• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Koraput S Shravan Mushroom

Koraput’s Shravan Mushroom
ଶ୍ରାବଣ ଛତୁର ଭାରି ଡିମାଣ୍ଡ୍, ଚିକେନ୍ ମଟନ୍ ପଛରେ...

କୋରାପୁଟରେ ଏବେ ମିଳୁଛି ଶ୍ରାବଣ ଛତୁ। ଏ ଛତୁ ମଟନ୍ ଠାରୁ ବି ଅଧିକ ଦାମ। ମଟନ୍ କେଜି ଯଦି ୭୦୦ କିମ୍ବା ୮୦୦ ଟଙ୍କା ଏ ଶ୍ରାବଣ ଛତୁର ଦାମ ତା ଠୁ ଆହୁରି ଦୁଇଗଣ ଅଧିକ। ତଥାପି ଏ ଛତୁ କିଣିବାକୁ ଲୋକେ ଭାରି ଆଗ୍ରହୀ। ଚାଲନ୍ତୁ ଦେଖିବା କୋରାପୁଟରୁ ଏଇ ଶ୍ରାବଣ ଛତୁର କାହାଣୀ