ଭୋଟ ଦେବ କୋଉଠି ଜିଅନ୍ତା ମାଛ ଚିହ୍ନ ଯୋଉଠି। ମୋ ବୋଉଲୋ...ଏ ନାନି କଣ ଜିଅନ୍ତା ମାଛ ଧରି ଘରକୁ ଘର ବୁଲୁଛନ୍ତି, ନାରଣରେ ସେ ମାଛ ଖାଇବାକୁ ଦେବେନିରେ ମାଛ ଚିହ୍ନକୁ ଭୋଟ ଦେବା ପାଇଁ କହୁଛନ୍ତି...ଦେଖନ୍ତୁ ଏହି ଭିଡ଼ିଓ
ନା ନା ମୁଁ ଜମା ସାନ ପୁଅ ପାଖକୁ ଯିବିନି। ମୁଁ ଗଲେ ବୋହୂ ଆଉ କାମ କରିବନି, କାହାକୁ କଣ କହିବି? ୧ ତାରିଖ ହୋଉ ହୋଉ ATM ପାଖରେ ନେଇ ମୋ ଗାଡ଼ି ଲଗାଉଛନ୍ତି...
ମାଆ ପାଇଁ ସମସ୍ତେ ସମାନ। ଛେଳି ଛୁଆକୁ କ୍ଷୀର ଖୁଆଉଛି ମାଆ କୁକୁର, ବିନା କୌଣସି ଡରରେ ଢକଢକ ହୋଇ କ୍ଷୀର ପିଇଯାଉଛି ଛେଳି ଛୁଆ, ଦେଖନ୍ତୁ ଏହି ଭିଡ଼ିଓ
ମୋବାଇଲ ମରାମତି ପାଇଁ ଯାଇଥିଲେ କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା। ଭାଇର ଅପରେସନ ପାଇଁ ରଖିଥିବା ଟଙ୍କା ଯିବା ପରେ କାନମୁଣ୍ଡା ଆଉଁଷି ଆଉଁଷି କେମିତି ଟଙ୍କା ଗଲା ଖୋଜିଲା ବେଳକୁ ଯେଉଁ ତଥ୍ୟ ସାମ୍ନାକୁ ଆସିଲା, ତାହାକୁ ଦେଖନ୍ତୁ...
ସୌମ୍ୟ-ସୋନାଲିଙ୍କ ଭାଇରାଲ ଅଡ଼ିଓକୁ ନେଇ ଭାରି ଚର୍ଚ୍ଚା। ଯେତେବେଳେ ସୌମ୍ୟ ଭୋ ଭୋ ହୋଇ କାନ୍ଦି ସୋନାଲିଙ୍କୁ ଫୋନ୍ କରୁଛନ୍ତି ସେତେବେଳେ ସୋନାଲି କିନ୍ତୁ କେୟାର କରୁନାହାନ୍ତି। ବରଂ କହୁଛନ୍ତି ତୁମେ କାନ୍ଦିକି ଗଡ଼ିଗଲେ ବି ମତେ କିଛି ଫରକ ପଡ଼ିବନି...
ଭେଣ୍ଡିଆ ପୁଅର କାମ କରୁନି କିଡନୀ। ଚିକିତ୍ସା ପାଇଁ ପାଖରେ ଅର୍ଥ ବି ନାହିଁ, କିଡନୀ ପ୍ରତ୍ୟାରୋପଣ ପାଇଁ ଦରକାର ୧୦ ଲକ୍ଷ ଟଙ୍କା, ପାଖରେ ଟଙ୍କା ନଥିବାରୁ ସାହାଯ୍ୟ ମାଗୁଛନ୍ତି ପୂରା ପରିବାର
କଟକ କୁମ୍ଭାର ସାହିର ଶିଳ୍ପୀମାନେ ଓଲିଉଡର ମିହିର ଦାସଙ୍କ ପ୍ରତି ଏକ ନିଆରା ଢଙ୍ଗରେ ନିଜର ଭଲ ପାଇବା ପ୍ରଦର୍ଶନ କରିଛନ୍ତି । କଟକର କୁମ୍ଭାର ସାହିର ମୂର୍ତ୍ତିଶାଳାରେ ମିହିର ଦାସଙ୍କର ଏକ ମାଟି ମୂର୍ତ୍ତି ତିଆରି ଚାଲିଛି । ପ୍ରାୟ ୧୦ ଦିନ ହେଲାଣି ଦିନରାତି ଏକ୍ କରି ୧୫ ଜଣ ପୋଖତ ଶିଳ୍ପୀ ଏହି ମୂର୍ତ୍ତିକୁ ତିଆରି କରୁଛନ୍ତି ।
ଆାଦିତ୍ୟ ହେଉଛନ୍ତି ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ସୁପୁତ୍ର। ଗତ ୭ ତାରିଖରୁ ଭୁବନେଶ୍ୱରର ଏକ ପଞ୍ଚତାରକା ହୋଟେଲରେ ଆରମ୍ଭ ହୋଇଛି ଏହି ହାଇପ୍ରୋଫାଇଲ୍ ମ୍ୟାରେଜ୍ ପାଇଁ ବିଭିନ୍ନ ନୀତିକାନ୍ତି।
ଆଜି ଗଜପତିଙ୍କ ମହାରାଜାଙ୍କ ସାନଝିଅ ଦେବେଶୀ ଦେବୀଙ୍କ ବାହାଘର I ଜୀବନସାଥୀ ହେବେ ବର୍ଦ୍ଧମାନ ରାଜକୁମାର ଆଦିତ୍ୟ I କୋଭିଡ୍ କଟକଣାରେ ଭୁବନେଶ୍ୱରରେ ମ୍ୟାରେଜ୍
ଓଡ଼ିଶା ହାଇକୋର୍ଟର ନାମ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରସ୍ତାବ ରଖିଛନ୍ତି। ରାଜ୍ୟସଭାରେ ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇଛନ୍ତି ।
ଆଜି ରାତିରେ ବାହାଘର ଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ମେ ଫେୟାର ହୋଟେଲ୍ ପରିସର । ଦୁଇ ରାଜ ପରିବାରଙ୍କ ପାଇଁ ହୋଟେଲ ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାତିରେ ବରଯାତ୍ରୀ ଯିବାଠୁ ବିବାହ କାର୍ଯ୍ୟକ୍ରମ ଯାଏଁ ସବୁ ରାଜକୀୟ ପରମ୍ପରାରେ ହେବ ବୋଲି ସୂଚନା ମିଳିଛି ।
ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅଙ୍କ ବାହାଘର। ଗଜପତି ମହାରାଜାଙ୍କ ତୃତୀୟ କନ୍ୟା ରାଜକୁମାରୀ ଦେବେଶୀ ଦେବୀ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ। ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ ଫେୟାରରେ ଏହି ହାଇପ୍ରୋଫାଇଲ୍ ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।
ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅଙ୍କ ବାହାଘର। ଗଜପତି ମହାରାଜାଙ୍କ ଚତୁର୍ଥ କନ୍ୟା ରାଜକୁମାରୀ ଦେବେଶୀ ଦେବୀ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ। ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ ଫେୟାରରେ ଏହି ହାଇପ୍ରୋଫାଇଲ୍ ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।
ତଦନ୍ତ ସମୟରେ ସାକ୍ଷୀଙ୍କୁ ଯେପରି ପ୍ରଭାବିତ ନକରିବେ ସେ ଦିଗରେ ବି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଆତ୍ମାହୁତି ଦେବା ବେଳେ ମହିଳାଙ୍କୁ କାବୁ କଲା ପୋଲିସ।
ମୋବାଇଲ୍ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ। କଟକ ଜିଲ୍ଲା ବାଙ୍କୀ ଡମପଡ଼ା ମଦନମୋହନ ଛକରେ ଥିବା ମୋବାଇଲ ଟାୱାରରେ ଯୁବକ ଜଣକ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି।
ଲିଙ୍ଗରାଜଙ୍କ ୧ ଏକରରୁ ଅଧିକ ଜମି ଉପରେ ଘରୋଇ ମାଲିକାନା, ପଟ୍ଟା କରିଥିବାରୁ ଜମି ଛାଡିବାକୁ ନାରାଜ ସ୍ଥାନୀୟ ଲୋକେ ସରକାରଙ୍କ ଜାଣନ୍ତରେ ହଡ଼ପ୍ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ କୋଟି କୋଟି ଟଙ୍କାର ଜମି । ଜମି ଉପରେ ଅନେକ ଲୋକଙ୍କ କବଜା । ଆପତ୍ତି ଅଭିଯୋଗ ଏପରିକି କୋର୍ଟର ନିର୍ଦ୍ଦେଶକୁ ବି ଖାତିର କରୁନାହାଁନ୍ତି ପ୍ରଭାବଶାଳୀ ଜମି ମାଫିଆ ।
ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ୪ ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ ।
ବୁଝେଇ ସୁଝେଇ ଝିଅକୁ ପାଠ ପଢେଇଥିଲେ ବାପା । ଝିଅ ITI କଲା । ବାପାଙ୍କ ଦେହାନ୍ତ ପରେ ସାଇକେଲ୍ ରିପେୟାରିଂ କରି ଚଳାଉଛନ୍ତି ପରିବାର । ସ୍ୱପ୍ନ ଦେଖୁଛନ୍ତି, ସାନ ଭାଇଭଉଣୀଙ୍କୁ କରିବେ ମଣିଷ ।
ମୋବାଇଲ୍ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ। କଟକ ଜିଲ୍ଲା ବାଙ୍କୀ ଡମପଡ଼ା ମଦନମୋହନ ଛକରେ ଥିବା ମୋବାଇଲ ଟାୱାରରେ ଯୁବକ ଜଣକ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି।
ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ୪ ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ ।
ସରକାରଙ୍କ ଜାଣନ୍ତରେ ହଡ଼ପ୍ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ କୋଟି କୋଟି ଟଙ୍କାର ଜମି । ଜମି ଉପରେ ଅନେକ ଲୋକଙ୍କ କବଜା । ଆପତ୍ତି ଅଭିଯୋଗ ଏପରିକି କୋର୍ଟର ନିର୍ଦ୍ଦେଶକୁ ବି ଖାତିର କରୁନାହାଁନ୍ତି ପ୍ରଭାବଶାଳୀ ଜମି ମାଫିଆ ।
ଭାଇରାଲ ହୋଇଥିବା ଭିଡିଓରେ ପ୍ରଶାନ୍ତ ଜଗଦେବ କହୁଛନ୍ତି, ବିଧାୟକ ଭାବେ କ୍ଲବ ଘରକୁ ବୁଲି ଆସିଥିଲି । ହେଲେ ଜଣେ ଭଦ୍ରବ୍ୟକ୍ତି ତାଙ୍କର କାଣ୍ଡଜ୍ଞାନ ନାହିଁ ବୋଲି କହିଥିଲେ । ସେ ତାଙ୍କ ଜ୍ଞାନର ଉତ୍ତର ଦେବେ, ନହେଲେ ତାଙ୍କୁ ଘରକୁ ଛଡା ଯିବନି ବୋଲି କହି ବିଧାୟକ ଧମକ ଦେବାର ଭିଡିଓରେ ଦେଖାଯାଇଛି
ପ୍ରତିଭା ଦେଖେଇବା ନେଇ ବୟସର କୌଣସି ମାନେ ନାହିଁ। ଜଣେ ୮୦ ବର୍ଷ ପରେ ବି ନିଜ ପ୍ରତିଭାକୁ ଲୋକଙ୍କ ସାମ୍ନାକୁ ଆଣିପାରେ, ସେହିପରି ୫ ବର୍ଷ ପିଲା ମଧ୍ୟ କମ ନୁହେଁ। ଏବେ ଏମିତି ଏକ ପିଲାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଆଗକୁ ଆସୁଛି ପ୍ରେମର ଦିନ। ଅନେକ ପ୍ରେମ ଚିରସ୍ଥାୟୀ ହୋଇଥିବା ବେଳେ କେତେକ ପ୍ରେମରେ ଦେଖାଦିଏ ପ୍ରତାରଣା। ସମସ୍ତେ ପ୍ରତାରଣା ଦେଉ ନଥିବା ବେଳେ କିଛି କରିଥାନ୍ତି ଏମିତି। ତେବେ କିଏ ଓ କାହିଁକି ଦେଇଥାନ୍ତି ପ୍ରତାରଣା ଆସନ୍ତୁ ଜାଣିବା।