ଭଉଣୀ ବାହାଘରର ଋଣ ଟଙ୍କା ସୁଝିବାକୁ ଦାଦନ ଖଟିବାକୁ ଯାଇଥିଲା ପୁଅ। ଭିସା ସରିଯିବାରୁ ଗିରଫ ହୋଇ ଏବେ ଜେଲରେ ପଶିଲା ଭେଣ୍ଡିଆ ପୁଅ। ଖାଇବା ପିଇବାକୁ ନପାଇବାରୁ କରୁଛନ୍ତି ଭିକ୍ଷାବୃତ୍ତି । ପୁଅ ଫେରିବା ବାଟକୁ ଚାହିଁ ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ । ହାତଯୋଡ଼ି ନେହୁରା ହେଉଛି ବାପା ।
ରାୟଗଡାରୁ ନେପାଳ ସୀମା । ସଶସ୍ତ୍ର ସୀମା ବଳରେ ଯବାନ ଭାବେ ନିଯୁକ୍ତି ପାଇଛନ୍ତି ରଶ୍ମିତା ।
କାହିଁକି ସିଦ୍ଧୁଙ୍କୁ କରାଗଲା ହତ୍ୟା? ଗୁଳି ମାରିବାକୁ କିଏ ଦେଇଥିଲା ନିର୍ଦ୍ଦେଶ? ଦେଖନ୍ତୁ ପୂରା ରିପୋର୍ଟ....
ବାରମ୍ବାର ବଲିଉଡ୍ ସେଲିବ୍ରିଟିଙ୍କୁ ଦିଆଯାଉଛି ଧମକ। କେତେବେଳେ ଟଙ୍କା ପାଇଁ ତ ଆଉ କେତେବେଳେ ମୁଣ୍ଡ ପାଇଁ ଆସୁଛି ଧମକ....ଜାଣନ୍ତୁ କଣ ରହିଛି ପୂରା କାରଣ...
କୋରାପୁଟ ଜିଲ୍ଲାପରିଷଦ ସଦସ୍ୟ ଟିକାଈ ଗେମେଲ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ।
ପୂର୍ବରୁ ମାଆମାନେ ହାତରେ ମୁଢି ଭାଜୁଥିଲେ, ଏବେ ମେସିନ୍ରେ ଭାଜୁଛନ୍ତି। ପ୍ରତି ଉତ୍ସବରେ ମୁଢି ପାଇଁ ଲାଗୁଛି ସ୍ୱତନ୍ତ୍ର ଷ୍ଟଲ। ପରିବାର ଚଳାଇବା ପାଇଁ ଦିନେ ଏମାନେ ଅନ୍ଧାରରୁ ଉଠି ମୂଲ ଲାଗିବା ପାଇଁ ଅନ୍ୟତ୍ର ଯାଉଥିଲେ ହେଲେ ଏବେ ହାତ ପାଆନ୍ତାରେ କାମ ପାଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି
ଜୟପୁରର ଝିଅ ମିତାଲି ପଣ୍ଡା । ପେଶାରେ ଆଇଟି ଇଞ୍ଜିନିୟର୍ କିନ୍ତୁ ନିଶା ଅଲଗା । ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେଇ ଚମକିଛନ୍ତି କାନାଡାରେ । ଏଭଳି ସ୍ତ୍ରୀକୁ ପାଇ ଗର୍ବିତ ବୋଲି କହିଛନ୍ତି ତାଙ୍କ ସ୍ୱାମୀ ।
ମୋ ଫୋନ୍ ନମ୍ବରରେ କଲ୍ ଆସୁଛି, ହେଲେ ଅନ୍ୟ ଜଣେ କେମିତି ଉଠାଉଛି? କେମିତି ବିନା କୌଣସି ତଥ୍ୟରେ ହ୍ୟାକ୍ ହୋଇଗଲା ମୋବାଇଲ ନମ୍ବର?
ଯିଏ ଦିନେ ପରିବାରର ବୋଝ ଉଠାଇଥାଆନ୍ତା ଆଜି ସିଏ ନିଜେ ପରିବାର ଉପରେ ବୋଝ। ଭେଣ୍ଡିଆ ପୁଅକୁ ଚଲାଇବା ପାଇଁ ହାତଯୋଡ଼ୁଛି ମାଆ....ବଂଚିବାକୁ ସଂଘର୍ଷ କରି କରି ଅଧା ଦିନ ପଳାଇଲାଣି। ଗରିବ କୁଡ଼ିଆକୁ ଏମିତି ରୋଗ ଆସିଛି ଯେ, ଫେରିବାକୁ ଆଉ ବାଟ ପାଉନି....
ଛତିଶଗଡ଼ ଜାନଜଗିର-ଚାମ୍ପାର ମାଲଖାଦାରୁଆ ପୋଲିସ ଷ୍ଟେସନ ଅଧୀନସ୍ଥ ପିରହ୍ରିଡ ଗାଁର ଜଣେ ୧୦ ବର୍ଷର ଶିଶୁ ଗତକାଲି ଠାରୁ ଏକ ବୋରୱେଲ ଗର୍ତ୍ତରେ ପଡ଼ିଯାଇଛି ।
କୋଟିଏରେ ଗୋଟିଏ ଏମିତି ଝିଅ । ଗରିବ ଶ୍ରମିକ ବାପା ଦେଖିଥିଲା ସ୍ୱପ୍ନ । ସେ ସ୍ୱପ୍ନକୁ ସାକାର କରିବାକୁ ଲାଗିପଡିଲା ଏଇ ଦେଶପ୍ରେମୀ ଝିଅ । ରେଳଷ୍ଟେସନରେ ଓହ୍ଲାଇବା ପରେ ଲୋକମାନେ ବାଜା ବଜାଇ ଘର ଯାଏଁ ପାଛୋଟି ନେଲେ ।
ଖଣ୍ଡିଆ ଖାବରା ହୋଇ ରାସ୍ତାରେ ବୁଲୁଥିଲା ବୁଲା କୁକୁର। କଷ୍ଟ ଦେଖିପାରିଲେନି ସାଇକ୍ରିଷ୍ଣା...ପ୍ରାଣୀ ଚିକିତ୍ସାଧିକାରୀଙ୍କଠାରୁ ପଶୁପ୍ରେମୀ ସମସ୍ତଙ୍କୁ ଭେଟି ଗୁହାରି କଲେ...ମାନେକାଙ୍କୁ ମେଲ୍ କଲେ। ଶେଷରେ କୁକୁରର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦିଲ୍ଲୀରୁ ମାନେକାଙ୍କ ଆସିଲା ଫୋନ୍ କଲ୍। ଆଉ ସାଙ୍ଗେ ସାଙ୍ଗେ ମେଡ଼ିକାଲରେ ଭର୍ତ୍ତି ହେଲା କୁକୁର....
ତୁମ କଥାରେ କଣ ମୁଁ ଆଇଚି? ତୁମେ କିଏ ମ? ଆଲୋ ଆଲୋ ରାସ୍ତାରେ ଏମିତି କଣ ରାଗିଗଲେ ସଜସଜ ମେୟର ହୋଇଥିବା ସୁବାସ ଭାଇ? ଆଉ....ତୁମେ ତାଙ୍କ କର୍ମ ଭୂଇଁ ଉପରେ ତାଙ୍କୁ ଏମିତି କହିବ ସିଏ ରାଗିବେନି...ଆରେ ଏଇଠି କାହାର ଇଜ୍ଜତ କିଏ ନେଲା?
ଜୈବିକ ସାର ବିକି ରୋଜଗାର କରୁଛନ୍ତି ବାର୍ଷିକ କୋଟିଏରୁ ଅଧିକ ଟଙ୍କା। ସାରକୁ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଇ ରୋଜଗାର କରୁଛନ୍ତି କୋଟିଏରୁ ଅଧିକ ଟଙ୍କା ।
ହଠାତ୍ ବସ୍ ଇଞ୍ଜିନ୍ରୁ ଧୁଆଁ ବାହାରିଥିଲା । ଧିରେ ଧିରେ ବସ୍ଟି ପୁରା ଜଳି ଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
ହାତୀ କଙ୍କାଳ ମିଳିବା ଘଟଣାରେ ଜେରା ପାଇଁ ଆସିଥିବା ନିଲମ୍ବିତ ଫରେଷ୍ଟର ପାଚେରୀ ଡେଇଁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗେଟ୍ରେ ପୋଲିସ୍ ଜଗିଥିଲେ ମଧ୍ୟ ଏନେଇ କୌଣସି ଟେର୍ ପାଇ ନଥିଲା।
ତେଲ ଟ୍ୟାଙ୍କରରେ ୫ ଜଣ ଥିଲେ, ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାମ ଜାରି
ବିଲ ଭିତରେ ଦନ୍ତାକୁ ବିରକ୍ତ କରାଉଥିଲେ କିଛି ଯୁବକ। ହଠାତ୍ ରାଗିଯାଇ ମାଡ଼ି ଆସିଲା ଦନ୍ତା । ଆଉ ତା’ପରେ..
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଟିପ ଚିହ୍ନ ନେଇ ଆକାଉଣ୍ଟରୁ ଲୁଟି ନେଲେ ୩୮ ହଜାର ଟଙ୍କା ।
୪ ବର୍ଷ ହେଲାଣି ମୁଁ ମାଆ ଡାକ ଶୁଣିନି। ରାଣୀର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଆପଣ ସାହାଯ୍ୟ କଲେ କଥା କହିବ ରାଣୀ...ମାଆ ଡାକ ଶୁଣିବେ ରଶ୍ମିତା...
ମହଙ୍ଗା ପଡିଲା ରେକର୍ଡ ଡ୍ୟାନ୍ସ । ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି ।
ମୁଁ କଣ ବୋକା ତାକୁ ଓଟିପି ଦେଇ ଦେବି? ହେଲେ ଅନ୍ୟ ଜଣେ ତୁମ ମୋବାଇଲ ନମ୍ବର ବ୍ୟବହାର କଲା କେମିତି? କଣ କଲ ରିସିଭ କରୁ କରୁ ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଗଲା?
ତୁ କେଡ଼େ ମିଛୁଆ କିରେ? ମୁଁ ତ ଫଳ ବିକୁଛି....ସିଏ ମୋ ପାଖକୁ କେତେବେଳେ ଫଳ ଟିକିଏ ନେବାକୁ ଆସେ...ଆଉ ଏବେ ଇଜ୍ଜତ ନେବା କଥା କହୁଛି...କେଡେ ମିଛୁଆଟା କି?
ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କାନ୍ଥରେ କଳା ଅଙ୍ଗାରରେ ‘ଆମେ ବିଷ ପିଇଛୁ’ ବୋଲି ଲେଖାଯାଇଛି।