Advertisment

ସ୍ୱାମୀ ସମିତିସଭ୍ୟ, ସ୍ତ୍ରୀ ସରପଞ୍ଚ ପ୍ରାର୍ଥୀ... ସାଇକେଲରେ ବୁଲି ବୁଲି ମାଗୁଛନ୍ତି ଭୋଟ

ସ୍ୱାମୀ ସମିତିସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ ସରପଂଚ ପ୍ରାର୍ଥୀ ହୋଇଛନ୍ତି ନିଜ ସ୍ତ୍ରୀ।

author-image
Prangyan Parimita

ଗୋଟିଏ ଘର। ଗୋଟିଏ ପଞ୍ଚାୟତ। ହେଲେ ପଞ୍ଚାୟତ ନିର୍ବାଚନରେ ଗୋଟିଏ ଘରୁ ପ୍ରାର୍ଥୀ ହୋଇଛନ୍ତି ଦୁଇ ଜଣ। ସେ ପୁଣି ସ୍ୱାମୀ-ସ୍ତ୍ରୀ। ସ୍ୱାମୀ ସମିତିସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ ସରପଂଚ ପ୍ରାର୍ଥୀ ହୋଇଛନ୍ତି ନିଜ ସ୍ତ୍ରୀ। ଦୁହେଁ ସାଇକେଲରେ ବୁଲି ବୁଲି କରୁଛନ୍ତି ନିର୍ବାଚନ ପ୍ରଚାର। ଆଉ ଘର ଘର ବୁଲି ମାଗୁଛନ୍ତି ଭୋଟ..

Advertisment
PanchayatElection2022
Advertisment
Advertisment