ଆଜି ସକାଳେ ଶିଶୁଟି ନିର୍ମାଣାଧୀନ ଜଳ ପ୍ରକଳ୍ପ ଗାତରେ ପଡ଼ି ଯାଇଥିଲା। ଗାତରେ ବର୍ଷା ପାଣି ଭର୍ତ୍ତି ଥିବାରୁ ପିଲାଟି ଜାଣି ନପାରି ପଡ଼ି ଯାଇଥିଲା।
ଇଏ ବାବୁଲା... ଦିନେ ବସ୍ ରେ କାମ କରୁଥିଲେ। ହେଲେ ଦୁର୍ଘଟଣାରେ ତାଙ୍କର ଆଜି ଏ ଅବସ୍ଥା। ଘର ଭାଙ୍ଗିଯାଇଛି। ଏଣେ ଗୋଡ଼ର ଅବସ୍ଥା ଏମିତି... ଘର ଚଳିବ କେମିତି
ମାନବ ସେବା ହିଁ ମାଧବ ସେବା। ବନ୍ଧୁ, ଏଠି ସମସ୍ତେ କାନ୍ଧରେ ପାଣି ଭାର ଧରି ଶହ ଶହ କିଲୋମିଟର ଯାଉଛନ୍ତି ମହାଦେବଙ୍କୁ ଜଳଲାଗି କରିବା ପାଇଁ। କିନ୍ତୁ ଏ ଭାଇ ଜଣକ, ଜାତି ଧର୍ମ, ବର୍ଣ୍ଣ ଭେଦଭାବ ନ ରଖି ମାନବ ସେବା କରୁଛନ୍ତି। ଏ କଣ ପୂନ୍ୟ ଅର୍ଜନ କରୁ ନାହାନ୍ତି ?
ଗତ ଶନିବାର ହସ୍ପିଟାଲ୍ ଛାତରୁ ଡେଇଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ପୁଣି ଜଣେ ରୋଗୀ ଛାତରୁ ଡେଇଁ ପଡ଼ିଛନ୍ତି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
ଏକ କୁକୁଡା ସ୍ୱତନ୍ତ୍ର ଅଣ୍ଡା ଦେଇଛି। ଏହି ଅଣ୍ଡାର ଡିମାଣ୍ଡ୍ ଏମିତି ବଢୁଛି ଯେ ଏହାର ମାଲିକ ଗୋଟିଏ ଅଣ୍ଡାକୁ ୫୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏହି ଅଣ୍ଡାରେ ଏମିତି କ’ଣ ଅଛି ଯାହା ଏତେ ମହଙ୍ଗା ଆସନ୍ତୁ ଜାଣିବା।
ବନ୍ୟାର ଆଁରେ ପୁରୀ-ଖୋର୍ଦ୍ଧା । ଖୋର୍ଦ୍ଧା ତିରିମଲ ପାଖରେ ଶହେ ଫୁଟ୍ର ଘାଇ । ଖୋର୍ଦ୍ଧା-ବଲାଙ୍ଗିର ଏନ୍ଏଚ୍ରେ ଗାଡ଼ି ଚଳାଚଳ ଠପ୍ ।
ବନ୍ୟା ବିପନ୍ନଙ୍କ ଅବସ୍ଥା କହିଲେ ନସରେ...କୋଉଠି ଲୋକେ ଘର ଛାଡ଼ିବାକୁ ନାରାଜ ତ ଆଉ କୋଉଠି ଗୁଜୁରାଣ ମେଣ୍ଟେଇବାକୁ ବିପଦପୂର୍ଣ୍ଣ ଭାବେ ପୋଲ ପାର ହେଉଛନ୍ତି।
ପ୍ରବଳ ବନ୍ୟାରେ ଭାସୁଛି ଓଡିଶାର ତଳିଆ ଅଞ୍ଚଳ। ବନ୍ୟାର ପ୍ରଖର ସ୍ରୋତରେ ଅଧା ଓଡିଶା ଭାସୁଥିବା ବେଳେ ତଳ ମୁଣ୍ଡରେ ଲୋକଙ୍କ ଅବସ୍ଥା ବେହାଲ। କିନ୍ତୁ ଉପରେ ମୁଣ୍ଡରେ ଲୋକେ ବନ୍ୟା ପାଣିର ପ୍ରଖର ସ୍ରୋତ ଦେଖି ପୁରା ଖୁସ୍ । ସପରିବାର ବ୍ରିଜ୍ ଉପରେ ଏକାଠି ।
ବିପଦ ବେଳେ ବେଳେ କହିକି ଆସି ନଥାଏ I ସାମାନ୍ୟ ଅସାବଧାନତା ନେଇପାରେ ଜୀବନ। ଦେଖନ୍ତୁ ଏହି ଭିଡିଓ। କାର ସହ ପାଣିରେ ଭାସିଗଲେ । ଚାରିଆଡେ ବନ୍ୟା , ରାସ୍ତା ଘାଟ ଧୋଇ ଯାଇଛି ସତର୍କ ରୁହନ୍ତୁ
ନଦୀ ବଢିରେ ଅଧା ଓଡିଶା ବୁଡି ଗଲାଣି। ଘରେ ଘରେ ପଶିଛି ପାଣି। ଆଉ ସେଇ ଗୋଳିଆ ବଢି ପାଣିରେ ରଣା , ବୋଡା, ନାଗ ପରି ଅନେକ ବିଷାକ୍ତ ସାପ । ପାଦ ପଡିଗଲେ ମୃତ୍ୟୁ ସୁନିଶ୍ଚିତ। ଏମିତି ଅସମୟରେ କେମିତି ସୁରକ୍ଷିତ ରହିବେ ଜାଣନ୍ତୁ
ସ୍ବାଧୀନତା ଦିବସ ପରଦିନ ୭ ଯବାନ ସହିଦ୍। ଘାଟିର ରାସ୍ତା ଆଉ ଗାଡିର ବ୍ରେକ୍ ଫେଲ୍ ୩୯ ଯବାନଙ୍କୁ ବିପଦ ମୁହଁକୁ ଠେଲିଦେଲା । ୬୦ମିଟର ତଳକୁ ଖସି ସହିଦ ହେଲେ ଯବାନ୍
ସୁର ଭାଇ ସବୁବେଳେ ସାଙ୍ଗରେ , ଯିଏ ଯେଉଁଠି ଡାକିଲା ଓ କରିବେ ସୁର ଭାଇ I ଭାଇଙ୍କୁ ଭାଇ କରିଦେଲେ ରାନୀ ପଣ୍ଡା । ହାତରେ ବାନ୍ଧି ଦେଲେ ଭାଇ ଭଉଣୀର ପବିତ୍ର ବନ୍ଧନ ରାକ୍ଷୀ
ବାହା ହେଲେ ୫ ପିଲା ହେଲା । ପୁଣି ମନ ବୁଝିଲାନି ବୋଲି ବାହାରେ ଆଉ ଏକ ସ୍ତ୍ରୀ ସହ ୬ ବର୍ଷ ରହିଲେ । ଏବେ ପିଲା ବାର ଦୁଆର ହେଉଛନ୍ତି । ଦେଖନ୍ତୁ ପାରିବାରିକ କଳହର ଆଉ ଏକ କରୁଣ ପରିଣତି
ଭାରତୀୟଙ୍କ ପାଇଁ ଜାତୀୟ ସଂଗୀତ ପରିବେଷଣ କଲେ ପାକିସ୍ତାନୀ କଳାକାର। ‘ଜନ ଗଣ ମନ’କୁ ବଜେଇ ସେ ଭାରତୀୟଙ୍କ ପ୍ରୀୟ ହୋଇଯାଇଛନ୍ତି। ପ୍ରତି ଭାରତୀୟଙ୍କ ପାଖରୁ ଛୁଟୁଛି ପ୍ରଶଂସାର ସୁଅ।
ନାରୀ ଆଜି ସଫଳତାର ଶୀର୍ଷରେ। ନିଜର ପରିଶ୍ରମ ଏବଂ ଉଦ୍ୟମ ବଳରେ ସେ ଆଜି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛି। ଆମ ଭିତରେ ଏମିତି ଅନେକ ନାରୀ ଅଛନ୍ତି ଯେଉଁମାନେ ଓଡ଼ିଶାର କଳା, ସଂସ୍କୃତି ଓ ପରଂପରାକୁ ଆଗକୁ ନେବା ସହିତ ବିଶ୍ୱବନ୍ଦିତ ହୋଇପାରିଛନ୍ତି। ସେମିତି ଏକ ମହତ ଉଦ୍ଦେଶ୍ୟ ସହିତ ଆଗକୁ ବଢିଛନ୍ତି ରୂପଶ୍ରୀ ମହାପାତ୍ର।
ବାବା ଭେଙ୍ଗା ଏଭଳି ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସତ ହୋଇସାରିଛି। ୨୦୨୨ ପାଇଁ ସେ ୬ଟି ଭବିଷ୍ୟବାଣୀ କରିଛନ୍ତି, ୨ଟି ସତ ହେଲାଣି। ଚଳିତ ବର୍ଷ ଭାରତ ପାଇଁ ରହିଛି ଏହି ଭୟଙ୍କର ଭବିଷ୍ୟବାଣୀ, ଜାଣନ୍ତୁ…
କାଲି ସନ୍ଧ୍ୟା ୬ଟାରୁ ୯ଟା ଭିତରେ ପିକ୍ ଫ୍ଲୋ ସମୁଦ୍ରକୁ ଚାଲିଯିବ ବୋଲି କହିଛନ୍ତି SRC ପ୍ରଦୀପ ଜେନା ।
ଅସହ୍ୟ ହେଲା ପ୍ରଧାନଶିକ୍ଷକଙ୍କ ନିର୍ଯାତନା । ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ ।
ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି...କାହାକୁ ବି ନିସ୍ତାର ନାହିଁ...ବାସହରା ଲୋକଙ୍କ କଥା କହିଲେ ନସରେ...
ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୩୮ ବର୍ଷ ପରେ ବରଫ ପାହାଡ ତଳୁ ମିଳିଲା ଯବାନଙ୍କ ମରଶରୀର। ଘରକୁ ଦିଆଗଲା ଖବର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
ସ୍ୱାମୀ ସ୍ତ୍ରୀ ଝଗଡାରେ ହନ୍ତସନ୍ତ ଦୁଇ ପରିବାର। ୫ ପିଲାବି ବାପା ମାଆ କଳିରେ ଅସହାୟ। ସ୍ତ୍ରୀ ଓ ୫ ପିଲାଙ୍କୁ ଛାଡି ସ୍ୱାମୀ ଅନ୍ୟ ଝିଅ ସହ ୬ବର୍ଷ ହେଲା ବାହାରେ । ପଚାରିଲାରୁ କହୁଛି ବିବାହ ପରେ ଅନ୍ୟ ସ୍ତ୍ରୀ ସହ ରହିଲେ କେସ୍ ହୁଏନି ବୋଲି ସେ ଜାଣି ନାହାନ୍ତି
ବର୍ଷା ଦିନ। ଘରେ ଗରମା ଗରମ କିଛି ହେଲେ ତାର ମଜା ଅଲଗା। ଆଜି ଦେଖନ୍ତୁ ଚୁଡାରେ ତିଆରି ମସଲା ପିଠା , ଯେତିକି ସୁଆଦିଆ ତିଆରି ବି ଭାରି ସହଜ
ଚାଲିଛି ରାମ ରାଜ୍ୟ । ଏଠି ପିସିରେ ଖେଳ ହେଉଛି। ଏଠି ରାମ ନାହାନ୍ତି । ରାବଣ ମାଳ ମାଳ ଆଉ ଚାଲିଛି ରାମରାଜ୍ୟ I ଏଠି ଗୋଡି ବାଲି ୱାର୍ଡ ମେମ୍ୱର ଖାଉଛି
ବଡମ୍ୱାର ମାଆ ଭଟ୍ଟାରିକା ମନ୍ଦିର ପାଣିରେ ବୁଡି ଯାଇଛି। ତିନି ଦିନ ଭିତରେ ପାଣି ୧୫ ଫୁଟି ଉଠି ମନ୍ଦିର ଭିତରେ ପାଣି ଲହଡି ଭାଙ୍ଗୁଛି। ମାଆଙ୍କୁ ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ବେହାଲ ଏ ପୀଠର ଅବସ୍ଥା
ଆଶ୍ଚର୍ଯ୍ୟ !! କିଏ କାନ୍ଦୁଛି ତ ପୁଣି କିଏ ହସୁଛି। ସ୍କୁଲରେ ୯ ଛାତ୍ରୀଙ୍କ ଦେହରେ ଲାଗୁଛି ଭୂତ। ତାନ୍ତ୍ରିକ ଆସି କରୁଛି ପୂଜାର୍ଚ୍ଚନା। ପିଲାଙ୍କୁ ସ୍କୁଲ କି ଟ୍ୟୁସନ ଛାଡ଼ିବାକୁ ରାଜି ହେଉନାହାନ୍ତି ଅଭିଭାବକ। (ବି-ଦ୍ର: ଓଟିଭି ଭୂତପ୍ରେତ ପରି ଅନ୍ଧ ବିଶ୍ୱାସକୁ ପ୍ରୋତ୍ସାହନ ଦିଏ ନାହିଁ। ଏହା କେବଳ ସଚେତନତା ପାଇଁ ପ୍ରସାରଣ କରାଯାଇଛି। ଆପଣମାନେ ମଧ୍ୟ ଅନ୍ଧବିଶ୍ୱାସକୁ ବିଶ୍ୱାସ କରନ୍ତୁ ନାହିଁ)