Advertisment

ନିଶା ନିବାରଣ କହି, ତେମେ ମାଇପେ ଚୋରେଇଲ ମଦ ?

ନିଶା ନିବାରଣ ନାଁ କହି ଏ ଦୁଇ ନାରୀ ନେତ୍ରୀ ମୋ ମଦ ଦୋକାନ ଭାଙ୍ଗିଦେଲେ। ଦେଖିଲା ବେଳକୁ ଅଣ୍ଟାରେ ଦି ଚାରି ବୋତଲ ଖୋସି ନିଜ ଗେରସ୍ତଙ୍କ ପାଇଁ ନେଇ ପଳେଇଲେ। ପଚାରିଲାରୁ କହିଲେ ଦେହ ହାତ ପିଡା ହେଉଛି, ଠିପିଏ ମାରିଦେଲେ ଦରଜ କମିଯିବ।

author-image
Pallipuspa Samal

Making News
Advertisment
Advertisment