• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Damodar Hota Passed Away

Damodar hota Passed away
ଆରପାରିରେ ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଦାମୋଦର ହୋତା

ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଦାମୋଦର ହୋତାଙ୍କର ଦେହାନ୍ତ ହୋଇଯାଇଛି । ଗତକାଲି ରାତି ଗୋଟାଏ ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ବନାରସ ହିନ୍ଦୁ ୟୁନିଭର୍ସିଟିରେ ହିନ୍ଦୁସ୍ତାନୀ ସଂଗୀତରେ ସ୍ନାତକୋତ୍ତର କରିଥିଲେ । ଏହାପରେ ଓଡ଼ିଶାରେ ଶତାଧିକ ଶିଷ୍ୟ ତିଆରି କରିଥିଲେ ସେ ।

Damodar hota Passed away
ଆଉ ନାହାଁନ୍ତି ପଦ୍ମକେଶରୀ ଦାମୋଦର ହୋତା

ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଦାମୋଦର ହୋତାଙ୍କ ଦେହାନ୍ତ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।