପ୍ରସ୍ତାବ ଦେଇଥିଲେ । ଶୁଣନ୍ତୁ ଲତାଜୀଙ୍କ ସହ ତାଙ୍କର ଅନୁଭୂତି ।