ହଁ ଏମିିତି ଜଣେ ନିଆରା ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳରୀର ଫାଇନ୍ ଆର୍ଟ ଆଟିଷ୍ଟ ପ୍ରତାପ ବାଡ଼ତ୍ୟା । ନିକଟରେ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଦର୍ଶନୀରେ ନିଜର ଜାଦୁଗରି ଦ୍ୱାରା ମହାମହିମଙ୍କୁ ପ୍ରଭାବିତ କରିପାରେ ସଫଳ ହୋଇଛନ୍ତି ।
ପ୍ରତିଭା ଦେଖେଇବା ନେଇ ବୟସର କୌଣସି ମାନେ ନାହିଁ। ଜଣେ ୮୦ ବର୍ଷ ପରେ ବି ନିଜ ପ୍ରତିଭାକୁ ଲୋକଙ୍କ ସାମ୍ନାକୁ ଆଣିପାରେ, ସେହିପରି ୫ ବର୍ଷ ପିଲା ମଧ୍ୟ କମ ନୁହେଁ। ଏବେ ଏମିତି ଏକ ପିଲାକୁ ନେଇ ଚର୍ଚ୍ଚା ଜୋର ଧରିଛି।