Advertisment

ଭାଇରାଲ ଅଡ଼ିଓକୁ ନେଇ ବଢୁଛି ଚର୍ଚ୍ଚା। ସୌମ୍ୟ କାନ୍ଦୁଛନ୍ତି ସେତେବେଳେ ସୋନାଲି ହସୁଛନ୍ତି...

ସୌମ୍ୟ-ସୋନାଲିଙ୍କ ଭାଇରାଲ ଅଡ଼ିଓକୁ ନେଇ ଭାରି ଚର୍ଚ୍ଚା। ଯେତେବେଳେ ସୌମ୍ୟ ଭୋ ଭୋ ହୋଇ କାନ୍ଦି ସୋନାଲିଙ୍କୁ ଫୋନ୍‌ କରୁଛନ୍ତି ସେତେବେଳେ ସୋନାଲି କିନ୍ତୁ କେୟାର କରୁନାହାନ୍ତି। ବରଂ କହୁଛନ୍ତି ତୁମେ କାନ୍ଦିକି ଗଡ଼ିଗଲେ ବି ମତେ କିଛି ଫରକ ପଡ଼ିବନି...

author-image
Otv Khabar Bureau

ସୌମ୍ୟ-ସୋନାଲିଙ୍କ ଭାଇରାଲ ଅଡ଼ିଓକୁ ନେଇ ଭାରି ଚର୍ଚ୍ଚା। ଯେତେବେଳେ ସୌମ୍ୟ  ଭୋ ଭୋ ହୋଇ କାନ୍ଦି ସୋନାଲିଙ୍କୁ ଫୋନ୍‌ କରୁଛନ୍ତି ସେତେବେଳେ ସୋନାଲି କିନ୍ତୁ କେୟାର କରୁନାହାନ୍ତି। ବରଂ କହୁଛନ୍ତି ତୁମେ କାନ୍ଦିକି ଗଡ଼ିଗଲେ ବି ମତେ କିଛି ଫରକ ପଡ଼ିବନି... 

Advertisment
Soumya Ranjan’s Suicide Mystery Aspiring Model Text Message
Advertisment
Advertisment