ଜନ୍ମରୁ ମାଆକୁ ଦେଖିନି, ସୂର୍ଯ୍ୟାଲୋକ ବି ଦେଖିନି...କଅଁଳ ସ୍ୱରରେ ପାଠ ପଢିବି ବୋଲି କହୁଛି....ମା ଚାଲିଗଲା ପରେ ଦୁନିଆରେ କେବଳ ସାହା ଭରଷା ଏବେ ବାପା...ଗରିବୀ ପାଇଁ ଭଲରେ ମୁଠାଏ ଖାଇବା ମିଳୁନି, ସାହାଯ୍ୟ କଲେ ପାଠ ପଢନ୍ତା କୁନି ପୁଅ
Published: Prangyan Parimita
Last updated: 06 February 2022, 11:18 AM IST
ନିତିଦିନ ପିଲାଙ୍କ ପାଠକୁ ତଦାରଖ କରିବାକୁ ଆସୁଛନ୍ତି ସ୍କୁଲ ପ୍ରଧାନଶିକ୍ଷକ। ଏଇଠି ସରକାରୀ ଯୋଜନା ନୁହେଁ ବରଂ ଶିକ୍ଷକଙ୍କ ସାଧନା ହିଁ କାଲିର ଭବିଷ୍ୟତର ଗଢୁଛି ଭାଗ୍ୟ.