• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Brave

Mother rat
ନାଗ ସହ ଲଢ଼େଇ କରି ଛୁଆକୁ ଛଡ଼େଇ ଆଣିଲା ମା’ ମୂଷା..ଦେଖନ୍ତୁ ଭିଡିଓ..

କୁହାଯାଏ ମାଆ ଥିଲେ ବଇରୀ ହାରେ । ଜୀବନର ସାହା ହେଉଛି ମାଆ । ମାଆ ଶବ୍ଦରେ କେତେ ଯେ ମହତ୍ୱ ରହିଛି ତାହା କଳନା ବାହାରେ । ସୃଷ୍ଟି ଆବାହନୀର ପ୍ରଥମ ଶବ୍ଦ ମାଆ । ଏହି ଶଦ୍ଦରୁ ହିଁ ଦିନର ଆରମ୍ଭ ଓ ଶେଷ ହୋଇଥାଏ ।

Meet Brave Odisha Forest Homeguard Who Has Become Internet Sensation
ସାହସୀ ଫରେଷ୍ଟ ଗାର୍ଡ, ମାଡ଼ି ଆସିଲା ଦନ୍ତା, କିନ୍ତୁ ପଛକୁ ହଟିଲେ ନାହିଁ

ରକ୍ତମୁଖା ଦନ୍ତାହାତୀ ଆଗକୁ ଯିବା ବିପଦଜନକ। ଏଭଳି ଦୁଃସାହସିକ କାମ କରିବା ଆଦୌ ଠିକ୍ ନୁହେଁ। କିନ୍ତୁ ଏହି ସାହସୀ ଫରେଷ୍ଟ ଗାର୍ଡ ଜଣକ ଯାହା କରିଛନ୍ତି, ଭିଡିଓ ଦେଖିଲେ ଆପଣଙ୍କ ଦେହ ଥରିଉଠିବ। ଜନବସତିକୁ ପଶି ଆସିଥିବା ଏକ ବଣୁଆ ଦନ୍ତା ହାତୀକୁ ଘଉଡ଼େଇବା ବେଳେ ତାହା ରାଗିଯାଇ ମାଡ଼ି ଆସିଥିଲା। ସମସ୍ତେ ଦଉଡ଼ି ପଳାଇଥିଲେ। କିନ୍ତୁ ପାଦେ ମଧ୍ୟ ପଛକୁ ହଟି ନଥିଲେ ଏହି ଫରେଷ୍ଟଗାର୍ଡ ଜଣକ। ମନେରଖନ୍ତୁ, ବିନା ତାଲିମରେ ହାତୀ ଆଗକୁ ଭୁଲରେ ମଧ୍ୟ ଯାଆନ୍ତୁ ନାହିଁ।