Advertisment

ଅଭିନୟ ଆଳରେ ଦୁଷ୍କର୍ମ: ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ଅଭିନେତ୍ରୀ କରାଇଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସରୋଜ ବିଶ୍ୱାଳକୁ ଗିରଫ କରିଛି । ବହୁଦିନର ଲୁଚକାଳି ଖେଳ ପରେ ଶେଷରେ ଖୋର୍ଦ୍ଧାରୁ ସରୋଜ ଧରାପଡିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Prime accused Saroj Biswal arrested from Khordha

Prime accused Saroj Biswal arrested from Khordha

ଅଭିନେତ୍ରୀ କରାଇଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସରୋଜ ବିଶ୍ୱାଳକୁ ଗିରଫ କରିଛି । ବହୁଦିନର ଲୁଚକାଳି ଖେଳ ପରେ ଶେଷରେ ଖୋର୍ଦ୍ଧାରୁ ସରୋଜ ଧରାପଡିଛି ।

Advertisment

ସୂଚନା ଅନୁସାରେ, ସରୋଜ ଅପହରଣ ସିନ୍ କରିବା ନାଁରେ ନାବାଳିକାକୁ ଏକ ରୁମକୁ ନେଇ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଥିଲା ଏନେଇ ନାବାଳିକା ଜଣକ ଭରତପୁର ଥାନାରେ ଏତଲା ଦେଇଥିଲେ । ବହୁ ଖୋଜାଖୋଜି ପରେ ସରୋଜ ଧରାପଡିଛି । ଅଭିଯୁକ୍ତ ସରୋଜକୁ ନେଇ ପୋଲିସ ସିନ୍ ରିକ୍ରିଏସନ୍ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି ।

Odisha News Khordha
Advertisment
Advertisment